କ୍ୟାପଟେନ କୁଲଙ୍କ ଯୁଗ ଶେଷ ! ମ୍ୟାଚର ଦିନକ ପୂର୍ବରୁ ସିଏସକେର ଅଧିନାୟକ ପଦ ଛାଡ଼ିଲେ ମହେନ୍ଦ୍ର ସିଂ ଧୋନୀ

କନକ ବ୍ୟୁରୋ : ପ୍ରତିଥର ଭଳି ପୁଣିଥରେ ସରପ୍ରାଇଜ କରିଦେଲେ ମହେନ୍ଦ୍ର ସିଂ ଧୋନୀ । କେହି କିଛି ଭାବିବା ଆଗରୁ ଆଇପିଏଲର ଅଧିନାୟକ ପଦରୁ ହଟିଯାଇଛନ୍ତି କ୍ୟାପଟେନ୍ କୁଲ୍ ଭାବେ ପରିଚିତ ଧୋନୀ । ୨୦୨୪ ଆଇପିଏଲ୍ ସିଜନର ଦିନକ ପୂର୍ବରୁ ଏଭଳି ବଡ଼ ନିଷ୍ପତି ନେଇ କ୍ରିକେଟପ୍ରେମୀଙ୍କୁ ଝଟକା…

ନାଚିଲେ ଶ୍ରୀମୟୀ, ଭିଜିଲେ ଅପରାଜିତା । ବିଜେଡି ବିଜେପି ମେଣ୍ଟ ଦ୍ୱନ୍ଦ୍ୱ ଭିତରେ ନିଜ ନିଜ ସ୍ତରରେ ପ୍ରଚାର ଚଳାଇଛନ୍ତି…

କନକ ବ୍ୟୁରୋ : ବିଜେପି-ବିଜେଡି ମେଣ୍ଟକୁ ନେଇ ଗୋଟିଏ ପଟେ ସସପେନ୍ସ ଜାରି ରହିଥିବା ବେଳେ ଏପଟେ କିନ୍ତୁ ଦୁଇ ଦଳର ନେତାମାନେ ପ୍ରଚାର ଆରମ୍ଭ କରିଛନ୍ତି । ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହ ଆଚରଣ ବିଧି ଲାଗୁ ହୋଇସାରିଛି । କିନ୍ତୁ ମେଣ୍ଟ ଚର୍ଚ୍ଚା ଯୋଗୁଁ ଏପର୍ଯ୍ୟନ୍ତ ଉଭୟ ବିଜେଡି ଓ…

ସମୟ ପୂର୍ବରୁ ବଜାରକୁ ଆସୁଥିବା ଆମ୍ବକୁ ହୁସିଆର । ସୃଷ୍ଟି କରିପାରେ ସାଂଘାତିକ ସ୍ୱାସ୍ଥ୍ୟ ସମସ୍ୟା । ସତର୍କ କରାଇଲେ…

କନକ ବ୍ୟୁରୋ : ଆମ୍ବ ଖାଉଛନ୍ତି କି? ବଜାରରେ ମିଳୁଥିବା ଆମ୍ବ ଖାଇବା ପୂର୍ବରୁ ହେଇଯାଆନ୍ତୁ ସାବଧାନ । କାରଣ ସମୟ ପୂର୍ବରୁ ବଜାରରେ ମିଳୁଥିବା ଆମ୍ବ ଖାଉଥିଲେ, ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ବିଗାଡ଼ିପାରେ । ବଜାରରେ ଆଗୁଆ ମିଳୁଥିବା ଆମ୍ବକୁ ନେଇ ସତର୍କ କରାଇଛନ୍ତି କୃଷି ବୈଜ୍ଞାନିକ ।…

ଯଦି ଦମ୍ ଅଛି, ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରନ୍ତୁ ନବୀନ । ଜାତୀୟ ଗଣମାଧ୍ୟମରେ ପାଣ୍ଡିଆନଙ୍କ ବୟାନ ପରେ ପିସିସି…

କନକ ବ୍ୟୁରୋ : ଜାତୀୟ ଗଣମାଧ୍ୟମରେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଦିଲ୍ଲୀରେ ପାଣ୍ଡିଆନ୍ ଦେଇଥିବା ବୟାନ, ବିଜେଡି ଓ ବିଜେପି ମଧ୍ୟରେ ଥିବା ସଂପର୍କକୁ ସ୍ପଷ୍ଟ କରିଛି ବୋଲି କହିଛନ୍ତି ଶରତ ପଟ୍ଟନାୟକ । ଉଭୟ…

ନିରାକାରପୁରର ଆରଆଇଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ । ଟ୍ରକ୍ ଧକ୍କାରେ ଚାଲିଗଲା ଜୀବନ

କନକ ବ୍ୟୁରୋ : ଖୋର୍ଦ୍ଧା ନିରାକାରପୁରର ଆରଆଇ ପ୍ରଶାନ୍ତ ଷଡଙ୍ଗୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ । ବଡ଼ପୋଖରିଆ ନିଟକରେ ଟ୍ରକ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧାରେ ଚାଲିଥିବା ନିର୍ବାଚନ ପ୍ରଶିକ୍ଷଣ କାମ ଶେଷ କରି ରାତି ପାଖାପାଖି ୧୦ଟାରେ ବାଇକରେ ନାଚୁଣୀରେ ଥିବା ନିଜ ଘରକୁ…

ବନ ଅଧିକାରୀଙ୍କୁ ଶିକାରୀ ମାରିଲେ ଗୁଳି । ଦୁଇ ଜଣ ଆହତ

କନକ ବ୍ୟୁରୋ : ବାଲେଶ୍ୱର ନୀଳଗିରି ସ୍ଥିତ କୁଳଡିହା ଅଭୟାରଣ୍ୟରେ ଶିକାରୀଙ୍କ ଦୌରାତ୍ମ୍ୟ । ପାଟ୍ରୋଲିଂ ବେଳେ ବନ ଅଧିକାରୀଙ୍କୁ ଶିକାରୀ ମାରିଲେ ଗୁଳି । ପୁଞ୍ଚୁଲିଙ୍ଗେଶ୍ୱରର ଫରେଷ୍ଟଗାର୍ଡ ସିଂରାୟ ହେମ୍ରମଙ୍କ ସହିତ ପାଟ୍ରୋଲିଂ କରୁଥିବା ଦୁଇ ଜଣ ସବୁଜ ବାହିନୀ ଖୀତିଶ ପରିଡା ଓ ବିରଞ୍ଚି…