କଂଗ୍ରେସ ନୂଆ ସଭାପତି ଦୌଡରେ ଅଶୋକ ଗେହଲଟ ଓ ଶଶୀ ଥରୁର : ସୋନିଆଙ୍କୁ ଭେଟିବା ପରେ ଶଶୀଙ୍କ ନାଁକୁ ନେଇ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ : ଅକ୍ଟୋବର ମାସରେ କଂଗ୍ରେସକୁ ମିଳିବ ନୂଆ ସଭାପତି । ଗୋଟିଏ ପଟେ ବିଭିନ୍ନ ରାଜ୍ୟର କଂଗ୍ରେସ କମିଟି ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ସଭାପତି କରିବା ପାଇଁ ସଂକଳ୍ପ ପାରିତ କରୁଛନ୍ତି, ଅନ୍ୟପଟେ ଗାନ୍ଧୀ ପରିବାର ବାହାରେ ଜଣଙ୍କୁ ସଭାପତି କରିବା ପାଇଁ ଲବି ଜୋରଦାର ହେବାରେ ଲାଗିଛି…

ଆହୁରି ଘନୀଭୂତ ହେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ : ୯ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ…

ଆହୁରି ଘନୀଭୂତ ହେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହାର ପ୍ରଭାବରେ ୨ ଦିନ ପ୍ରବଳ ବର୍ଷା ହେବ  । ଆଜି ୯ ଜିଲ୍ଲାରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା…

ଟ୍ରକ ମାଲିକଙ୍କ ବିକ୍ଷୋଭ : ଭଡା ବୃଦ୍ଧି ଦାବିରେ ଦ୍ୱିତୀୟ ଦିନରେ ଆନ୍ଦୋଳନ

କନକ ବ୍ୟୁରୋ : ଭଡ଼ା ବୃଦ୍ଧି ଦାବିରେ ଟ୍ରକ ମାଲିକଙ୍କ ଚକା ଜାମ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି । କୋଇଲା ପରିବହନରେ ଭଡ଼ା ବୃଦ୍ଧି ଦାବି କରି ଟ୍ରକ ମାଲିକଙ୍କ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଝାରସୁଗୁଡ଼ା, ସମ୍ବଲପୁର, ଛତିଶଗଡ଼କୁ ଏମସିଏଲର କୋଇଲା ପରିବହନ ହୋଇଥାଏ । ଏହାର ଭଡ଼ା ଟନ…

ପାର୍ବଣ ଋତୁରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ : ବନ୍ଧୁକ ମୁନରେ ବଟି ଆଦାୟ ଅଭିଯୋଗ; ଯୁବକ ଅଟକ

କନକ ବ୍ୟୁରୋ : ପାର୍ବଣ ଋତୁରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ । ବନ୍ଧୁକ ମୁନରେ କରୁଛନ୍ତି ବଟି ଆଦାୟ । ଦିନ ଦ୍ୱିପ୍ରହରରେ ହାତରେ ଖୁଲମଖୁଲା ଭାବେ ମାଉଜର ଧରି ଖୋର୍ଦ୍ଧାରେ ବୁଲୁଛନ୍ତି ଯୁବକ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଦାଦାବଟି ଓ ଚାନ୍ଦା ଆଦୟ ପାଇଁ ଏହି ଗ୍ୟାଙ୍ଗ ସକ୍ରିୟ ଥିବା…

କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାକୁ ନେଇ ବଢୁଛି ଉତ୍ତେଜନା : ୨୪ ଘଣ୍ଟାରେ ୪ ଶିଶୁ ମୃତ୍ୟୁ କେମିତି ହେଲା ଆରମ୍ଭ ହେଲା…

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ଶିଶୁ ମୃତ୍ୟୁ ଘଟଣାକୁ ନେଇ ବଢିବାରେ ଲାଗିଛି ଉତ୍ତେଜନା । ୨୪ ଘଣ୍ଟାରେ ୪ ଜଣ ଶିଶୁର ମୃତ୍ୟୁ ନେଇ ଆରମ୍ଭ ହୋଇଛି ତନାଘନା । ଶିଶୁ ମୃତ୍ୟୁ ନେଇ ବିଭନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଜିଲ୍ଲା…

ଜାପାନରେ ଟାଇଫୁନ୍ ଆତଙ୍କ : ତଟବର୍ତ୍ତୀ ଅଞ୍ଚଳ ଗୁଡିକରେ ହାଇ ଆଲର୍ଟ ଜାରି

କନକ ବ୍ୟୁରୋ : ଜାପାନରେ ଟାଇଫୁନ୍ ଆତଙ୍କ । ଭୟଙ୍କର ତୋଫାନ୍ ‘ନାମାଡୋଲ’ ପ୍ରଭାବରେ ଜାପାନରେ ପ୍ରଭାବିତ ଜନଜୀବନ । ଟାଇଫୁନ୍ ନାମାଡୋଲ ପ୍ରଭାବରେ ୨୭୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି । ଫଳରେ ତଟବର୍ତୀ ଅଂଚଳ ଗୁଡିକରେ ହାଇଆଲର୍ଟ ଜାରି କରାଯାଇଛି । ପାଖାପାଖି ୪୦ ଲକ୍ଷ…