“ ଷ୍ଟୁଡେଂଟ ଅଫ ଦ ଇଅର ” ଓ ହମ୍ପଟି ଶର୍ମା କି “ଦୁଲହନିଆ”ପରି ଦୁଇଟି ହିଟ ଫିଲ୍ମ ଦେବା ପରେ ବରୁଣ ଧାୱନ ଓ ଆଲିଆ ଭଟ୍ଟ ତାଙ୍କର ତୃତୀୟ ଫିଲ୍ମ “ ବଦ୍ରିନାଥ କିଦୁଲହନିଆ” ର ସୁଟିଂରେ ବ୍ୟସ୍ତ ଅଛନ୍ତି ।
ନିକଟରେ ସେମାନେ ଦୁଇଜଣ ଇଣ୍ଡିଆନ ଗ୍ରାମୀନ କ୍ରିକେଟ ଲିଗ୍ ନାମକ ଇଭେଂଟର ଉଦଘାଟନ ଉତ୍ସବରେ ଯୋଗ ଦେବାପାଇଁ ଗୋରଖପୁର ଯାଇଥିଲେ । ଏହି ଦୁଇ ସେଲିବ୍ରେଟିଙ୍କୁ ଖୁବ୍ ସ୍ୱାଗତ କରାଯାଇଥିଲା ସେଠାରେ । ସେ ସ୍ଥାନଟି ଏତେ ଜନଗହଳି ପୂର୍ଣ୍ଣ ହୋଇଯାଇଥିଲା ଯେ ଆଲିଆଙ୍କ ନିରାପତା ପାଇଁ ବରୁଣ ତାଙ୍କ ହାତ ଧରି ଆଗକୁ ନେଇଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/barun.png)