ଚୋରିରେ ଓଡିଶା ଏକ ନମ୍ବର। ଏନସିଆରବି ରିପୋର୍ଟରେ ଭୟଙ୍କର ତଥ୍ୟ। 

କନକ ବ୍ୟୁରୋ: ସାରା ଭାରତରେ ସବୁଠୁ ଅଧିକ ଚୋରି ହେଉଛି ଓଡିଶାରେ । ୨୦୨୧ ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜୁରାଟ, ହରିୟାଣା, ମଧ୍ୟପ୍ରଦେଶ ଭଳି ଜନବହୁଳ ରାଜ୍ୟକୁ ମଧ୍ୟ ଓଡିଶା ଚୋରି ସଂଖ୍ୟାରେ ଟପି ଯାଇଛି ।…

ରାଜଧାନୀରେ ରହସ୍ୟମୟ ହତ୍ୟାକାଣ୍ଡ! ଘରେ ଏକାକୀ ଥିବା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

କନକ ବ୍ୟୁରୋ: ଭୁନେଶ୍ୱର ଶାସ୍ତ୍ରୀନଗର ଅଞ୍ଚଳରେ ରହୁଥିବା ଅନନ୍ତ ନାରାୟଣ ନାଥ ଓ ତାଙ୍କ ସ୍ତ୍ରୀ ଶୁଭଶ୍ରୀ ମହାପାତ୍ର । ଘରେ ଏକାକୀଥିବା ଶୁଭଶ୍ରୀ ମହାପାତ୍ରଙ୍କୁ କେହି ତଣ୍ଟି ଚିପି ହତ୍ୟା କରିଥିବା ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ଘରେ କେହିନଥିଲେ, ପୁଅ…

ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା। ଦିନକ ପୂର୍ବରୁ ପରମ୍ପରା ଅନୁଯାୟୀ ସମଲେଇ ମନ୍ଦିରର ପାଶ୍ୱର୍…

କନକ ବ୍ୟୁରୋ: ପଶ୍ଚିମଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ସମଲେଶ୍ୱରୀ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମସ୍ତ ପୂଜକ ଏକାଠି ହୋଇ ୧୧୫ ଜଣ ପାଶ୍ୱର୍ ଦେବାଦେବୀଙ୍କୁ ପରମ୍ପରା ଅନୁଯାୟୀ ସିନ୍ଦୁର ଲଗାଇଛନ୍ତି । ସିନ୍ଦୁର ଲଗାଇବା ପୂର୍ବରୁ ମା’ଙ୍କୁ କ୍ଷୀରରେ ଗାଧୁଆଯାଇଥିଲା । ମା…

ଫାଇନ୍ ଦେଇ କଲେ ଗଣେଶ ପୂଜା। ବଡ଼ ମୂର୍ତ୍ତି କରିଥିବାରୁ ଗଣିଲେ ତଣ୍ଡ। 

କନକ ବ୍ୟୁରୋ: ଭୁବନେଶ୍ୱର ବଡଗଡ, ନୟାପଲ୍ଲୀ ଓ ସହିଦନଗର । ସବୁ ପୂଜା ମଣ୍ଡପରେ ଗଣେଶଙ୍କ ମୂର୍ତ୍ତିର ଉଚ୍ଚତା ୪୫ ଫୁଟ୍ରୁ ଅଧିକ । ହେଲେ ରାଜ୍ୟ ସରକାରଙ୍କ ଦି ଓଡିଶା ପ୍ରିଭେନ୍ସନାଲ ଆଣ୍ଡ କଣ୍ଟ୍ରୋଲ ଅଫ୍ ୱାଟର ପଲ୍ୟୁସନ୍ ରୁଲ୍ସ- ୨୦୨୧ ଅନୁସାରେ ମୂର୍ତିଗୁଡିକର ଉଚ୍ଚତା ସର୍ବାଧିକ ୨୦ ଫୁଟ୍…

ବର୍ଷା ଲେଖିବେ ବହି, ‘ଅନ୍ତଃସ୍ୱର’ରେ କହିବ ଅକୁହା କଥା

କନକ ବ୍ୟୁରୋ: ଜୀବନରେ ଏମିତି କିଛି ଘଟଣା ଘଟେ, ଯାହା କହିବା କଷ୍ଟକର ହୋଇଥାଏ । ହେଲେ ମନ ଭିତରେ ଅକୁହା କଥା ସେମିତି ରହିଯାଏ । କାହାକୁ କହି ନପାରିଲେ ବି ସେମିତି ଅଭୁଲା ହୋଇ ରହିଥାଏ । ସବୁବେଳେ ଭିତରେ ଭିତରେ ଘାଣ୍ଟିଥାଏ । ଠିକ୍ ସେମିିତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀଙ୍କ ଜୀବନରେ…