ମୁମ୍ବାଇର ଜଣେ କନଷ୍ଟେବଳଙ୍କୁ ସଲ୍ୟୁଟ୍ କରିଛନ୍ତି ଖିଲାଡି କୁମାର ଅକ୍ଷୟ । ନିଜ ଟ୍ୱିଟର ପେଜରେ ଅକ୍ଷୟ କୁମାର କନଷ୍ଟେବଳଙ୍କ ସାହାସିକତାର ଭିଡିଓ ସେୟାର କରିବା ସହ ସଲ୍ୟୁଟ୍ ଜଣାଇଛନ୍ତି । ଗତକାଲି ଲୋନାଭଲା ରେଲୱେ ଷ୍ଟେସନରେ ଜଣେ ମହିଳା ଭିଡିହୋଇ ଫସି ଯାଇଥିଲେ ଟ୍ରେନ ଟ୍ରାକରେ। ଠିକ୍ ସମୟରେ ଉପସ୍ଥିତ ବୁଦ୍ଧି ଖଟାଇ ସେଠାରେ ଉପସ୍ଥିତ ଥିବା ଜଣେ ସୁରକ୍ଷାକର୍ମୀ ପବନ ତୟାଡେ ତାଙ୍କୁ ଉଦ୍ଧାର କରିଥିଲେ। ଏହି ଭିଡିଓଟି ଭାଇରାଲ୍ ହେବା ପରେ ଅକ୍ଷୟ ଟୁଇଟ୍ କରି କନଷ୍ଟେବଳଙ୍କୁ ସଲାମ୍ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us