ସଂକ୍ରମଣ କମୁଛି, କମୁନି ମୃତ୍ୟୁ । ୨୪ ଘଂଟାରେ ରାଜ୍ୟରେ ୨୧ ଶହ ୩୮ ନୂଆ ଆକ୍ରାନ୍ତ : ୧୭ ମୃତ୍ୟୁ

କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଂଟାରେ ୨ ହଜାର ୧୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧ ହଜାର ୨୫୧ ଜଣ ଏବଂ ସ୍ଥାନୀୟ ଅଂଚଳରୁ ୮୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧାରୁ ସର୍ବାଧିକ ୩୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଂଜରୁ ୧୧୯, ସୁନ୍ଦରଗଡରୁ…

ଆକାଶରୁ ବର୍ଷିଲା ସୁନା : ରାତି ଅଧରେ ଟର୍ଚ୍ଚ ଧରି ବଣ , ବୁଦା ଖୋଜିଲେ ଲୋକେ , ରାତିତମାମ ଚାଲିଲା ଅପରେସନ୍ ସୁନାଖୋଜା…

କନକ ବ୍ୟୁରୋ : ସୁନା ଏମିତି ଏକ ଜିନିଷ । ଯାହାକୁ କିଣିବାକୁ ବା ପିନ୍ଧିବାକୁ ସମସ୍ତେ ଇଚ୍ଛା ପ୍ରକାଶ କରନ୍ତି । ସୁନାର ଚାହିଦା ବି ବଜାରରେ କିଛି କମ ନୁହେଁ । କିନ୍ତୁ ଦିନକୁ ଦିନ ସୁନାର ଦାମ ହୁ ହୁ ହୋଇ ବଢିବାରେ ଲାଗିଛି । ଏହା ପରେ ବି ଲୋକମାନେ ସୁନା କିଣିବା ବନ୍ଦ କରିନାହାନ୍ତି ।…

ସାରୁଆ ଷ୍ଟୁଡିଓରେ ପୁଣି ପହଂଚିଲା ପୋଲିସ । ଓଟିଭି ଏମଡିଙ୍କ ବାପାଙ୍କୁ ପଚରାଉଚରା ପାଇଁ ପହଂଚିଛି ପୋଲିସ

କନକ ବ୍ୟୁରୋ : ଓଟିଭି ଖୋର୍ଦ୍ଧା ସାରୁଅ ଷ୍ଟୁଡିଓରେ ପୁଣି ପଂହଚିଲା ପୁଲିିସ । ସାରୁଅ ଜମି ବିବାଦରେ ଓଟିଭି ଏମଡିଙ୍କ ବାପା ରଣଧୀର ସିଂଙ୍କୁ ପଚରାଉଚରା ପାଇଁ ଖୋର୍ଦ୍ଧା ଏସଡିପିଓଙ୍କ ନେତୃତ୍ୱରେ ପଂହଚିଛି ପୁଲିସ ଟିମ । ଗତକାଲି ପଚରାଉଚରା ପାଇଁ ପୁଲିସ ଯାଇଥିଲେ ବି ସେ ସହଯୋଗ କରିନଥିଲେ ।…

ଚିଲିକାର ଜହ୍ନିକୁଦା ଘାଟରେ ପାଣିରେ ଅଧାବୁଡିଲା ଭସାପୋଲ । ଯାତ୍ରା ପରିବହନରେ ବାଧା : ଗୋଟିଏ ଭସାପୋଲରେ ଚାଲିଛି…

କନକ ବ୍ୟୁରୋ : ପାଣିରେ ଅଧା ବୁଡିଲା ଭସାପୋଲ । ଚିଲିକାରେ ଯାତ୍ରୀ ପରିବହନରେ ଦେଖା ଦେଇଛି ବାଧା । ଭସାପୋଲଟି ଜହ୍ନିକୁଦା ଘାଟରେ ଥିବା ବେଳେ ଏଥିରେ ପାଣି ପଶିଥିବା କର୍ମଚାରୀ ଦେଖିବାକୁ ପାଇଥିଲେ । ପାଣି ପସିବା ପରେ ଭସାପୋଲଟି ପ୍ରାୟ ଅଧା ବୁଡି ଯାଇଛି । ଦୁଇଟି ଭସା ପୋଲରୁ ଗୋଟିଏରେ ପାଣି…

ମୋଦୀ କ୍ୟାବିନେଟରେ ସବୁଠୁ ବିତ୍ତଶାଳୀ ମନ୍ତ୍ରୀ ପୀୟୂଷ ଗୋଏଲ । ମୋଦୀ, ରାଜନାଥଙ୍କର କାର୍‌ ନାହିଁ, ସୀତାରମଣଙ୍କର…

କନକ ବ୍ୟୁରୋ :  ପିଏମ୍‌ଓ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଦୀ କ୍ୟାବି‌ନେଟ୍‌ରେ ସବୁଠୁ ଧନୀ ମନ୍ତ୍ରୀ ହେଉଛନ୍ତି ପୀୟୁଷ ଗୋୟଲ। ଗୋ‌ୟଲଙ୍କ ସହ ତାଙ୍କ ପତ୍ନୀଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୭୮.୨୭ କୋଟି ଟଙ୍କା। ପୀୟୁଷ ଗୋୟଲଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୭.୪୭…

୭୫ ବର୍ଷରେ ନବୀନ । ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ…

କନକ ବ୍ୟୁରୋ :  ଆଜି ହେଉଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ସେ ୭୫ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। Birthday greetings to Odisha CM…