ଗମ୍ଭୀର ସ୍ତରରେ ପହଂଚିଲା ବାୟୁ ପ୍ରଦୂଷଣ ସମସ୍ୟା : ସରକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବେ ନାଗରିକ

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଏହି ସମୟରେ ଗମ୍ଭୀର ବାୟୁ ପ୍ରଦୂଷଣର ସମସ୍ୟା ସହିତ ଲଢ଼େଇ କରୁଛି । ଏବର୍ଷ ଜୁନରେ ସହରର ଖରାପ ଏୟାର କ୍ୱାଲିଟିର ସ୍ତର ଅନେକ ଥର ଦିଲ୍ଲୀ ଓ ବେଜିଂଙ୍ଗ ଭଳି ସହର ଠାରୁ ବଢ଼ି ଯାଇଛି । ଏବେ ପରିବେଶବିତ୍ ଓ କାର୍ଯ୍ୟର୍ତ୍ତାମାନେ ଲୋକଙ୍କ ସହ ମିଶି ସରକାରଙ୍କ…

ଓଡିଶା ଛୁଇଁବ ମୌସୁମୀ : କଳାହାଣ୍ଡି ଜୁନାଗଡ ମଣ୍ଡିରେ ଖୋଲା ଆକାଶ ତଳେ ପଡିଛି ହଜାର ହଜାର କ୍ୱିଂଟାଲ ଧାନ, ବିକ୍ରି…

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅଂଚଳରେ କମ ଟାର୍ଗେଟ  ଯୋଗୁଁ ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ ପଡି ରହିଛି । ଏପରିକି ମୌସୁମୀ ବର୍ଷା ହେଲେ ଚାଷୀଙ୍କ ସମସ୍ୟା ବଢିଯିବା ଆଶଙ୍କା ଥିବାରୁ ଏବେ ଚାଷୀ ଚିନ୍ତାରେ ରହିଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅଂଚଳର…

ବନ୍ଧା ହେଲେ ୪ ନକଲି ସାମ୍ବାଦିକ : ବୁମ୍ କ୍ୟାମେରା ଦେଖାଇ ଲୋକଙ୍କ ଠାରୁ ବଟି ଆଦାୟ କରୁଥିବା ଅଭିଯୋଗ

କନକ ବ୍ୟୁରୋ : ବନ୍ଧା ହେଲେ ନକଲି ସାମ୍ବାଦିକ । ସାମ୍ବାଦିକ ପରିଚୟ ଦେଇ ବଟି ଆଦାୟ କରୁଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବରଗଡ ଟାଉନ ଥାନା ପୁଲିସ । ଏହାସହ ସେମାନଙ୍କ ପାଖରୁ ବୁମ୍, କ୍ୟାମେରା, ପରିଚୟ ପତ୍ର, ମୋବାଇଲ ସହ ନଗଦ ଟଙ୍କା ଜବତ ହୋଇଛି । ବରଗଡ ଅଂଚଳରେ ନିଜକୁ ସାମ୍ବାଦିକ…

ଜାପାନୀ ଜ୍ୱରରେ ମୃତ୍ୟୁ ସଂଖ୍ୟା ୧୧୩ ଛୁଇଁଲା : ବିହାରରେ ଶିଶୁ ମୃତ୍ୟୁ ଘଟଣାକୁ ନେଇ ମେଡିକାଲ କର୍ତୃପକ୍ଷଙ୍କୁ ଘେରିଲେ…

କନକ ବ୍ୟୁରୋ : ବିହାରରେ ବେକାବୁ ଜାପାନୀ ଜ୍ୱର । ମୃତ୍ୟୁସଂଖ୍ୟା ୧୧୩ରେ ପହଂଚିଲାଣି । ଗତକାଲିରୁ ଆଜି ସକାଳ ଭିତରେ ୭୫ ଜଣ ନୂଆ ଆକ୍ରାନ୍ତ ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି । ୪ଶହରୁ ଅଧିକ ଶିଶୁଙ୍କ ଚିକିତ୍ସା ଜାରି ରହିଛି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ହେଲେ କାହିଁକି…

ବ୍ରହ୍ମପୁର କୁଲଟା ହତ୍ୟାକାଣ୍ଡ ମାମଲାରେ ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡ : ୨୦୦୭ରେ କୁଲଟାରେ ହୋଇଥିଲା ହତ୍ୟାକାଣ୍ଡ

କନକ ବ୍ୟୁରୋ : ବ୍ରହ୍ମପୁର କୁଲଟା ହତ୍ୟାକାଣ୍ଡ ମାମଲାରେ ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡ । ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଜଜ ଏହି ଦଣ୍ଡାଦେଶ ଦେଇଛନ୍ତି । ହତ୍ୟାକାଣ୍ଡ ଘଟଣାରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି । ୨୦୦୭ରେ କୁଲଟାରେ ହତ୍ୟାକାଣ୍ଡ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ…

ସହିଦ ପରିବାରକୁ ୨୫ ଲକ୍ଷ : ପୁଲୱାମାରେ ସହିଦ ଓଡିଆ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଅନୁକମ୍ପା ମୂଳକ ସହାୟତା ଘୋଷଣା କଲେ…

କନକ ବ୍ୟୁରୋ : ପୁଲୱାମାରେ ସହିଦ ଓଡିଆ ଯବାନ ଅଜିତ ସାହୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହିଦ ଅଜିତଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯିବ ସହାୟତା ରାଶି । ଜୁନ ୧୭ରେ ପୁଲୱାମା ଏନକାଉଣ୍ଟରରେ…