ପିଲାଙ୍କ ହାତରେ ଅତ୍ୟାଧୁନିକ ବନ୍ଧୁକ । ସ୍କୁଲ ପିଲାଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଖାଇଲା ବିଏସଏଫ । 

କନକ ବ୍ୟୁରୋ: ସ୍କୁଲ ପିଲାଙ୍କ ହାତରେ ଅତ୍ୟାଧୁନିକ ବନ୍ଧୁକ । ବିଦ୍ୟାଳୟ ପିଲାଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଖାଇଲା ବିଏସଏଫ । ମାଲାକନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ବିଏସଏଫ ପକ୍ଷରୁ ଏକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ…

ଜରିପାଲ ତଳେ ପୂର୍ବତନ ନାଏବ ସରପଞ୍ଚ। ସରକାରୀ ସହାୟତାକୁ ଅପେକ୍ଷା। 

କନକ ବ୍ୟୁରୋ: ଜରିପାଲ ତଳେ ପୂର୍ବତନ ନାଏବ ସରପଞ୍ଚଙ୍କ ଜୀବନ । ଦିନେ ଲୋକଙ୍କ ସୁଖ ଦୁଃଖର ସାଥୀ ହେଉଥିଲେ । ଜଣେ ନିର୍ବାଚିତ ପ୍ରତିନିଧି ଭାବେ ଭଲମନ୍ଦରେ ଲୋକଙ୍କ ପାଖରେ ଠିଆ ହୋଇ ସହଯୋଗରେ ହାତ ବଢାଉଥିଲେ । ହେଲେ ଏବେ ସେ ନିଜେ ସହଯୋଗ ଲୋଡୁଛନ୍ତି । ଜରିପାଲ ତଳେ ରହୁଥିବା ବେଳେ ସରକାରୀ…

ଗୁହାଳ ପାଇଁ ହେଉଥିଲା ପିସି କାରବାର। ବିଲ୍ ପାସ କରାଇଦେବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇଥିଲେ ଯନ୍ତ୍ରୀ।

କନକ ବ୍ୟୁରୋ: ଗୁହାଳ ପାଇଁ ହେଉଥିଲା ପିସି କାରବାର । ଗୁହାଳ ବିଲ କରାଇ ଦେବାକୁ କହି ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବିଭାଗୀୟ ଯନ୍ତ୍ରୀ । ଗଞ୍ଜାମ ବେଗୁନିଆପଡ଼ା ବ୍ଳକର ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ଆଜି ଧରାପଡିଛନ୍ତି । ବେଗୁନିଆପଡ଼ା ବୁରୁଝୁରୀ…

ଢେଙ୍କାନାଳ ପୌରସଂସ୍ଥାରେ କାଉନସିଲରଙ୍କ ମଧ୍ୟରେ ବଢୁଛି ରାଜନୈତିକ କଳି। ପଦାରେ ପଡିଛି ବିଜେଡି, ବିଜେପି ବିବାଦ।

କନକ ବ୍ୟୁରୋ: ଢେଙ୍କାନାଳ ପୌରସଂସ୍ଥାରେ ଦେଖାଦେଇଛି ଘୋର ସଙ୍କଟ । ୧୪ ବିଜେଡି କାଉନସିଲର ଏବଂ ୯ ବିଜେପି କାଉନସିଲରଙ୍କ ମଧ୍ୟରେ ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଅଗଷ୍ଟ ୩୧ ସ୍ୱାୟତଶାସନ ଦିବସରେ ବିବାଦ ନେଲା ଉଗ୍ର ରୁପ, ହେଲା ନାହିଁ କୌଣସି କାର୍ଯ୍ୟକ୍ରମ । ନଗରପାଳ ଓ ଉପ…

ବାଲେଶ୍ୱର ବସ୍ତାରେ ମାତିଛନ୍ତି ମାଙ୍କଡ। ବାଗଲଡିହା ଗାଁରେ ଆତଙ୍କ ଖେଲାଇଛନ୍ତି ୧୫ରୁ ଅଧିକ ମାଙ୍କଡ। 

କନକ ବ୍ୟୁରୋ: ମଣିଷଙ୍କୁ ବ୍ୟତିବ୍ୟସ୍ତ କରିଦେଲେଣି ମାଙ୍କଡ । ମାଙ୍କଡ ଉପଦ୍ରବରେ ଅନେକ ଲୋକ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାର ବସ୍ତା ଅଞ୍ଚଳରେ ମାଙ୍କଡ଼ ଆତଙ୍କ ମଚାଉଛନ୍ତି । ବସ୍ତା ବାଗଲଡିହା ଗାଁରେ ୧୫ରୁ ଅଧିକ ମାଙ୍କଡ ଆତଙ୍କ ଖୋଳାଇଛନ୍ତି । ଲୋକଙ୍କୁ ଦେଖିଲେ ଗୋଡେଇ ଆକ୍ରମଣ…

ସୁସ୍ଥ ଅଛି କନ୍ଧମାଳର ଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗା। ୮ ବର୍ଷର ଜଗା କେବେ ଯିବ ସ୍କୁଲ, ଉଠିଲା ପ୍ରଶ୍ନ। 

କନକ ବ୍ୟୁରୋ: ୮ବର୍ଷ ହେଲାଣି କିନ୍ତୁ ଏଯାଏଁ ସ୍କୁଲ ଯାଇପାରୁନି ଜଗା । ପିଲାର ବୟସ ବଢୁଥିବା ବେଳେ ସେ କେବେ ପାଠ ପଢିବ, ତାକୁ ନେଇ ଏବେ ଚର୍ଚା ହେଉଛି । କନ୍ଧମାଳର ଯୋଡା ମୁଣ୍ଡ ଶିଶୁ ଜଗା ଅପରେସନ ହୋଇଛି । ୨୦୧୭ ଅକ୍ଟୋବର ମାସରେ ଦିଲ୍ଲୀ ଏମସରେ ଦୁଇ ଭାଇ ଜଗା-କାଳିଆଙ୍କ ମୁଣ୍ଡ ଅଲଗା…