ତିନି ଦିନ ଶ୍ରୀମନ୍ଦିର ବନ୍ଦ ପରେ ଆଜିଠୁ ପୁଣି ସର୍ବସାଧାରଣ ଦର୍ଶନ । କଟକଣା ପାଳନ କରି ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି…

କନକ ବ୍ୟୁରୋ : ତିନି ଦିନ ଦର୍ଶନ ବନ୍ଦ ରହିବା ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ସକାଳ ୭ଟାରୁ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । କୋଭିଡ୍ କଟକଣା ପାଳନ କରି ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି । ଗତକାଲି ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି…

ଆଜି ୧୨ ଘଂଟିଆ ମୟୂରଭଞ୍ଜ ବନ୍ଦ : ଜିଲ୍ଲା ପେସାଗ୍ରାମ ସଭା ପକ୍ଷରୁ ଦିଆଯାଇଛି ବନ୍ଦ ଡ଼ାକରା

କନକ ବ୍ୟୁରୋ : ଆଜି ୧୨ ଘଂଟିଆ ମୟୂରଭଞ୍ଜ ବନ୍ଦ । ଜିଲ୍ଲା ପେସାଗ୍ରାମ ସଭା ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି । ପୂଜା ପୀଠରେ ବେଆଇନ ପ୍ରବେଶକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଏହାକୁ ନେଇ ଅଭିଯୋଗ ହେବା ପରେ ନ୍ୟାୟ ନ ମିଳିବାରୁ ପେସାଗ୍ରାମର କର୍ମକର୍ତା ବନ୍ଦ ଡ଼ାକରା ଦେଇଛନ୍ତି । ଏହା ସହ…

ଆସନ୍ତାକାଲିଠୁ ମୌସୁମୀ ଅଧିବେଶନ : ବିଧାନସଭା ପରିସରରେ ତ୍ରୀସ୍ତରୀୟ ସୁରକ୍ଷା

କନକ ବ୍ୟୁରୋ : ଆସନ୍ତାକାଲି ବିଧାନସଭା ମୌସୁମୀ ଅଧିବେଶନ । ଏଥର ଅଧିବେଶନ ବେଶ୍ ସରଗରମ ହେବା ସମ୍ଭାବନା ରହିଛି । ଅଧିବେଶନରେ ନୂଆ ନୂଆ ପ୍ରସଙ୍ଗ ଉଠିପାରେ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ । ସେହିପରି ବିରୋଧୀଙ୍କୁ ଜବାବ ଦେବା ପାଇଁ ସରକାର ମଧ୍ୟ…

ଦେଶର କରୋନା ମିଟର । ଦିନକରେ ୩୦,୯୪୧ ନୂଆ ଆକ୍ରାନ୍ତ ଚିହ୍ନଟ, ୩୫୦ ମୃତ

କନକ ବ୍ୟୁରୋ : ସମଗ୍ର ଦେଶରେ ୨୪ ଘଣ୍ଟାରେ ୩୦,୯୪୧ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୩୫୦ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୨୭,୬୮,୮୦୦ ଓ ମୃତ୍ୟୁସଂଖ୍ୟା ୪,୩୮,୫୬୦ରେ ପହଞ୍ଚିଛି । ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ…

ରାଜ୍ୟରେ ଆଉ ୧୧୦ ପିଲା କରୋନାରେ ଆକ୍ରାନ୍ତ : ୨୪ ଘଣ୍ଟାରେ ୬୩୮ ପଜିଟିଭ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୨୬୦

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୬୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୭୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୧୧୦ ଜଣ ଶିଶୁ ଓ କିଶୋର…

ପୁଣି ୱେବ ସାମ୍ବାଦିକଙ୍କ କଳା କାରନାମା : ଗଞ୍ଜେଇ ଗାଡିକୁ ଏସକର୍ଟ କରି ନେଉଥିଲେ ବିଶ୍ୱବିଜୟୀ ନ୍ୟୁଜ ଓଡିଶାର…

କନକ ବ୍ୟୁରୋ : ରାଜଧାନୀ ପରେ ୱେବ ପୋର୍ଟାଲ ସାମ୍ବାଦିକଙ୍କ ଆଉ ଏକ କଳା କାରନାମା ମାଲକାନଗିରି ଜିଲ୍ଲାରୁ ସାମ୍ନାକୁ ଆସିଛି । ନିଜକୁ ୱେବ ପୋର୍ଟାଲର ସାମ୍ବାଦିକ କହି କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ହେମନ୍ତ ଟାକରି ନାମକ ଯୁବକ ଓ ତାଙ୍କ ସାଥୀ । ବିଶ୍ୱବିଜୟୀ ନ୍ୟୁଜ…