ଚନ୍ଦାପଣ ସମସ୍ୟା ପାଇଁ ଆପଣ ଚିନ୍ତାରେ କି ? ଆପଣଙ୍କ ସମସ୍ୟାର ସମାଧାନ ନେଇଆସିଛି ଏମଏମସି ଇଣ୍ଡିଆ ।

72

କନକ ବ୍ୟୁରୋ: ବର୍ତ୍ତମାନର ସମୟରେ ଚନ୍ଦାପଣ ସମସ୍ୟା ଅନେକ ଲୋକଙ୍କ ପାଖରେ ଦେଖିବାକୁ ମିଳିଲାଣି । ମୁଣ୍ଡରୁ ଲଗାତାର ଚୁଟି ଝଡିବା, ମୁଣ୍ଡ ଚନ୍ଦା ହୋଇଯିବା ଏବେ ଅନେକ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଖାସ୍ କରି ଚନ୍ଦାପଣ ଲୋକଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି । ଆଉ ଆପଣ ଯଦି ଏମିତି ସମସ୍ୟା ଦେଇ ଗତି କରୁଛନ୍ତି, ଯଦି ଆପଣ ଚନ୍ଦାପଣକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ନେଇ ଆସିଛି ଏମଏମସି ଇଣ୍ଡିଆ ।

ଆପଣଙ୍କ ମନ ଯେଉଁଭଳି ହେୟାର ଷ୍ଟାଇଲ୍ ଚାହୁଁଛି । ଏମଏମସି ଇଣ୍ଡିଆ ତାହା ହିଁ ଦେବ ମାତ୍ର ୩୦ ମିନିଟରେ । ୨୦୦୩ ମସିହାରୁ ଏହି ସଂସ୍ଥା ଅନେକ ଲୋକଙ୍କୁ ନିଜର ସେବା ଯୋଗାଇଥିବାବେଳେ, ହେୟାର ୱିଭିଂରେ ଏବେ ଓଡିଶାରେ ଏହା ଏକ ବିଶ୍ୱସ୍ତ ସଂସ୍ଥା ପାଲଟିପାରିଛି ।

ଆପଣ ଯଦି ଚନ୍ଦାପଣ କିମ୍ବା ଅତ୍ୟଧିକ ହେୟାର ଫଲକୁ ନେଇ ଚିନ୍ତାରେ ଅଛନ୍ତି, ତେବେ ଲାଜ ନକରି ଏମଏମସି ଇଣ୍ଡିଆ ସହ ତୁରନ୍ତ ଯୋଗାଯୋଗ କରନ୍ତୁ । ଆଉ କିଛି ସମୟ ଭିତରେ ନିଜ ସମସ୍ୟାର ସମାଧାନ କରନ୍ତୁ । ଏହା ଭିତରେ ଏମଏମସି ଇଣ୍ଡିଆ ୨ ଲକ୍ଷରୁ ଅଧିକ ଲୋକଙ୍କୁ ନିଜର ସେବା ଯୋଗାଇ ସାରିଥିବାବେଳେ, ଆପଣ ବି ନିଜ ସମସ୍ୟାର ସମାଧାନ କରିବା ସହିତ ଏମଏମସି ଇଣ୍ଡିଆ ସହ ଯୋଡି ହୁଅନ୍ତୁ ।

ଏମଏମସି ଇଣ୍ଡିଆ ସହ ଯୋଗାଯୋଗ କରିବାକୁ ହେଲେ, ଆପଣଙ୍କୁ ଏହାର ଦୁଇଟି ଆଉଟଲେଟ୍ ଭିତରୁ ଗୋଟିଏ ସ୍ଥାନକୁ ଯିବାକୁ ହେବ । ବର୍ତ୍ତମାନ ସମୟରେ ଏହାର ଗୋଟିଏ ଆଉଟଲେଟ୍ କଟକର ଲିଙ୍କ୍ ରୋଡରେ ଥିବାବେଳେ, ଆଉ ଗୋଟିଏ ଷ୍ଟୋର ଭୁବନେଶ୍ୱର ବରମୁଣ୍ଡାରେ ଥିବା ବି/୧୨ ବିଡିଏ ଡୁପ୍ଲେକ୍ସରେ ରହିଛି । ତେବେ ଡେରି ନକରି ଆପଣ ବି ଆପଣଙ୍କର ମନପସନ୍ଦର ହେୟାର ଷ୍ଟାଇଲ୍ କରେଇ ନିଅନ୍ତୁ, ଆଉ ଏମଏମସି ଇଣ୍ଡିଆ ସହ ଆଜି ହିଁ ଯୋଗାଯୋଗ କରନ୍ତୁ ।

  • କଟକ :୯୪୩୯୭୦୩୧୪୩
  • ଭୁବନେଶ୍ୱର :୯୪୩୯୭୦୩୧୪୪