ପ୍ରାର୍ଥୀ ଘୋଷଣା ବିଳମ୍ବକୁ ନେଇ ବିଜେପିକୁ ବିଜେଡିର କଟାକ୍ଷ……. । ସସ୍ମିତ କହିଲେ, ‘ବିଜେପିକୁ…

କନକ ବ୍ୟୁରୋ: ରାଜ୍ୟରେ ବିଧାନସଭା ପ୍ରାର୍ଥୀ ଘୋଷଣା ବିଳମ୍ବ ପ୍ରସଙ୍ଗକୁ ନେଇ ବିଜେପିକୁ କଟାକ୍ଷ କରିଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶାରେ ବିଜେପି ୧୪୭ ନିର୍ବାଚନ ମଣ୍ଡଳୀରେ ଲଢ଼ିବେ ବୋଲି କହୁଛି ହେଲେ ବାସ୍ତବତା ପୁରା ଅଲଗା । ଏଯାଏଁ ବିଜେପି ୨୧ ଲୋକସଭା…

INDIA ରାଲିରେ ମହିଳାଙ୍କ ଦମ୍ । ସୁନୀତା, ଅନିତା ପଢିବେ ସ୍ୱାମୀଙ୍କ ବାର୍ତ୍ତା । କଳ୍ପନା ସୋରେନ୍ ହେବେ ସାମିଲ ।

କନକ ବ୍ୟୁରୋ: ଦିଲ୍ଲୀ ରାମଲିଲା ମୈଦାନରେ ଆୟୋଜିତ ବିରୋଧୀଙ୍କ ମେଣ୍ଟ ଇଣ୍ଡିଆର ବିଶାଳ ରାଲିରେ ଆଜି ଦେଖିବାକୁ ମିଳିବ ମହିଳାଙ୍କ ଦମ୍ । କଂଗ୍ରେସ କହିଛି ଏହି ରାଲି କୌଣସି ବ୍ୟକ୍ତିଙ୍କୁ ସୁରକ୍ଷା ଦେବାକୁ ନୁହେଁ ବରଂ ଦେଶର ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଆୟୋଜିତ ହୋଇଛି । ଏଥିରେ…

ରାଷ୍ଟ୍ରପତି ଘରକୁ ଯାଇ ଆଡଭାଣୀଙ୍କୁ ‘ଭାରତ ରତ୍ନ’ ସମ୍ମାନରେ କଲେ ସମ୍ମାନିତ । ପ୍ରଧାନମନ୍ତ୍ରୀ ମୋଦୀ ଥିଲେ ଉପସ୍ଥିତ ।

କନକ ବ୍ୟୁରୋ: ଦେଶର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାଣୀଙ୍କୁ ସର୍ବୋଚ୍ଚ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଡଭାଣୀଙ୍କ ସ୍ୱାସ୍ଥାବସ୍ଥା ଖରାପ ଥିବାରୁ ରାଷ୍ଟ୍ରପତି ତାଙ୍କ ବାସଭବନକୁ ଯାଇ ଏହି ସମ୍ମାନ…

‘କଂଗ୍ରେସ ବିଶ୍ୱାସ ଯୋଗ୍ୟ ନୁହେଁ…’ କାହିଁକି ଏଭଳି କହିଲେ ପ୍ରଧାନମନ୍ତ୍ରୀ ମୋଦୀ ।

କନକ ବ୍ୟୁରୋ: କଂଗ୍ରେସ ବିରୋଧରେ ପ୍ରଧାନମନ୍ତ୍ରୀଙ୍କର ଏକ ମନ୍ତବ୍ୟ ଖୁବ୍ ଚର୍ଚ୍ଚାକୁ ଆସିଛି । ମୋଦୀ ଟ୍ୱିଟ୍ କରି କହିଛନ୍ତି , କଚ୍ଚାତିବୁ ଦ୍ୱୀପକୁ ଶ୍ରୀଲଙ୍କାକୁ ଦେଇ କଂଗ୍ରେସ ଦେଶର ଅଖଣ୍ଡତାକୁ ନଷ୍ଟ କରିଛି । କଂଗ୍ରେସକୁ ଟାର୍ଗେଟ କରି ମୋଦୀ କହିଛନ୍ତି ଯେ, ‘ ୧୯୭୪ରେ ଇନ୍ଦିରା ଗାନ୍ଧୀ…

ଛତିଶଗଡରେ ପୁଣି ଲାଲ ବାହିନୀର ଆତଙ୍କ । ୪ ଟ୍ରକରେ ଲଗାଇଦେଲେ ନିଆଁ ।

କନକ ବ୍ୟୁରୋ: ଛତିଶଗଡ଼ରେ ପୁଣି ଲାଲ ବାହିନୀର ଲଙ୍କାକାଣ୍ଡ । ନାରାୟଣପୁର ଜିଲ୍ଲାରେ ୪ଟି ଟ୍ରକ ଜାଳିଦେଇଛନ୍ତି ମାଓବାଦୀ । ଆମଦେଇ ଲୁହା ପଥର ଖଣିକୁ ବିରୋଧ କରି ଲୁହା ପଥର ବୋଝେଇ ଟ୍ରକରେ ନିଆଁ ଲଗାଇଛନ୍ତି ନକ୍ସଲ । ଛୋଟେଡଙ୍ଗର ଥାନାରୁ ମାତ୍ର କିଛି ମିଟର ଦୂରରେ ଘଟିଛି ଏଭଳି କାଣ୍ଡ ।

ଆଜି ଦିଲ୍ଲୀରେ ବିରୋଧୀଙ୍କ ବିଶାଳ ‘ଗଣତନ୍ତ୍ର ବଞ୍ଚାଅ’ ରାଲି । ମଞ୍ଚରୁ କେଜ୍ରିୱାଲଙ୍କ ବାର୍ତ୍ତା ପଢିବେ ପତ୍ନୀ…

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ସହ ଅନ୍ୟ ବିରୋଧୀ ଆଜି ଦିଲ୍ଲୀର ରାମଲୀଳା ମଇଦାନରେ ଏକ ବିଶାଳ ରାଲି କରିବାକୁ ଯାଉଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି, ରାଷ୍ଟ୍ରବାଦୀ…