ସଲାମ୍ ଶକ୍ତିମାନ୍

ବିଧାୟକଙ୍କ ମାଡରେ ଆହତ ହୋଇଥିବା ଉତରାଖଣ୍ଡ ପୁଲିସ ଘୋଡା ଶକ୍ତିମାନର ମୃତ୍ୟୁ ହୋଇଛି । ୨୦୦୬ ମସିହା ମାର୍ଚ୍ଚ ୧୮ ତାରିଖରେ ଶକ୍ତିମାନକୁ ପୁଲିସରେ ସାମିଲ କରାଯାଇଥିଲା । ସେତେବେଳେ ଶକ୍ତିମାନକୁ ୯୫ହଜାର ଟଙ୍କାରେ କିଣା ଯାଇଥିଲା । ପରବର୍ତୀ ସମୟରେ ଶକ୍ତିମାନ ଉପରେ ବ୍ୟାପକ ଭାବେ ନିର୍ଭରଶୀଳ…

ସେକ୍ସ ମାଫିଆ ସୁନୀଲ ମେହେରଙ୍କ ନୂଆ ଫର୍ମୁଲା : ରାଜଧାନୀରେ ଭଡାରେ ଯୋଗାଉଛି ଗାର୍ଲଫ୍ରେଣ୍ଡ

ଭୁବନେଶ୍ୱର:ଦେହ ବଜାରରେ ନୂଆ ସ୍କିମ୍ ପେଡ୍ ଗର୍ଲଫ୍ରେଣ୍ଡ । ମାନେ ରାଜଧାନୀରେ ଭଡାରେ ମିଳୁଛି ଗର୍ଲଫ୍ରେଣ୍ଡ । ସେକ୍ସ ରାକେଟର କିଙ୍ଗପିନ୍ ସୁନିଲ ମେହେରର ଗିରଫଦାରୀ ପରେ, ପଚରାଉଚରା ବେଳେ ଏଭଳି ସ୍କିମ ବିଷୟରେ ଜାଣିବାକୁ ପାଇଛି କମିସନରେଟ ପୁଲିସ । ସେକ୍ସ ର୍ୟାକେଟର କିଙ୍ଗପିନ ସୁନିଲ ଗତ…

ସ୍ୱାମୀ ହେଲା ସଇତାନ୍

ସ୍ୱାମୀ ହେଲା ସଇତାନ୍ । ସ୍ତ୍ରୀକୁ ହତ୍ୟାକରି କଟା ହାତ ନେଇ ଫେରାର ହୋଇଯାଇଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ସଦର ଅନ୍ତର୍ଗତ ଅରଡ ଗାଁରେ । ଯେଉଁଠି ଏକ ଘରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତହେଦ ଉଦ୍ଧାର କରିଛି ପୁଲିସ । ମହିଳାଙ୍କ ହାତ ଦୁଇଟି କଟା ଯାଇଥିବା ବେଳେ ତାଙ୍କ ଦେହର…

୫ ଦିନିଆ ରିମାଣ୍ଡରେ ଯାଇପାରେ ସେକ୍ସ କିଙ୍ଗପିନ୍ ସୁନୀଲ ମେହେର

ଭୁବନେଶ୍ୱର: ସୁନିଲ ମେହରକୁ ଅଧିକ ଜେରା ପାଇଁ ରିମାଣ୍ଡରେ ନେବ କମିଶନରେଟ୍ ପୁଲିସ । ଏନେଇ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ୫ ଦିନିଆ ରିମାଣ୍ଡର ଆବେଦନ କରିବ କମିଶନରେଟ୍ ପୁଲିସ । ଗତକାଲି ସେକ୍ସ ଜଗତର ବେତାଜ ବାଦସାହା ସୁନିଲ ମେହରକୁ କୋଲକାତା ଏୟାରପୋର୍ଟରୁ ଗିରଫ କରାଯାଇଥିଲା । ପୁଲିସ…

ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳାଙ୍କୁ ଆକ୍ରମଣ

ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳାଙ୍କୁ ଆକ୍ରମଣ । ତାହା ପୁଣି ଉପଜିଲ୍ଲାପାଳ ଉପସ୍ଥିତିରେ । ଏମିତି ଅଭିଯୋଗ ଆଣିଛନ୍ତି କେନ୍ଦ୍ରପଡା ଜିଲ୍ଲାର ଜଣେ  ସ୍ୱେଚ୍ଛାସେବୀ । ଅଭିଯୋଗ ଅନୁସାରେ ଅସାଧୁ ସରକାରୀ କର୍ମଚାରୀଙ୍କୁ ଭିଜିଲାନ୍ସ ହାତରେ ଧରାଇବାରେ ସହଯୋଗ କରୁଥିବାରୁ ତାଙ୍କୁ ଆକ୍ରମଣ…

ମାଓନେତ୍ରୀ ଝାନସୀଙ୍କ ଆତ୍ମସମର୍ପଣ: ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କ ଅପହରଣରେ ଥିଲେ ସଂପୃକ୍ତ

ବିଶାଖାପଟଣା ଏସପିଙ୍କ ନିଟକରେ ଆତ୍ମସମର୍ପଣ କରିଛନ୍ତି ୩ ହାର୍ଡକୋର ମାଓବାଦୀ । ଏମାନଙ୍କ ମଧ୍ୟରେ ଅଛନ୍ତି ମହିଳା ମାଓନେତ୍ରୀ  କୋରା ଘାସୀ ଓରଫ ଝାନସୀ । ଝାନସୀ କୋରୁକୋଣ୍ଡା ଦଳରେ ୨୦୦୭ ମସିହାରୁ ସକ୍ରିୟ ରହି ବହୁ ହିଂସାକାଣ୍ଡ ଘଟାଇଥିବା ଜଣାପଡିଛି । ବିଶେଷ କରି ୨୦୧୧ ମାଲକାନଗିରିର…