ଅଭିନେତା ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ପିଙ୍କ୍’ର ଟେଲିଭିଜନ ପ୍ରିମିୟରରେ ଅମିତାଭଙ୍କ ଘର ଜଲସା ବି ସାଜିଚି ପିଙ୍କ୍ । ପିଙ୍କ ରଙ୍ଗର ଲାଇଟ ଓ ଥୀମରେ ଅମିତାଭଙ୍କ ବଙ୍ଗଳାକୁ ଦିଆଯାଇଛି ନୂଆ ଲୁକ୍ । ଅନିରୁଦ୍ଧ ରାୟ ଚୈାଧୂରୀଙ୍କ ଦ୍ୱାରା ନିର୍ଦେଶିତ ଏହି ଫିଲ୍ମରେ ଅମିତାଭ ଜଣେ ଓକିଲ ଭୂମିକାରେ ନଜର ଆସିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us