Advertisment

Rasmita Nayak

ଚନ୍ଦ୍ରଶେଖରପୁରର ବହୁଚର୍ଚ୍ଚିତ ଡବଲ ମର୍ଡର ଘଟଣାର ଆସିଲା ରାୟ , ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଦୌରାଜଜ । ୨୦୨୨ ଏପ୍ରିଲ ମାସରେ ସ୍ତ୍ରୀ ଓ ଶାଳିଙ୍କୁ ନୃଂଶସ ଭାବେ କରିଥିଲା ହତ୍ୟା । post image

ଚନ୍ଦ୍ରଶେଖରପୁରର ବହୁଚର୍ଚ୍ଚିତ ଡବଲ ମର୍ଡର ଘଟଣାର ଆସିଲା ରାୟ , ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଦୌରାଜଜ । ୨୦୨୨ ଏପ୍ରିଲ ମାସରେ ସ୍ତ୍ରୀ ଓ ଶାଳିଙ୍କୁ ନୃଂଶସ ଭାବେ କରିଥିଲା ହତ୍ୟା ।

ଆମେଠୀ ଓ ରାୟବରେଲୀରୁ ପ୍ରାର୍ଥୀ ହେବେ କି ରାହୁଲ ଓ ପ୍ରିୟଙ୍କା? ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ,ଖୁବଶୀଘ୍ର ହୋଇପାରେ ନାଁ ଘୋଷଣା । post image

ଆମେଠୀ ଓ ରାୟବରେଲୀରୁ ପ୍ରାର୍ଥୀ ହେବେ କି ରାହୁଲ ଓ ପ୍ରିୟଙ୍କା? ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ,ଖୁବଶୀଘ୍ର ହୋଇପାରେ ନାଁ ଘୋଷଣା ।

ଶେଷ ପର୍ଯ୍ୟାୟରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା , ବାକି ଥିବା ଆସନରେ କିଏ ହେବେ ପ୍ରାର୍ଥୀ ସେ ନେଇ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଛକାପଞ୍ଝା । post image

ଶେଷ ପର୍ଯ୍ୟାୟରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା , ବାକି ଥିବା ଆସନରେ କିଏ ହେବେ ପ୍ରାର୍ଥୀ ସେ ନେଇ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଛକାପଞ୍ଝା ।

ଆଜି ଆସୁଛନ୍ତି କଂଗ୍ରେସ ଓ ବିଜେପିର ଦୁଇ ହେଭିୱେଟ୍ ନେତା..ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ କାର୍ଯ୍ୟକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର । post image

ଆଜି ଆସୁଛନ୍ତି କଂଗ୍ରେସ ଓ ବିଜେପିର ଦୁଇ ହେଭିୱେଟ୍ ନେତା..ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ କାର୍ଯ୍ୟକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର ।

କଟିଲା କଂଗ୍ରେସ ଆଶାୟୀ ପ୍ରାର୍ଥୀ ମୋହନଙ୍କ ଟିକେଟ । ଟିକେଟ କଟିବା ପରେ ଟଙ୍କା ଫେରାଇବାକୁ ଦାବି କଲେ ମୋହନ ହେମ୍ବ୍ରମ । post image

କଟିଲା କଂଗ୍ରେସ ଆଶାୟୀ ପ୍ରାର୍ଥୀ ମୋହନଙ୍କ ଟିକେଟ । ଟିକେଟ କଟିବା ପରେ ଟଙ୍କା ଫେରାଇବାକୁ ଦାବି କଲେ ମୋହନ ହେମ୍ବ୍ରମ ।

ହ୍ୱାଟସଅପର ଧମକ, ଏନକ୍ରିପସନ ହଟାଇବାକୁ କହିଲେ ଛାଡି ଦେବୁ ଭାରତ , ସେପଟେ ଏନକ୍ରିପସନ ହଟାଇବାକୁ ଚାଲିଛି କୋର୍ଟରେ ମାମଲା । post image

ହ୍ୱାଟସଅପର ଧମକ, ଏନକ୍ରିପସନ ହଟାଇବାକୁ କହିଲେ ଛାଡି ଦେବୁ ଭାରତ , ସେପଟେ ଏନକ୍ରିପସନ ହଟାଇବାକୁ ଚାଲିଛି କୋର୍ଟରେ ମାମଲା ।

ଅସହ୍ୟ ଟ୍ୱିନସିଟି, ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀରେ ୪୪.୬ ଡିଗ୍ରୀ ରେକର୍ଡ । ରେଡ୍ ଆଲର୍ଟ ଜାରି କଲେ ପାଣିପାଗ ବିଭାଗ । post image

ଅସହ୍ୟ ଟ୍ୱିନସିଟି, ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀରେ ୪୪.୬ ଡିଗ୍ରୀ ରେକର୍ଡ । ରେଡ୍ ଆଲର୍ଟ ଜାରି କଲେ ପାଣିପାଗ ବିଭାଗ ।

ବଡଚଣାରେ ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିଶାଳ ରୋଡ ସୋ , କହିଲେ ଲୋକଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି । post image

ବଡଚଣାରେ ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିଶାଳ ରୋଡ ସୋ , କହିଲେ ଲୋକଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି ।

ବଢୁଛି ତାତି, ସାଢେ ୧୧ଟା ସୁଦ୍ଧା ୪୧ ଟପିଲା ତାପମାତ୍ରା ,ଉତ୍ତର-ପଶ୍ଚିମ ଓ ଆଭ୍ୟନ୍ତରିଣ ଓଡ଼ିଶାର କିଛି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ । post image

ବଢୁଛି ତାତି, ସାଢେ ୧୧ଟା ସୁଦ୍ଧା ୪୧ ଟପିଲା ତାପମାତ୍ରା ,ଉତ୍ତର-ପଶ୍ଚିମ ଓ ଆଭ୍ୟନ୍ତରିଣ ଓଡ଼ିଶାର କିଛି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ।

କେନ୍ଦୁଝର କଂଗ୍ରେସରେ ତୁଟୁନି ବିବାଦ, ଟିକେଟ୍ କଟିବା ପରେ ଦଳ ଛାଡିଲେ ମୋହନ ହେମ୍ବ୍ରମ୍ ଓ ତାଙ୍କ ପତ୍ନୀ ,କହିଲେ, ଲଜ୍ଜିତ କରିଛି ଏଆଇସିସିର ନିଷ୍ପତି । post image

କେନ୍ଦୁଝର କଂଗ୍ରେସରେ ତୁଟୁନି ବିବାଦ, ଟିକେଟ୍ କଟିବା ପରେ ଦଳ ଛାଡିଲେ ମୋହନ ହେମ୍ବ୍ରମ୍ ଓ ତାଙ୍କ ପତ୍ନୀ ,କହିଲେ, ଲଜ୍ଜିତ କରିଛି ଏଆଇସିସିର ନିଷ୍ପତି ।

ସବସ୍କ୍ରାଇବ କରନ୍ତୁ