ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି : ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର

କନକ ବ୍ୟୁରୋ : ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି । ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର । ମହଙ୍ଗା ଭତ୍ତାରେ ୪ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମହଙ୍ଗା ଭତ୍ତା ୪୨ପ୍ରତିଶତରୁ ବଢି ୪୬ପ୍ରତିଶତ ହେଲା । ସାଢେ ୪ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ସେହିପରି ସାଢେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଘୂର୍ଣ୍ଣିବଳୟ ପ୍ରବାବରେ ଲଘୁଚାପ ସୃଷ୍ଟି ହୋଇଛି । ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ୨୩ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପରିଣତ ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ…

ଗଜପତିରେ ଗଡିଲା ଲକ୍ଷ୍ମୀ ବସ୍ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : ଗଜପତି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୭ଟି ବ୍ଲକରେ ବସ୍ ସେବା ଯୋଗାଇବ । ପ୍ରଥମ ପର୍ଯ୍ୟାୟରେ ସରକାର ୩୬ଟି ବସ୍ ଯୋଗାଇଛନ୍ତି । ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଲକାନଗିରି ପରେ…

ଦେଶକୁ ମିଳିଲା ପ୍ରଥମ ରାପିଏଡଏକ୍ସ ଟ୍ରେନ୍ : ଗାଜିଆବାଦରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଦେଶକୁ ମିଳିଲା ପ୍ରଥମ ରାପିଡ୍ଏକ୍ସ ଟ୍ରେନ୍ । ଆଞ୍ଚଳିକ ଯୋଗାଯୋଗ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ରାପିଡଏକ୍ସ ଟ୍ରେନ୍ ‘ନମୋ ଭାରତ’ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଗାଜିଆବାଦ-ମେରଟ ଆରଆରଟିଏସ୍ କରିଡରରେ ଗଡିବ । ଯାହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।…

ଆଜି ବିଶ୍ୱକପରେ ଆଉ ଏକ ବଡ଼ ଲଢ଼େଇ : ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ପାକିସ୍ତାନ; ସେମିଫାଇନାଲ ଦୌଡ଼ ପାଇଁ ବିଜୟ ଜରୁରୀ

କନକ ବ୍ୟୁରୋ : ଆଜି ବିଶ୍ୱକପରେ ଆଉ ଏକ ବଡ଼ ଲଢ଼େଇ । ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ପାକିସ୍ତାନ । ଖରାପ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଗତ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ମନୋବଳକୁ ଦୃଢ଼ କରିଛି । ପ୍ରଥମ ଦୁଇ ମ୍ୟାଚ୍‌ରେ ଏହି ଦଳ ଭାରତ ଓ ଦକ୍ଷିଣ ଆଫ୍ରିକାଠୁ ପରାଜିତ ହୋଇଥିଲା । ଏହି…

ଯାତ୍ରୀ ହନ୍ତସନ୍ତ ଭିତରେ ବାଲେଶ୍ୱରରେ ସ୍ୱାଭାବିକ ସ୍ଥିତି : ଯାତ୍ରୀ ସେବା ଆଗ, କ୍ଷତି ଆଶଙ୍କା ପଛ ବୋଲି କହିଲା…

କନକ ବ୍ୟୁରୋ : ପାର୍ବଣ ସମୟରେ ଯାତ୍ରୀ କିଭଳି ହନ୍ତସନ୍ତ ହେଉଛନ୍ତି ଆମ ଦେଖାଇଛୁ । ଧର୍ମଘଟ ଡାକରା ଦିଆଯାଇଥିବାରୁ ଅନେକ ବସ ଗଡୁନି । ଏପରି ସ୍ଥିତିରେ କିଛି ବସ ମାଲିକ ବସ ଚଳାଇଛନ୍ତି । ପାର୍ବଣ ବେଳେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ଦେଖି ବସ ମାଲିକ ବସ ଚଳାଇଛନ୍ତି । ତେଣୁ ବାଲେଶ୍ୱର ସଂଘ…