କାହିଁକି ବଦଳୁନି ୮୨ ବର୍ଷ ତଳର ଓଡ଼ିଶା ପୋଲିସ୍ ମାନୁଆଲ ? ୧୮୬୧ ମସିହା ପୋଲିସ ଆକ୍ଟ ଅନୁସାରେ ଚାଲିଛି କାର୍ଯ୍ୟ

କନକ ବ୍ୟୁରୋ : ସିଙ୍ଗମ, ଦବଙ୍ଗ୍ ଫିଲ୍ମ ଭଳି ପୁଲିସ ବିଭାଗରେ ଆଧୁନିକ ପୁଲିସ ଅଫିସର ଲୋକେ ଆଶା କରୁଥିବା ବେଳେ ଏବେବି ଓଡ଼ିଶା ପୁଲିସରେ ଚାଲିଛି ୮୨ ବର୍ଷ ତଳର କଲୋନିଆଲ ତଥା ଔପନିବେଶବାଦ ନିୟମ । ଦେଶ ସ୍ୱାଧୀନ ପୂର୍ବରୁ ୧୮୬୧ ମସିହାର ପୁଲିସ ଆକ୍ଟ ଅନୁସାରେ ୧୯୪୦ ମସିହାରେ ପ୍ରସ୍ତୁତ…

ପାର୍ବଣକୁ ନେଇ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ : ସାଲିଆ ସାହିରେ ଚଢାଉ, ଭାଙ୍ଗିଲା ଦେଶୀ ମଦ ଭାଟି

କନକ ବ୍ୟୁରୋ : ଆଗକୁ ପାର୍ବଣ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ସେହିଭଳି ନିଶା କାରବାର ରୋକିବାକୁ ପୁଲିସ ପଦକ୍ଷେପ ନେଇଛି । ଭୁବନେଶ୍ୱର ସାଲିଆ ସାହିରେ ବଡ଼ ଧରଣର ଚଢାଉ କରାଯାଇଛି । ମାଦକ ଦ୍ରବ୍ୟ କାରବାର ସୁରାକ ପାଇ ଏହି ଚଢାଉ ହୋଇଛିି ।…

କେନ୍ଦ୍ର କର୍ମଚାରୀଙ୍କୁ ପୂଜା ଭେଟି : ପୁଣି ବଢିବ ମହଙ୍ଗା ଭତ୍ତା !

କନକ ବ୍ୟୁରୋ : ପାର୍ବଣ ଋତୁରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏବେ କେନ୍ଦ୍ର ସରକାର ଖୁବଶୀଘ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ଘୋଷଣା କରିପାରନ୍ତି । ସୂଚନାନୁଯାୟୀ, ନବରାତ୍ର ସୁଦ୍ଧା କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସରକାର ମହଙ୍ଗା ଭତ୍ତା ଘୋଷଣା ହୋଇପାରେ ।…

ଲକ୍ଷ୍ୟ ଫାଉଣ୍ଡେସନ ନିଶା ନିବାରଣ କେନ୍ଦ୍ରରେ ତାଲା : ମାଡ ମରାଯିବା ଭିଡ଼ିଓ ଭାଇରାଲ ହେବା ପରେ ସିଲ୍ କଲା ଇନଫୋ ଭ୍ୟାଲି…

କନକ ବ୍ୟୁରୋ : ନିଶା ନିବାରଣ କେନ୍ଦ୍ରରେ ମାଡ ମରାଯାଉଥିବା ଭିଡ଼ିଓ ଭାଇରାଲ ଘଟଣା । ଯାଆଁଳାରେ ଥିବା ଏହି ଲକ୍ଷ୍ୟ ଫାଉଣ୍ଡେସନ ନିଶା ନିବାରଣ କେନ୍ଦ୍ରକୁ ସିଲ୍ କଲା ଇନଫୋ ଭ୍ୟାଲି ପୁଲିସ । ସେପଟେ ମାଡ ମାରିଥିବା ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି । ଏହା ସହିତ ଥାନାରେ ଅଟକ ଥବା ଦୁଇ…

ଆସିଲା ବିଶ୍ୱର ପ୍ରଥମ ଉଡନ୍ତା ବାଇକ୍ : ଟ୍ରାଫିକ୍ ସମସ୍ୟାରୁ ମିଳିବ ମୁକ୍ତି

କନକ ବ୍ୟୁରୋ : ଆଉ ଦେଖାଯିବନି ଟ୍ରାଫିକ୍ ସମସ୍ୟା । ଏଣିକି ଆକାଶରେ ଉଡି ଉଡି ଯିବ ବାଇକ୍ । କଥାଟି ବିଶ୍ୱାସ ହେଉନଥିଲେ ବି ପୁରା ସତ । ଆମେରିକାର ଏକ ଘରୋଇ କମ୍ପାନୀ ଏଭଳି ବାଇକ୍ ପ୍ରସ୍ତୁତ କରିଛି । ଯେଉଁ ବାଇକ୍ ଆକାଶରେ ଘଣ୍ଟା ପ୍ରତି ୬୨ କିଲୋମିଟର ବେଗରେ ଉଡିପାରିବ । ଗୋଲ ଆକାରରେ…

ମମତାଙ୍କ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା : ଦିଦି କହିଲେ ସିବିଆଇ, ଇଡିର ଚଢାଉ ପଛରେ ନାହିଁ ମୋଦୀଙ୍କ ହାତ

କନକ ବ୍ୟୁରୋ : ବିଭିନ୍ନ ରାଜ୍ୟରେ ଅଣ ବିଜେପି ନେତାଙ୍କ ଘରେ ସିବିଆଇ, ଇଡିର ଚଢାଉ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ଥିବା କଂଗ୍ରେସ ଏବଂ ବିରୋଧୀଦଳମାନେ ଅଭିଯୋଗ କରୁଥିବା ବେଳେ ଭିନ୍ନ ବୟାନ ନେଇଛନ୍ତି ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପରୋକ୍ଷରେ ମୋଦୀଙ୍କୁ…