ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ପ୍ରଥମ ଦିନରୁ ହିଁ ବିରୋଧୀ କଲେ ହଙ୍ଗାମା।

କନକ ବ୍ୟୁରୋ: ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଅଧିବେଶନର ପ୍ରଥମ ଦିନରୁ ହିଁ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଜିଏସିଟି ଓ ମୁଦ୍ରାସ୍ପିତି ବୃୃଦ୍ଧିକୁ ବିରୋଧ କରି କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ରାଜ୍ୟସଭା ଓ ଲୋକସଭାରେ ହଟ୍ଟଗୋଳ କରି ଗୃହକାର୍ଯରେ ବାଧା ସୃଷ୍ଟି…

ବେଆଇନ ଟଙ୍କା ବନ୍ଦ ପାଇଁ ସରକାରର ବଡ ପଦକ୍ଷେପ। ସିବିଡିଟିଦ୍ୱାରା ନିର୍ମିତ ନୂଆ ନିୟମାବଳୀ।

କନକ ବ୍ୟୁରୋ: ବେଆଇନ ତଥା ଅଗଣିତ ନଗଦ ଟଙ୍କା କାରବାରକୁ ବନ୍ଦ କରିବାକୁୁ ସରକାର ବଡ ପଦକ୍ଷେପ ନେଇଛନ୍ତି । କେନ୍ଦ୍ରୀୟ ବୋର୍ଡ ଅଫ ଡାଇରେକ୍ଟର ଟ୍ୟାକ୍ସ ବା ସିବିଡିଟିଦ୍ୱାରା ନିର୍ମିତ ନୂଆ ନିୟମାବଳୀ ଅନୁଯାୟୀ ବର୍ଷକୁ ୨୦ଲକ୍ଷରୁ ଅଧିକ ଟଙ୍କା ଜମା କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଏଣିକି…

ପଡିଲା ଭୋଟ, ସରିଲା ରାଷ୍ଟ୍ରପତି ନିର୍ବାଚନ। ମଇଦାନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ବିରୋଧୀମେଣ୍ଟ…

କନକ ବ୍ୟୁରୋ: ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ । ସଂସଦରେ ପ୍ରଧାନମନ୍ତ୍ରୀଙ୍କ ସହ ସାଂସଦ ଓ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକମାନେ ଭୋଟ ଦେଇଛନ୍ତି । ଦିନ ୧୦ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକିୟା ଅପରାହ୍ନ ୫ଟା ଯାଏଁ ଚାଲିଥିଲା । ଦେଶର ସର୍ବୋଚ୍ଚ…

କାଶୀପୁରରେ ଝାଡବାନ୍ତି ପ୍ରସଙ୍ଗ: ଦୂଷିତ ପାଣି ପାଇଁ ବ୍ୟାପୁଛି ରୋଗ, ବିଧାନସଭାରେ ବିବୃତ୍ତି ରଖିଲେ ସଂସଦୀୟ ବ୍ୟାପାର…

କନକ ବ୍ୟୁରୋ: ରାୟଗଡା ଜିଲ୍ଲୀ କାଶୀପୁରରେ ଝାଡବାନ୍ତି ବ୍ୟାପିବର କାରଣ ଦୂଷିତ ପାଣି । ବିଧାନସଭାରେ ଏନେଇ ବିବୃତ୍ତି ରଖିଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଗତ କିଛି ଦିନ ଧରି କାଶୀପୁରେ ଛାଡବାନ୍ତି ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୭୦ ଜଣ ଆକ୍ରାନ୍ତ…

ଉଦ୍ଧବଙ୍କୁ ଝଟକା, ସିନ୍ଦେ ଗୋଷ୍ଠୀରେ ୧୪ ସାଂସଦ। ରାତିରେ ସାଂସଦଙ୍କ ସହ ଦିଲ୍ଲୀ ବାହାରିବେ ସିନ୍ଦେ, ଫଡନାଭିସ।

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ପ୍ରଥମେ ବିଧାୟକ ଆଉ ବର୍ତ୍ତମାନ ସାଂସଦ । ଆଜି ରାଜ୍ୟରେ ସିନ୍ଦେ ଗୋଷ୍ଠୀ ଶିବସେନାର ବୈଠକ ଡାକିଥିଲେ । ଏହି ବୈଠକରେ ଦଳର ୧୪ ସାଂସଦ ଅନଲାଇନ ଜରିଆରେ ସାମିଲ ହୋଇଥିଲେ । ରାଷ୍ଟ୍ରପତି ନିର୍ବାଚନ ପରେ ଏହି…

ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଆଗରେ ଆତ୍ମହତ୍ୟା ଉଦ୍ୟମ। ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଯୁବକଙ୍କ ଆତହତ୍ୟା…

କନକ ବ୍ୟୁରୋ:  ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଆତ୍ମହତ୍ୟା ଉଦ୍ୟମ । ଦେହରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ଜଣେ ଯୁବକ । ଗୋଟିଏ ପଟେ ବ୍ଲକ କାର୍ଯ୍ୟାଳୟ ପରିସରରେ ଚାଲିଛି ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର, ଅନ୍ୟପଟେ ଜନଶୁଣାଣୀ ଶିବିର ବାହାରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମା…