ବଢିଲା ମହଙ୍ଗା ଭତ୍ତା : ଉପକୃତ ହେବେ ରାଜ୍ୟର ୪ଲକ୍ଷ ସରକାରୀ କର୍ମଚାରୀ

କନକ ବ୍ୟୁରୋ : ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢିଲା ମହଙ୍ଗା ଭତ୍ତା । ମହଙ୍ଗା ଭତ୍ତା ୩ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪…

ସ୍ତ୍ରୀର ମାନ୍ୟତା ଦାବି : ଶ୍ୱଶୁର ଘର ଆଗରେ ୪୭ ଦିନ ହେଲା ଦୀପିକାଙ୍କ ଧାରଣା; ଆପୋଷ ସମାଧାନ ପାଇଁ ଡ଼କାଇଲେ ମହିଳା…

କନକ ବ୍ୟୁରୋ : ମହିଳା କମିଶନରେ ହାଜରେ ହେଲେ ବ୍ରହ୍ମପୁରର କେ. ଦୀପିକା । ସ୍ତ୍ରୀର ମାନ୍ୟତା ଦାବିରେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଦେଶୀବେହେରା ସାହିରେ ଶ୍ୱଶୁର ଘର ଆଗରେ ଦୀର୍ଘ ୪୭ ଦିନ ହେଲା ଦୀପିକା ଧାରଣା ଦେଇଥିଲେ । ଆଜି ଆପୋଷ ସମାଧାନ ପାଇଁ ରାଜ୍ୟ ମହିଳା କମିଶନ ତାଙ୍କୁ…

୫୨ ବର୍ଷର ହକି କ୍ୟାପଟେନ୍ : ଜଗତସିଂହପୁର ହକି ଟିମର ନେତୃତ୍ୱ ନେଉଛନ୍ତି ବିଶ୍ୱବିଜୟ ସାହୁ

କନକ ବ୍ୟୁରୋ : କଥାରେ ଅଛି କୌଣସି ସଫଳତା ବା କାମ ପାଇଁ ବୟସ କେବଳ ଏକ ସଂଖ୍ୟା ମାତ୍ର । ଆଉ ଇଚ୍ଛା ଶକ୍ତି ଥିଲେ ଜଣେ ମଣିଷ କିଛି ବି କରିବାକୁ ସକ୍ଷମ । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ବିଶ୍ୱବିଜୟ ସାହୁ । ଯେଉଁ ବୟସରେ ବିଶ୍ୱବିଜୟ ଯୁବ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବା କଥା, ସେହି ବୟସରେ…

ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟାରେ ଘନୀଭୂତ ହେବା ସମ୍ଭାବନା : ୪ ଜିଲ୍ଲାକୁ ଅରେଞ୍ଜ ଓ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ…

କନକ ବ୍ୟୁରୋ : କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି । ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି । ପରେ ଉତ୍ତର-ପଶ୍ଚିମ ଦିଗରେ ଓଡିଶା ଉପକୂଳ ଗତି କରିବା ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।  ଆଜି…

ଏସସିବି ବଡ଼ ମେଡିକାଲ ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ : ତାଳଦଣ୍ଡା କେନାଲ କାର୍ଯ୍ୟ ନେଇ ମଧ୍ୟ କଲେ…

କନକ ବ୍ୟୁରୋ : ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ସକାଳୁ କଟକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏସସିବି ମେଡ଼ିକାଲର ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲର ଉନ୍ନୟନମୂଳକ କାମର ଅନୁଧ୍ୟାନ କରିଛନ୍ତି । ପ୍ରଥମେ ଏସସିବି ବଡ଼ ମେଡ଼ିକାଲ ବୁଲି ବିକାଶମୂଳକ କାମର ତଦାରଖ…

ନକଲି ଔଷଧ କାରବାରର ତନାଘନା : ବିହାର ଓ କର୍ଣ୍ଣାଟକ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଚିଠି ଲେଖିଲା କମିଶନରେଟ୍ ପୋଲିସ

କନକ ବ୍ୟୁରୋ : ନକଲି ଔଷଧ କାରବାରର ତନାଘନା । ଏହି ମାମଲାର ମାଷ୍ଟରମାଇଣ୍ଡ ବିହାର ଗୟାର ବାଲାଜୀ ଡ୍ରଗସ ଓ ବେଙ୍ଗାଲୁରୁ ଶିବାଜୀନଗରର ଶ୍ରୀ ବାଲାଜି ଏଜେନ୍ସିର ବୈଧତା ଯାଞ୍ଚ ପାଇଁ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଚିଠି ଲେଖିଛନ୍ତି କମିଶନରେଟ୍ ପୋଲିସ । ଏହି ଦୁଇଟି ସଂସ୍ଥାର ଡ୍ରଗ୍ସ ଲାଇସେନ୍ସ,…