ବର୍ଷା ପାଣିରେ ଉବୁଟୁବୁ ହେଲା ରାଜଧାନୀ ରାସ୍ତା: ବର୍ଷା ଉପରେ ରୁଷିଲେ, ବିରକ୍ତ ହେଲେ ରାଜଧାନୀବାସୀ…

କନକ ବ୍ୟୁରୋ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ମାଟି ଛୁଇଁଲା ମୌସୁମୀ । ମୌସୁମୀର ପ୍ରଥମ ସ୍ପର୍ଶ ପାଇ ପୁଲକିତ ହେଲା ଓଡ଼ିଶା । ସପ୍ତାହେ ବିଳମ୍ବରେ ପହଁଚି ଥିଲେ ମଧ୍ୟ ମାଟିକୁ ଛୁଇଁବା ମାତ୍ରେ ସାରା ଓଡିଶାକୁ ଓଦା କରିଛି ମୌସୁମୀ ବର୍ଷା । ଡହଡହ ଖରା ପରେ ବର୍ଷାର ପହିଲି ପୁଲକ ପାଇ ମହକି ଯାଇଛି…

ଆଇଏଏସ ଏବଂ ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ: ବଦଳିରେ କିଛି ଜିଲ୍ଲାର ଜିଲ୍ଲାପାଳ…

କନକ ବ୍ୟୁରୋ: ଆଇଏଏସ ଏବଂ ଓଏଏସ ସ୍ତରରେ ଅଦଳବଦଳ । ଉଭୟ କ୍ଷେତ୍ରରେ ବଡ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ୧୧ ଆଇଏଏସ ଏବଂ ୧୦ ଓଏଏସଙ୍କ ଅଦଳବଦଳ କଲେ ରାଜ୍ୟ ସରକାର । ଅର୍ଚ୍ଚନା ପଚ୍ଚନାୟକ ହେଲେ ଉଠା ଜଳସେଚନ ନିଗମର ନିର୍ଦ୍ଦେଶକ । ନିରଞ୍ଜନ ସାହୁ ହେଲେ ଉଚ୍ଚ ଶିକ୍ଷା ବିଭାଗର…

ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ନାହିଁ ପ୍ରସନ୍ନଙ୍କ ନାଁ: ନିର୍ବାଚନ ପୂର୍ବରୁ ପଠାଇବେ କହିଥିଲେ, ନିର୍ବାଚନ ପରେ ପୂରା…

କନକ ବ୍ୟୁରୋ: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୩ ଜଣଙ୍କ ନାମରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ବିଜେଡି ଆଇଟି ସେଲ ଅଧ୍ୟକ୍ଷ ଅମର ପଟ୍ଟନାୟକ ଓ ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରିଛନ୍ତି…

ପୁଣି ପୁଅଙ୍କୁ ପଛରେ ପକାଇ ଆଗରେ ରହିଲେ ଝିଅ: କଳା, ବାଣିଜ୍ୟ ଓ ଧନ୍ଦାମୂଳକରେ ଝିଅଙ୍କ ପାସ୍ ହାର ଅଧିକ

କନକ ବ୍ୟୁରୋ: ପ୍ରକାଶ ପାଇଲା +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ । ଚଳିତ ବର୍ଷ କଳାରେ ୬୫. ୮୯ ପ୍ରତିଶତ, ବାଣିଜ୍ୟରେ ୭୦. ୨୬ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ୫୨.୬୨ ପ୍ରତିଶତ ପିଲା ପାସ କରିଛନ୍ତି । ତେବେ ଗତ ବର୍ଷ ଅପେକ୍ଷା ଏବର୍ଷ ପାସ୍ ହାର କମିିଥିବା ବେଳେ ଏଥର…

ଗତବର୍ଷ ଅପେକ୍ଷା ଏବର୍ଷ କମିଗଲା ପାସ୍ ହାର: କେବେ ହେବ ଶତ ପ୍ରତିଶତ ରେଜଲ୍ଟ ? ଜାଣନ୍ତୁ କଣ ପାଇଁ କମୁଛି ପାସ୍ ହାର

କନକ ବ୍ୟୁରୋ: ପ୍ରକାଶ ପାଇଲା +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ । ପୁସ୍ତିକା ଉନ୍ମୋଚନ କରି ରେଜଲ୍ଟ ପ୍ରକାଶ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ବର୍ଷ କଳାରେ ୬୫. ୮୯ ପ୍ରତିଶତ ପାସ୍ ହାର ଥିବା ବେଳେ ବାଣିଜ୍ୟରେ ୭୦. ୨୬ ପ୍ରତିଶତ ପିଲା ପାସ କରିଛନ୍ତି ।…

ଏଥର ଆସିବ ବଡ ବଜେଟ: କାଳିଆ, ମିଶନ ଶକ୍ତିକୁ ଅଧିକ ଫୋକସ ! ନିର୍ବାଚନ ଜିତାଇ ଥିବାରୁ ସିଂହଭାଗ ନେବେ ଚାଷୀ ଓ ମହିଳା

କନକ ବ୍ୟୁରୋ: ଉପସ୍ଥାପିତ ହେବ ନୂଆ ସରକାରର ନୂଆ ବଜେଟ । ଆସନ୍ତା ୨୮ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ବଜେଟ । ତେଣୁ ଏଥିପାଇଁ ଆଗତ ହୋଇଛି ବଜେଟ ଚିଠା ପ୍ରସ୍ତାବ । ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ଚିଠା ପ୍ରସ୍ତାବ ଆଗତ ହୋଇଛି । ଏଥର ବଜେଟର ପରିମାଣକୁ ବୃଦ୍ଧି କରାଯାଇଛି । ବଜେଟର…