Advertisment

Sunil Bhuyan

ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଭାଇ-ଭଉଣୀଙ୍କୁ ସାଙ୍ଗରେ ଘେନି ଜନ୍ମବେଦୀକୁ ଯିବେ କାଳିଆ ଠାକୁର ।

ବିଜେପିର ଅଭିଯୋଗକୁ ନେଇ ଜବାବ ରଖିଲା ବିଜେଡି । ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ କହିଲେ, ବିରୋଧୀଙ୍କ ମତିଭ୍ରମ ହୋଇଛି । ନବୀନ ବେଶି କୁହନ୍ତିନି କିନ୍ତୁ କାମ କରନ୍ତି ।

କଂଗ୍ରେସରେ ସାମିଲ ହେବା ଅପେକ୍ଷା କୂଅକୁ ଡେଇଁପଡିବି । କାହିଁକି ଏମିତି କହିଥିଲେ କେନ୍ଦ୍ରମନ୍ତ୍ରୀ ନୀତିଶ ଗଡକରୀ ।

ଦିନିକିଆ ବିଶ୍ୱକପ ଖେଳିବାକୁ ଭାରତ ଆସିବନି କି ପାକିସ୍ତାନ ? ପିସିବି ଅଧ୍ୟକ୍ଷଙ୍କ ବୟାନ ବଢାଇଲା ଦ୍ୱନ୍ଦ୍ୱ ।

ଭାରତ ପୂର୍ବରୁ ଆମେରିକାରେ ରିଲିଜ ହେବ ଫିଲ୍ମ ‘ଆଦିପୁରୁଷ’ । ଭାଙ୍ଗିବ ବକ୍ସ ଅଫିସର ସବୁ ରେକର୍ଡ!

ହିନ୍ଦୁ ସମୁଦାୟ ଚାହିଁଲେ ଆମେରିକାର ଆଗାମୀ ରାଷ୍ଟ୍ରପତି କିଏ ହେବ ତାହା ସ୍ଥିର କରିପାରିବେ? ଆମେରିକାର ସାଂସଦ କାହିଁକି ଦେଲେ ଏଭଳି ବୟାନ ।

୧୯ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ୨ ଘଣ୍ଟା ଧରି ସାହାଣମେଲା ଦର୍ଶନ କରିବେ ଭକ୍ତ, ଦିନ ୧୧ଟା ପରେ ସାଧାରଣ ଦର୍ଶନ ବନ୍ଦ ।

Wonder world water parkରେ ଧୁମଧାମରେ ପାଳିତ ହେଲା ରଜ ପର୍ବ । ଦୋଳି ଖେଳିବା ସହ ସେଲଫି ପଏଣ୍ଟରେ ଫଟୋ ଉଠାଇ ନାଚଗୀତର ମଜା ନେଲେ ଲୋକେ । 

ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଅବତାର ଖାଣ୍ଡାଙ୍କ ମୃତ୍ୟୁ । ଲଣ୍ଡନରେ ଭାରତୀୟ ଦୂତାବାସରେ ହୋଇଥିବା ହିଂସାକାଣ୍ଡର ଥିଲା ମାଷ୍ଟରମାଇଣ୍ଡ ।

ସୁଶାନ୍ତଙ୍କ ମୃତ୍ୟୁକୁ ପୂରିଲା ୩ ବର୍ଷ । ଭାବପ୍ରବଣ ଭିଡିଓ ପୋଷ୍ଟ କଲେ ଭଉଣୀ ଶ୍ୱେତା, କହିଲେ ସୁଶାନ୍ତ ଏବେ ବି ଆମ ଭିତରେ ବଞ୍ଚିଛି ।

ସବସ୍କ୍ରାଇବ କରନ୍ତୁ