ଭୁବନେଶ୍ୱର ଶିଶୁପାଳଗଡ଼ରେ ନିଶାଡିଙ୍କ ଉନ୍ମତକାଣ୍ଡ। ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ହାଣିଲେ

କନକ ବ୍ୟୁରୋ: ଭୁବନେଶ୍ୱର ଶିଶୁପାଳ ଗଡ଼ରେ ନିଶାଡିଙ୍କ ଉନ୍ମତକାଣ୍ଡ । ହାତରେ ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ହାଣିଲେ । ଘଟଣାରେ ୭ ଜଣ ଆହତ ହୋଇଥିବା ବେଳେ ୧୨ଟି ବାଇକ୍ ଭାଙ୍ଗିଛନ୍ତି । ଶିଶୁପାଳଗଡ଼ ଅଂଚଳର ଏକ ନିଛାଟିଆ ସ୍ଥାନରେ ବସି ୮ ଜଣ ମଦ ପିଉଥିଲେ । ଏହା ପରେ ନିଶାଶକ୍ତ ଅବସ୍ଥାରେ ଗାଁ…

ପଞ୍ଚଭୂତରେ ଲୀନ ହେଲେ କବି ଡକ୍ଟର ଜୟନ୍ତ ମହାପାତ୍ର। ପୂରଣ ହୋଇପାରିଲାନି ଶେଷ ଇଚ୍ଛା

କନକ ବ୍ୟୁରୋ: ପଞ୍ଚଭୂତରେ ଲୀନ ହୋଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ଡକ୍ଟର ଜୟନ୍ତ ମହାପାତ୍ରଙ୍କ ପାର୍ଥିବ ଶରୀର । କଟକ ଖାନନଗର ସ୍ଥିତ ଶ୍ମଣାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । କିନ୍ତୁ ତାଙ୍କର ଶେଷ ଇଚ୍ଛା ପୂରଣ ହୋଇପାରିନି । ଖାନନଗର…

କଂଗ୍ରେସ ଟିମରୁ ଖେଳିବେ ପୂର୍ବତନ ହକି ଅଧିନାୟକ। ତଳସରାରୁ ନିର୍ବାଚନ ଲଢ଼ିବା ନେଇ ଦେଲେ ସଂକେତ

କନକ ବ୍ୟୁରୋ: ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ହଲଚଲ ହେଉଛି ରାଜ୍ୟ ରାଜନୀତି । କିଏ କେଉଁଠୁ ନିର୍ବାଚନ ଲଢ଼ିବେ, ସେ ନେଇ ଏବେଠାରୁ ଆରମ୍ଭ ହେଲାଣି ଅଙ୍କକଷା । ପଡିଆରେ ହକି ଷ୍ଟିକ୍ ଧରୁଥିବା ଅଲିମ୍ପିଆନ ପ୍ରବୋଧ ତିର୍କୀ ଏବେ କଂଗ୍ରେସର ହାତ ଧରିବାକୁ ଯାଉଛନ୍ତି । ଆଉ ବଡ଼କଥା ହେଲା…

ଗୀତ ଗାଇ ଫାଇଭ-ଟି ସଚିବଙ୍କୁ ସମସ୍ୟା ଜଣାଇଲେ ପ୍ରଫୁଲ୍ଲ। ଘର ଖଣ୍ଡେ ଯୋଗାଇଦେବା ପାଇଁ କରୁଛନ୍ତି ଗୁହାରୀ

କନକ ବ୍ୟୁରୋ: ଗୀତରେ ଅଭିମାନ ଅଛି, ବ୍ୟବସ୍ଥା ପ୍ରତି ଅନାସ୍ଥା ଅଛି । ଗୀତ ଗାଇ ଗାଇ ଗୁହାରୀ ଜଣାଇବା ପଛରେ ଦୁଃଖ ଅଛି । ଫାଇଭ୍‌-ଟି ସଚିବଙ୍କୁ ନେହୁରା ହେଉଛନ୍ତି । ଘର ଖଣ୍ଡେ ଦେବା ପାଇଁ ଆକୁଳ ନିବେଦନ କରୁଛନ୍ତି । ଏଭଳି କିଛି କରିଛନ୍ତି ଯାଜପୁର ବ୍ୟାସନଗର ରଗଡ଼ି ଅଂଚଳର ପ୍ରଫୁଲ୍ଲ ଦାସ ।…

ହଷ୍ଟେଲ କରିବା ନାଁରେ ଅନିୟମିତତା। ଟଙ୍କା ଖାଇଗଲେ ସ୍ପେଶାଲ କଣ୍ଟ୍ରାକ୍ଟର

କନକ ବ୍ୟୁରୋ: ବିଜୟ କୁମାର ଅଗ୍ରୱାଲ, କ୍ଲାସ-ୱାନ୍ କଣ୍ଟ୍ରାକ୍ଟର । । ଦୀପକ କୁମାର ଅଗ୍ରୱାଲ, ତାଙ୍କ ସହଯୋଗୀ । ହଷ୍ଟେଲ ତିଆରି କରିବା ନାଁରେ ସରକାରଙ୍କୁ ଲଗାଇଛନ୍ତି ଲକ୍ଷଲକ୍ଷ ଟଙ୍କାର ଚୁନା । ସୋନପୁର ଅଞ୍ଚଳରେ ୪ଟି ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ୨୦୧୯-୨୦ରେ ଟେଣ୍ଡର…

ପ୍ରଧାନମନ୍ତ୍ରୀ ମୋଦୀ ବାଣ୍ଟିଲେ ନିଯୁକ୍ତି ପତ୍ର। ଭୁବନେଶ୍ୱର ସମେତ ସାରା ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା

କନକ ବ୍ୟୁରୋ: ସରକାର କରୁଛନ୍ତି ନିଯୁକ୍ତି ମେଳା । ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ଦିଆଯାଉଛି । ଏହିକ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୋଜଗାର ମେଳା ଜରିଆରେ ୫୧ ହଜାର ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ସେହିପରି ଓଡ଼ିଶା ସରକାର,…