ନଗେନ୍ଦ୍ର ବାବୁ ସାହସ ଅଛି ତ ମନର ରାଗ ଠିକ୍ ଜାଗାରେ ଦେଖାନ୍ତୁ । ଗଣମାଧ୍ୟମ ଆପଣଙ୍କ ନିର୍ଦ୍ଦେଶରେ ଚାଲିବନି, ଆମେ…

ସମ୍ବଲପୁର ସାଂସଦଙ୍କୁ ଖୋଲାଚିଠି । ମାନ୍ୟବର ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ଆମେ ଏଥିପାଇଁ ଖୋଲାଚିଠି ଲେଖୁଛୁ କାରଣ ଆଜି ଯେଉଁଭଳି ଭାବେ ସେ ସାମ୍ବାଦିକମାନଙ୍କୁ ସାମ୍ବାଦିକତାର ପାଠ ପଢାଇଲେ ତାହା ସହଜରେ ଗ୍ରହଣୀୟ ନୁହେଁ । ଜିଲ୍ଲାପାଳଙ୍କ ଠାରୁ ପ୍ରଥମେ ପ୍ରତିକ୍ରିୟା ନେବାରୁ ଆପଣ ଏଭଳି…

ଦାମଙ୍କ ଟାର୍ଗେଟରେ ଯୁବନେତା । କହିଲେ, ସୁଚିନ୍ତିତ ଅଭିଯାନ ଯୋଗୁଁ ମନ୍ତ୍ରୀପଦ ଯାଇଥିଲା

ତିନିଜଣ ଦାୟିତ୍ୱହୀନ ଯୁବନେତାଙ୍କ ପାଇଁ ମନ୍ତ୍ରୀମଣ୍ଡଳରୁ ଦାମୋଦର ରାଉତଙ୍କୁ ବାଦ୍ ଦିଆଗଲା । ସେମାନଙ୍କର ସୁଚିନ୍ତିତ ଅଭିଯାନକୁ ବିଶ୍ୱାସକୁ ନିଆଗଲା । ଅଥଚ ଯେଉଁ ମଂଚରେ ଦାମ ବାବୁ ବିବାଦୀୟ ବୟାନ ଦେଇଥିଲେ ସେଠାରେ ଉପସ୍ଥିତ ଥିବା ଜିଲ୍ଲାପାଳ, ପ୍ରକଳ୍ପ ଅଧିକାରୀ ଓ ଦଳୀୟ ନେତାଙ୍କ ମତାମତ…

ପଛୁଆ ଜିଲ୍ଲାରେ ଆଗୁଆ ରାଜନୀତି । ମୋଦିଙ୍କ ଅଫିସର୍ ବନାମ୍ ନବୀନଙ୍କ ଅଫିସର୍ ।

ରାଜ୍ୟ ରାଜନୀତି ତଥା ଓଡିଶାର ଭବିଷ୍ୟତ ଏବେ ଏକ ବିପଦଜନକ ସମୟ ଦେଇ ଗତି କରୁଛି । ଯେତେବେଳେ ଏକ ଶକ୍ତ ବିରୋଧୀ ଦଳ ଗଣତନ୍ତ୍ର ପାଇଁ ଆଶୀର୍ବାଦ ବୋଲି କୁହାଯାଏ, ଠିକ ସେତିକି ବେଳେ ରାଜ୍ୟ ପାଇଁ କିନ୍ତୁ ଏହା ଅଭିଶାପ ପାଲଟିଛି । ରାଜନୈତିକ ଦଳଙ୍କ ଭିତରେ ପ୍ରତିଯୋଗୀତା, ପ୍ରଦେଶକୁ ବିକାଶର…

ବିଜେପୁର ପାଇଁ ବିକାଶ ଜରୁରୀ । ଚାଷ ସହ ବୁଣାକାର ପରିବାର ଭୋଟ ଗୁରୁତ୍ୱପୁର୍ଣ୍ଣ । ଏଡାଇ ହେବନି ଜାତି ସମୀକରଣ ।

କେଉଁ ପ୍ରସଙ୍ଗ ଗୁରୁତ୍ୱପୁର୍ଣ୍ଣ? ବିଜେପୁର ଉପନିର୍ବାଚନରେ ବିକାଶ ଏକ ମୁଖ୍ୟ ମୁଦ୍ଦା ହେବ ବୋଲି କୁହାଯାଉଛି । ଏହାକୁ ଆଖି ଆଗରେ ରଖି ଉଭୟ ବିଜେପି ଓ ବିଜେଡି ଗୋଟିଚାଳନା କରିବାରେ ବ୍ୟସ୍ତ । ନବୀନ ଗୋଟିଏ ପରେ ଗୋଟିଏ ଘୋଷଣା କରୁଥିବା ବେଳେ ବରଗଡରେ ହେବାକୁ ଥିବା ପ୍ରକଳ୍ପ ପାଇଁ…

ସମ୍ବାଦ-କନକ ନ୍ୟୁଜ ଜନମତ ସର୍ଭେ । ଦଳବଦଳକୁ ସୁବିଧାବାଦୀ ଦୃଷ୍ଟିକୋଣରେ ଦେଖିଥିଲେ ବିଜେପୁରବାସୀ । କହିଥିଲେ,…

ଚଉଦରେ ନିର୍ବାଚିତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଅକାଳ ବିୟୋଗ ପରେ ଖାଲି ହୋଇଥିବା ବିଜେପୁର ବିଧାନସଭା ଆସନରେ ଉପ-ନିର୍ବାଚନ ତାରିଖ ଘୋଷଣା ଆଗରୁ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ସମ୍ବାଦ-କନକ ନ୍ୟୁଜ ପକ୍ଷରୁ କରାଯାଇଥିଲା ଜନମତ ସର୍ଭେ । ପ୍ରାୟ ୨ ଲକ୍ଷ ୧୯ ହଜାର ମତଦାତା ବିଶିଷ୍ଟ…

ବିଜେପୁର ପାଇଁ ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ପ୍ରସ୍ତୁତି । ପ୍ରଥମ ଥର ପାଇଁ ବ୍ୟବହାର ହେବ ଭିଭିପାଟ ।

ଆସନ୍ତା ବିଜେପୁର ଉପନିର୍ବାଚନରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଭିଭିପିଏଟି(ଭୋଟର୍ ଭେରିଫାଏବଲ୍ ପେପର୍ ଅଡିଟ୍ ଟ୍ରେଲ୍) ମେସିନ୍ ବ୍ୟବହାର ହେବ। ବୁଥ୍ରେ ଇଭିଏମ୍ ସହିତ ଭିଭିପିଏଟି ମେସିନ୍ ଲାଗିବ। ମତଦାତା ଦେଇଥିବା ଭୋଟ୍ଟି ଇଭିଏମ୍ରେ ଠିକ୍ ଭାବେ ଦରଜ ହେଲା କି ନାହିଁ, ତାହା ଏହି ମେସିନ୍…