ଆଜି ଜାତୀୟ କ୍ରୀଡ଼ା ଦିବସ। ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ

କନକ ବ୍ୟୁରୋ: ଆଜି ଜାତୀୟ କ୍ରୀଡା ଦିବସ । ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ । ଅଲିମ୍ପିକ୍ସରେ ହକି ପ୍ରତି ଧ୍ୟାନଚାନ୍ଦଙ୍କ ରହିଛି ଅତୁଳନୀୟ ଅବଦାନ । ଏହାର ସ୍ମୃତିଚାରଣ ଓ ଭାରତକୁ ବିଶ୍ୱର ପ୍ରମୁଖ କ୍ରୀଡା ଶକ୍ତି ଭାବେ ଉଭା କରିବା ନେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡା…

ଓଡିଶା ଫେରିଲେ ଭାରତର ଦୃଷ୍ଟିବାଧିତ କ୍ରିକେଟ୍ ଟିମ୍ ସଦସ୍ୟ। ଭୁବନେଶ୍ୱର ବିମାନ ବନ୍ଦରରେ ସମ୍ବର୍ଦ୍ଧନା

କନକ ବ୍ୟୁରୋ: ଆଇବିଏଏସ୍ ୱାର୍ଲ୍ଡ ଗେମରେ ସାମିଲ ହୋଇଥିବା ଓଡ଼ିଆ ଖେଳାଳି ଭୁବନେଶ୍ୱର ଫେରିଛନ୍ତି । ଆଇବିଏଏସ୍ ୱାର୍ଲ୍ଡ ଗେମରେ ପାକିସ୍ତାନଠୁ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛି ଭାରତର ବ୍ଲାଇଣ୍ଡ କ୍ରିକେଟ୍ ଟିମ୍ । ଭାରତୀୟ ଦଳରେ ସାମିଲ ହୋଇଥିଲେ ଓଡ଼ିଶାର ତିନି ଜଣ ଖେଳାଳି । ସେମାନେ…

ମହିଳା ପ୍ରଫେସରଙ୍କୁ ମାନସିକା ନିର୍ଯାତନା ଘଟଣା। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ

କନକ ବ୍ୟୁରୋ: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମର ବୈଠକ । ଜଣେ ମହିଳା ପ୍ରଫେସରଙ୍କୁ ଆଉ ଜଣେ ପ୍ରଫେସର ମାନସିକ ନିର୍ଯାତନା ଦେବା ଘଟଣାରେ ବୈଠକ ଅନୁଷ୍ଠିତ ହୋଇଛି । ଦୁଇ ପ୍ରଫେସର କମିଟିରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ । ସହକାରୀ ପ୍ରଫେସର ରଜତ କୁଜୁରଙ୍କ ନାଁ…

ଭୁବନେଶ୍ୱରରେ ଟ୍ରେନ୍ ସେବା ପ୍ରଭାବିତ ଯୋଗୁ ଯାତ୍ରୀ ହନ୍ତସନ୍ତ ଘଟଣା। ପୂର୍ବତଟ ରେଳବାଇ କହିଲା ଆସନ୍ତାକାଲିଠୁ…

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ । ବାରଙ୍ଗ ଓ ଖୋର୍ଦ୍ଧାରୋଡ୍ ମଧ୍ୟରେ ବହୁ ପ୍ରତିକ୍ଷିତ ତୃତୀୟ ରେଳ ଲାଇନ୍ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି ରେଳ ଲାଇନକୁ ସିଆରଏସଙ୍କ ଦ୍ୱାରା ମଂଚେଶ୍ୱର ଓ ଭୁବନେଶ୍ୱର ମଧ୍ୟରେ ଯାଂଚ ପରେ…

ରାୟଗଡ଼ାର ପ୍ରସିଦ୍ଧ ଶୈବପୀଠ ମୀନାଝୋଲ ଦର୍ଶନ ପାଇଁ ଆସିଥିବା ବେଳେ ଅଘଟଣ। ବଂଶଧାରାରେ ଭାସିଗଲେ ଦୁଇ ଶିଶୁ

କନକ ବ୍ୟୁରୋ: ରାୟଗଡ଼ା ବଂଶଧାରା ନଦୀରେ ଭାଇ ଦୁଇ ନିଖୋଜ । ଭାସିଯାଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ବୟସ ୯ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କ ବୟସ ୧୦ ବର୍ଷ । ଏମାନଙ୍କ ଘର କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଶ୍ରୀରାମପୁର ଗାଁରେ । ଗତକାଲି ଶ୍ରାବଣ ସୋମବାର ଥିବାରୁ ପରିବାର ସହ ଏମାନେ ମିନାଝୋଲ…

ମଝି ଆକାଶରେ ବଞ୍ଚିଲା ଜୀବନ। ବେଙ୍ଗାଳୁରୁରୁ ଦିଲ୍ଲୀ ଭିସ୍ତାରା ବିମାନରେ ୨ ବର୍ଷର ଶିଶୁର ବନ୍ଦ ହୋଇଗଲା ନିଶ୍ୱାସ

କନକ ବ୍ୟୁରୋ: ମଝି ଆକାଶରେ ବଞ୍ଚିିଲା ଶିଶୁର ଜୀବନ । ବେଙ୍ଗାଳୁରୁରୁ ଦିଲ୍ଲୀକୁ ଉଡାଣ ଭରିଥିଲା ଭିସ୍ତାରା ବିମାନ । ବିମାନ ଉଡାଣ ଭରିବାର କିଛି ସମୟ ମଧ୍ୟରେ ୨ ବର୍ଷର ଶିଶୁଟିର ଜୀବନ ବିପଦରେ ପଡ଼ିଯାଇଥିଲା । ମଝି ଆକାଶରେ ଶିଶୁର ନିଶ୍ୱାସ ବନ୍ଦ ହୋଇଯାଇଥିଲା । ବିମାନ କର୍ମଚାରୀ ଏନେଇ ଜରୁରୀ…