Advertisment

Sarbeswar Mohapatra

ରାଜ୍ୟର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା : ଏହି ଜିଲ୍ଲାରେ କମ ବର୍ଷା ହୋଇଥିବା ନେଇ ମିଳିଛି ସୂଚନା

ଆଜି ସୁଦ୍ଧା ରାଜ୍ୟରେ ୧୩% ଅଧିକ ବର୍ଷା

ବିଶ୍ୱବିଦ୍ୟାଳୟ ସ୍ତରରେ ବର୍ଷ ଶେଷ ପରୀକ୍ଷା କରିବା ନେଇ ଅନୁମତି ଦେଲା ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ୟୁଜିସି ଗାଇଡ୍ ଲାଇନ୍ ଅନୁସାରେ କରିବାକୁ କେନ୍ଦ୍ର ଉଚ୍ଚଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ

ବିଶ୍ୱବିଦ୍ୟାଳୟ ସ୍ତରରେ ବର୍ଷ ଶେଷ ପରୀକ୍ଷା କରିବା ନେଇ ଅନୁମତି ଦେଲା ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ୟୁଜିସି ଗାଇଡ୍ ଲାଇନ୍ ଅନୁସାରେ କରିବାକୁ କେନ୍ଦ୍ର ଉଚ୍ଚଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ

ତିର୍ତୋଲ ବିଧାୟକ ବିଷ୍ଣ ଦାସଙ୍କର ଆଜି ହେବ ଅନ୍ତିମ ସଂସ୍କାର । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦିଆଗଲା ଶ୍ରଦ୍ଧାଞ୍ଜଳି, ବିଧାନସଭା ପରେ ମରଶରୀର ଯିବ ଜଗତସିଂହପୁର

ତିର୍ତୋଲ ବିଧାୟକ ବିଷ୍ଣ ଦାସଙ୍କର ଆଜି ହେବ ଅନ୍ତିମ ସଂସ୍କାର । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦିଆଗଲା ଶ୍ରଦ୍ଧାଞ୍ଜଳି, ବିଧାନସଭା ପରେ ମରଶରୀର ଯିବ ଜଗତସିଂହପୁର

ରକ୍ତାକ୍ତ ସଂଘର୍ଷ ଭିତରେ ଟ୍ରମ୍ପ ଶାସନର ଅବସାନ । ଶେଷରେ ହାର ମାନିଲେ ଟ୍ରମ୍ପ । କହିଲେ, ଜାନୁୟାରୀ ୨୦ରେ ହସ୍ତାନ୍ତର ହେବ କ୍ଷମତା ।

ଚୀନ ଉପରେ କରୋନା ରାଗ ସୁଝାଇବାକୁ ଚାହିିଁ ବସିଛି ଆମେରିକା । ଦକ୍ଷିଣ ଚୀନ ସାଗରରେ ଯୁଦ୍ଧ ଜାହାଜ ମୂତୟନ କରି ଖୋଜୁଛି ସୁଯୋଗସେପେଟେ ଟ୍ରମ୍ପ କହିଲେ, ଚୀନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ବିଶ୍ୱ

ନୀଳଗିରି ବିଧାୟକ ସୁକାନ୍ତଙ୍କ ପରେ ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ: ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ସଂକ୍ରମିତ ହୋଇଥିବା ସୂଚନା

ପ୍ରଥମ ଥର ପାଇଁ ରାଜ୍ୟର ଜଣେ ବିଧାୟକ କରୋନା ଆକ୍ରାନ୍ତ । ବାଲେଶ୍ୱରର ଜଣେ ବିଧାୟକଙ୍କ ରିପୋର୍ଟ ପଜିଟିଭ ଆସିଥିବା  ନେଇ ସିଡିଏମଓଙ୍କ ସୂଚନା

ଭାରତ ବାୟୋଟେକ୍ କମ୍ପାନୀ ବନାଉଛି କରୋନା ପାଇଁ ଭ୍ୟାକ୍ସିନ୍ । ୭ଜୁଲାଇଠୁ ଆରମ୍ଭ ହେବ ହ୍ୟୁମ୍ୟାନ ଟ୍ରାଏଲ

ଭାରତ ବାୟୋଟେକ୍ କମ୍ପାନୀ ବନାଉଛି କରୋନା ପାଇଁ ଭ୍ୟାକ୍ସିନ୍ । ୭ଜୁଲାଇଠୁ ଆରମ୍ଭ ହେବ ହ୍ୟୁମ୍ୟାନ ଟ୍ରାଏଲ

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ମଧୁବାବୁ ପେନସନ ଯୋଜନାରେ କିନ୍ନରଙ୍କୁ ମିଳିବ ଭତ୍ତା,ସୂଚନା ଦେଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ 

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ମଧୁବାବୁ ପେନସନ ଯୋଜନାରେ କିନ୍ନରଙ୍କୁ ମିଳିବ ଭତ୍ତା,ସୂଚନା ଦେଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ

ଦେଶରେ ଡର ବଢାଉଛି କରୋନାର ଦ୍ୱିତୀୟ ସଂକ୍ରମଣ । ଫୋକସରେ ବିମାନ ବନ୍ଦର, ରେଳ ଷ୍ଟେସନ । ନୂଆ କଟକଣା ଜାରି କଲେ ବିଭିନ୍ନ ରାଜ୍ୟ ।

ରେକର୍ଡ ଭାଙ୍ଗିଲା ଆମେରିକା, ଦିନକରେ ୫୨ ହଜାର ଆକ୍ରାନ୍ତ

କାନପୁରରେ ଅଘଟଣ : ଅପରାଧୀଙ୍କ ଗୁଳିରେ ୮ ପୁଲିସ କର୍ମଚାରୀ ସହିଦ

କାନପୁରରେ ଅଘଟଣ : ଅପରାଧୀଙ୍କ ଗୁଳିରେ ୮ ପୁଲିସ କର୍ମଚାରୀ ସହିଦ

ରାଜ୍ୟରେ ୩ ତାରିଖରେ ବର୍ଷା ସମ୍ଭାବନା : ଶୀତ ଲହରୀ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ପାଗରେ ହୋଇପାରେ ପରିବର୍ତନ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷାର ପୂର୍ବାନୁମାନ କଲା ପାଣିପାଗ ବିଭାଗ

Advertisment
ସବସ୍କ୍ରାଇବ କରନ୍ତୁ