ୟୁକ୍ରେନ ମାରିୟୁପୋଲ ଥିଏଟରରେ ରକେଟ ମାଡ଼ ଘଟଣା : ୩୦୦ରୁ ଅଧିକ ମୃତ, ଆଶ୍ରୟ ନେଇଥିଲେ ୧୩୦୦ ଲୋକ

କନକ ବ୍ୟୁରୋ :ୟୁକ୍ରେନ ମାରିୟୁପୋଲ ଥିଏଟରରେ ରକେଟ ମାଡ଼ ଘଟଣା । ଏଥିରେ ପ୍ରାୟ ୩୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ଥିଏଟରରେ ମୋଟ୍‌ ୮୦୦ରୁ ୧୩୦୦ ଲୋକ ଆଶ୍ରୟ ନେଇଥିବା ବେଳେ ରକେଟ୍‌ ମାଡ଼ ହୋଇଥିଲା। ଏମାନଙ୍କ ମଧ୍ୟରେ ଶିଶୁ ମଧ୍ୟ ଥିଲେ। ଥିଏଟର ବାହାରେ ‘ଚିଲ୍ଡ୍ରେନ୍‌’ ଲେଖା ହୋଇଥିଲେ…

ପୁଣି ବଢ଼ିଲା ତେଲ ଦର : ଚଳିତ ମାସରେ ୫ ଦିନ ଭିତରେ ଚତୁର୍ଥ ଥର ପାଇଁ ବଢ଼ିଲାଣି ଦର

କନକ ବ୍ୟୁରୋ : ପୁଣି ବଢ଼ିଲା ତେଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ୮୫ ଓ ଡିଜେଲ ୮୪ ପଇସା ମହଙ୍ଗା । ଚଳିତ ମାସରେ ୫ ଦିନ ଭିତରେ ଚତୁର୍ଥ ଥର ପାଇଁ ବଢ଼ିଲାଣି ଦର । ଲୋକଙ୍କ ଉପରୁ ଚାପ କମାଇବା ପାଇଁ ଗତ ନଭେମ୍ବର ମାସରେ କେନ୍ଦ୍ର ସରକାର ତେଲ ଉପରୁ ଏକସାଇଜ୍ ଡ୍ୟୁଟି କମାଇଥିଲେ । ପେଟ୍ରୋଲ ଲିଟର…

୩ ମହାନଗର ନିଗମ ଓ ୧୦୬ଟି ପୌର ପରିଷଦର ଆସିବ ଫଳାଫଳ : ପ୍ରଥମ ମହିଳା ମେୟର ପାଇବେ ଭୁବନେଶ୍ୱର ଓ ବ୍ରହ୍ମପୁରବାସୀ

କନକ ବ୍ୟୁରୋ : ଆଉ କିଛି ସମୟ ପରେ ଆରମ୍ଭ ହେବ ଭୋଟ୍ ଗଣତି ପ୍ରକ୍ରିୟା । ମତଦାନ ମାଧ୍ୟମରେ ସହରବାସୀ ବାଛିଛନ୍ତି ସେମାନଙ୍କ ନେତା । ମୈଦାନରେ ଅଛନ୍ତି ୧୨ ମେୟର ପ୍ରାର୍ଥୀ ଓ ୨୯୧କର୍ପୋରେଟର ପ୍ରାର୍ଥୀ । ସମସ୍ତଙ୍କୁ ମିଶାଇ ୩୦୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିଛନ୍ତି ଜନତା…

ପୌର ଭୋଟଗଣତି ପୂର୍ବରୁ ଭୁବନେଶ୍ୱର ବିଜେବି କଲେଜ ସାମ୍ନାରେ ଉତ୍ତେଜନା । ଷ୍ଟ୍ରଙ୍ଗରୁମରେ ଜଣେ ଯୁବକ ପଶିଯିବାରୁ…

କନକ ବ୍ୟୁରୋ : ପୌର ନିର୍ବାଚନ ଭୋଟଗଣତି ପୂର୍ବରୁ ଗତକାଲି ରାତିରେ ଭୁବନେଶ୍ୱର ବିଜେବି କଲେଜ ସାମ୍ନାରେ ଉତ୍ତେଜନା ପ୍ରକାଶ ପାଇଥିଲା । କଲେଜରେ ଥିବା ଷ୍ଟ୍ରଙ୍ଗରୁମରେ ଟ୍ୟାମ୍ପରିଂ ହୋଇଥିବା ଅଭିଯୋଗ ଆଣି ତାତିଥିଲେ ଲୋକେ ଷ୍ଟ୍ରଙ୍ଗରୁମ ଭିତରେ ଜଣେ ସନ୍ଦିଗ୍ଧ ପଶିଥିବା ଖବର ଆସିବା ପରେ…

ଆଜି ଆସିବ ପୌର ଫଇସଲା : ସକାଳ ୮ଟାରୁ ଭୋଟ ଗଣତି ; କିଏ ମାରିବ ବାଜି ତା ଉପରେ ନଜର

କନକ ବ୍ୟୁରୋ : ଆଜି ଆସିବ ପୌର ଫଇସଲା । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କାହାକୁ ଭୋଟ ଦେଇଛନ୍ତି ସହରୀ ଭୋଟର । ପଂଚାୟତ ନିର୍ବାଚନରେ ଗାଁ ଭୋଟର ଶାସକ ଦଳକୁ ଏକତରଫା ଭୋଟ…

ପୌର ଫଇସଲା : ଚାଲିଛି କର୍ପୋରେଟର ଓ କାଉନସିଲର ଭୋଟ୍ ଗଣତି, ଏବେ ସୁଦ୍ଧା କିଏ ଆଗରେ କିଏ ପଛରେ ପଢ଼ନ୍ତୁ…

କନକ ବ୍ୟୁରୋ : ଚାଲିଛି ଭୋଟ୍ ଗଣତି, ଆସୁଛି ଟ୍ରେଣ୍ଡ୍ ପରେ ଟ୍ରେଣ୍ଡ୍ । ଦିନ ୧ଟା ୧୦ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ କର୍ପୋରେଟର ଓ କାଉନସିଲର ଆସନରେ ବିଜେଡି ଯଥେଷ୍ଟ ଆଗରେ ରହିଥିବାବେଳେ ବିରୋଧୀ ପଛରେ ପଡ଼ିଛନ୍ତି । ଏବେର ଟ୍ରେଣ୍ଡରେ ୧୨୦୬ଟି ଆସନରେ ବିଜେଡି ଆଗୁଆ ରହିଥିବାବେଳେ…