Advertisment

Rasmita Nayak

ଅସହ୍ୟ ଟ୍ୱିନିସିଟି , ଦିନ ୧୧ଟା ୩୦ ସୁଦ୍ଧା ରାଜଧାନୀରେ ୪୪,୬ଡିଗ୍ରୀ ରେକର୍ଡ .ରେଡ୍ ଆଲର୍ଟ ଜାରି କଲେ ପାଣିପାଗ ବିଭାଗ । post image

ଅସହ୍ୟ ଟ୍ୱିନିସିଟି , ଦିନ ୧୧ଟା ୩୦ ସୁଦ୍ଧା ରାଜଧାନୀରେ ୪୪,୬ଡିଗ୍ରୀ ରେକର୍ଡ .ରେଡ୍ ଆଲର୍ଟ ଜାରି କଲେ ପାଣିପାଗ ବିଭାଗ ।

ଲାଇକେରା ଠାରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ମହିଳା ସମାବେଶ । ଟାର୍ଗେଟରେ ବିରୋଧୀ ,କହିଲେ ବିରୋଧୀ ନେତାମାନେ ହେଉଛନ୍ତି ସିଜନାଲ୍ ପକ୍ଷୀ । post image

ଲାଇକେରା ଠାରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ମହିଳା ସମାବେଶ । ଟାର୍ଗେଟରେ ବିରୋଧୀ ,କହିଲେ ବିରୋଧୀ ନେତାମାନେ ହେଉଛନ୍ତି ସିଜନାଲ୍ ପକ୍ଷୀ ।

ଆହୁରି ୪ଦିନ ବଢିବ ତାତି,ସକାଳ ସାଢ଼େ ୮ଟା ସୁଦ୍ଧା ୧୩ ସହରର ତାପମାତ୍ରା ୩୩ ଡିଗ୍ରୀ ପାର। ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ୧୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି post image

ଆହୁରି ୪ଦିନ ବଢିବ ତାତି,ସକାଳ ସାଢ଼େ ୮ଟା ସୁଦ୍ଧା ୧୩ ସହରର ତାପମାତ୍ରା ୩୩ ଡିଗ୍ରୀ ପାର। ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ୧୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

ପୁରୀ ରେଳ ଷ୍ଟେସନରେ ଛାତ ଭୁଶୁଡ଼ି ୩ ଆହତ। ଶ୍ରମିକ ଫସି ରହିଥିବା ଆଶଙ୍କା. ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି । post image

ପୁରୀ ରେଳ ଷ୍ଟେସନରେ ଛାତ ଭୁଶୁଡ଼ି ୩ ଆହତ। ଶ୍ରମିକ ଫସି ରହିଥିବା ଆଶଙ୍କା. ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ।

ଚର୍ଚ୍ଚାରେ ବ୍ରହ୍ମପୁରର ବିଜେଡି ବିଧାୟକ ପ୍ରାର୍ଥୀ, କହିଲେ ରାଜନୀତିରୁ ସମୟ ପାଇଲେ ରୋଗୀ ସେବା କରେ । post image

ଚର୍ଚ୍ଚାରେ ବ୍ରହ୍ମପୁରର ବିଜେଡି ବିଧାୟକ ପ୍ରାର୍ଥୀ, କହିଲେ ରାଜନୀତିରୁ ସମୟ ପାଇଲେ ରୋଗୀ ସେବା କରେ ।

ବୟସର ଅପରାହ୍ନରେ ବି ସଂର୍ଘଷ ଜାରି .ଭଙ୍ଗା ଘରେ ବିତୁଛି ଜୀବନ । ଚଳିତ ନିର୍ବାଚନରେ ଭୋଟ ନଦେବାକୁ ନେଲେ ନିଷ୍ପତ୍ତି । post image

ବୟସର ଅପରାହ୍ନରେ ବି ସଂର୍ଘଷ ଜାରି .ଭଙ୍ଗା ଘରେ ବିତୁଛି ଜୀବନ । ଚଳିତ ନିର୍ବାଚନରେ ଭୋଟ ନଦେବାକୁ ନେଲେ ନିଷ୍ପତ୍ତି ।

ଗଞ୍ଜାମ- ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଦୁର୍ଘଟଣା । ଓଲଟିଲା ନଳକୂପ ଖନନ ଗାଡି,୧୨ ଆହତ,୫ ଜଣଙ୍କ ଅବସ୍ଥା ଗୁରୁତର । post image

ଗଞ୍ଜାମ- ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଦୁର୍ଘଟଣା । ଓଲଟିଲା ନଳକୂପ ଖନନ ଗାଡି,୧୨ ଆହତ,୫ ଜଣଙ୍କ ଅବସ୍ଥା ଗୁରୁତର ।

ଲକ୍ଷ୍ନୌ ସୁପରଜିଂଆଣ୍ଟ  ୭ ୱିକେଟରେ ପରାସ୍ତ , ଆଇପିଏଲ ୨୦୨୪ ପ୍ଲେ ଅଫ ପ୍ରବେଶ ଦ୍ୱାରରେ ରାଜସ୍ଥାନ ରୟାଲ୍ସ post image

ଲକ୍ଷ୍ନୌ ସୁପରଜିଂଆଣ୍ଟ ୭ ୱିକେଟରେ ପରାସ୍ତ , ଆଇପିଏଲ ୨୦୨୪ ପ୍ଲେ ଅଫ ପ୍ରବେଶ ଦ୍ୱାରରେ ରାଜସ୍ଥାନ ରୟାଲ୍ସ

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ,ସମାଧିପୀଠ କଟକ ଗୋରାକବରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ସମ୍ବାଦ ଓ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ । post image

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ,ସମାଧିପୀଠ କଟକ ଗୋରାକବରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ସମ୍ବାଦ ଓ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ।

ଅସହ୍ୟ ହେଲାଣି ତାତି । ଦୁଇ ଦିନରେ ପାରଦ ୪୬ ଡିଗ୍ରୀ ଛୁଇଁବା ସମ୍ଭାବନା । ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ଟ୍ୱିନସିଟି ସମେତ ୧୩ଟି ସହର ପାଇଁ ରେଡ୍ ୱାର୍ଣ୍ଣିଂ ଜାରି । post image

ଅସହ୍ୟ ହେଲାଣି ତାତି । ଦୁଇ ଦିନରେ ପାରଦ ୪୬ ଡିଗ୍ରୀ ଛୁଇଁବା ସମ୍ଭାବନା । ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ଟ୍ୱିନସିଟି ସମେତ ୧୩ଟି ସହର ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ।

ସବସ୍କ୍ରାଇବ କରନ୍ତୁ