ସ୍ୱାଧୀନତା ଦିବସ ପାଇଁ ଚାରିଆଡେ ପ୍ରସ୍ତୁତି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅଭ୍ୟାସରେ ସାମିଲ ହେଲେ ପୋଲିସ ଡିଜି

କନକ ବ୍ୟୁରୋ: ଦିନକ ପରେ ଦେଶ ପାଳିବ ୭୭ ତମ ସ୍ୱାଧୀନତା ଦିବସ । ଭୁବନେଶ୍ୱର ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରଦାରରେ ପ୍ରସ୍ତୁତି କରାଯାଇଛି । ହାତରେ ଆଉ ଗୋଟିଏ ଦିନ ସମୟ ଥିବାରୁ ଆଜି ଫୁଲ୍ଡ୍ରେସ୍ ରିହରସାଲ କରାଯାଇଛି । ଆଜି…

ଚାକିରି ନାଁରେ ଠକିନେଲେ ଦେଢ କୋଟି । ବଡ଼ ରାକେଟର ପର୍ଦ୍ଦାଫାଶ କଲା ଭୁବନେଶ୍ୱର ସାଇବର ଥାନା , ଅନଲାଇନରେ ଇଣ୍ଟରଭ୍ୟୁ…

କନକ ବ୍ୟୁରୋ: ଅନଲାଇନରେ ନିଯୁକ୍ତି ୱେବସାଇଟ୍ ଖୋଲି ଚାକିରି ଆଶାୟୀଙ୍କୁ ଠକୁଥିବା ଏକ ବଡ଼ ଧରଣର ର୍ୟାକେଟର ପର୍ଦ୍ଦାଫାସ୍ । ର୍ୟାକେଟ୍ର ୩ ଜଣଙ୍କୁ ଗିରଫ କରିଛି ଭୁବନେଶ୍ୱର ସାଇବର ଓ ଅର୍ଥନୈତିକ ଅପରାଧ ଥାନା । ନାମୀଦାମୀ କମ୍ପାନୀରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ଯୁବକଯୁବତୀଙ୍କଠାରୁ ଦେଢ…

ପୁଲୱାମାରେ ସହିଦ ହୋଇଯାଇଥିଲେ ପୁଅ । ବଞ୍ଚିବା ପାଇଁ ବାପା-ମାଆ ତିଆରି କରୁଛନ୍ତି ଝାଡୁ ଓ ଝୁଡ଼ି ।

କନକ ବ୍ୟୁରୋ: ପୁଅ ମାଟି ମା’ ପାଇଁ ପ୍ରାଣବଳି ଦେଇଛି । ବାପା-ମାଆଙ୍କୁ ବି ବୀରପୁଅର ବାପା-ମାଆ ବୋଲି ନୂଆ ପରିଚୟ ମିଳିଛି । କୋହଭରା କଣ୍ଠ ଆଉ ଓଦା ହୋଇଥିବା ପଣତରେ ସହିଦ ପୁଅର ଫଟୋକୁ ପୋଛି ଦେଇ, ଲୁହକୁ ଛାତିରେ ଚାପିଦେଉଛନ୍ତି ଚଳନ୍ତି ପ୍ରତିମା । ସୁନ୍ଦର ସଂସାର ସ୍ୱପ୍ନ ଦେଖିଥିବା ପୁଅ…

ଜେଲ ଭିତରେ ଅନ୍ତେବାସୀ ସୋ’ରୁମ୍ । ଅପରାଧ ହାତରୁ ଆକର୍ଷଣୀୟ ଜିନିଷ । 

କନକ ବ୍ୟୁରୋ: ଏହି ଅନ୍ତେବାସୀ ସୋ’ରୁମରୁ ଆପଣଙ୍କୁ ମିଳିବ ଭଳିକି ଭଳି ଘରକରଣା ଜିନିଷ । ସମ୍ପୂର୍ଣ୍ଣ ଦେଶୀ ସାମଗ୍ରୀରେ ତିଆରି ବେଡସିଟ୍, ପା’ପୋଛ, ଗାମୁଛା, ରୁମାଲ, ସୋଫାସେଟ୍ ଆଦି ସବୁିକିଛି ଜେଲ ଭିତରର ସୋ’ରୁମରୁ କିଣିପାରିବେ ଆପଣ । କାରଣ ଯେଉଁ ହାତରେ ପଡ଼ିଛି ହାତକଡ଼ି ସେ ହାତ ଆଜି…

ଶିକ୍ଷକଙ୍କ ବଦଳି ପ୍ରତିବାଦ: ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ । 

କନକ ବ୍ୟୁରୋ: ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ ଗେଟ୍ରେ ତାଲା ପକାଇ ଧାରଣାରେ ଅଭିଭାବକ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବଡ଼ଆଙ୍କୋ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୧୩ ଜଣ…

ସ୍ୱାର୍ଥପର ଦୁନିଆରେ ସର୍ତ୍ତ ନରଖୁଥିବା ମଣିଷଟିଏ । ଲୁହ ପୋଛିଦେଇ, କାନ୍ଧରେ ହାତ ରଖି ସାହସ ଦେଉଥିବା ଦମ୍ଭ ସିଏ,…

କନକ ବ୍ୟୁରୋ: ବନ୍ଧୁତ୍ୱ ଏମିତି ଏକ ସମ୍ପର୍କ... ଯେଉଁଥିରେ ନା ଥାଏ କିଛି ସର୍ତ୍ତ ନା ଥାଏ କିଛି ନିୟମକାନୁନ୍ ନା ଶିଖିବାକୁ ଦରକାର କୌଣସି ଶିକ୍ଷାନୁଷ୍ଠାନ । ରକ୍ତଠୁ ଗଭୀର ଯଦି କୌଣସି ସମ୍ପର୍କ ଥାଏ ସେ ହେଉଛି ବନ୍ଧୁତ୍ୱ । ଚୁଟି ଟଣାଠୁ ଚିମୁଟା ଚିମୁଟି, ଠେଲାପେଲାଠୁ ଠୋ, ଠା ଚାପୁଡ଼ା…