ଫିଲ୍ମି ଫ୍ରାଇଡେରେ ସିଲଭର ସ୍କ୍ରିନକୁ ଆସୁଛି ଆକ୍ସନ ସିନେମା "ଅକିରା ' । ଏହି ଆକ୍ସନ ସିକ୍ୱିଏଲ ସିନେମାର ଲିଡ୍ ରୋଲରେ ଅକିରା ଭୂମିକାରେ ଅଭିନୟ କରିଛନ୍ତିି ସୋନାକ୍ଷୀ ସିହ୍ନା । ନିର୍ଦେଶନା ଦେଇଛନ୍ତି ଏ.ଆର.ମୁରୁଗାଦୋସ୍ । ଏହି ଫିଲ୍ମଟି ବକ୍ସ ଅଫିସରେ ସଫଳତା ପାଇବା ନେଇ ବେଶ୍ ଆଶାବାଦୀ ଅଛନ୍ତି ପ୍ରଯୋଜକ ସଂସ୍ଥା । ଏହି ସିନେମାର ସୁଟିଙ୍ଗ ସମୟରେ ସୋନାକ୍ଷୀ ଗୁରୁତର ଭାବରେ ଆହତ ହୋଇଥିଲେ । ଫିଲ୍ମରେ ସୋନାକ୍ଷୀଙ୍କ ବ୍ୟତିତ କୋଙ୍କଣା ସେନ ଶର୍ମା, ଉର୍ମିଳା ମହନ୍ତ ଓ ମିଥୁନ୍ ଚକ୍ରବର୍ତୀ ଅଭିନୟ କରିଛନ୍ତି । ଫିଲ୍ମଟି ଲୋକଙ୍କ ମନକୁ ବେଶ୍ ଛୁଇଁବ ବୋଲି ଆଶା କରାଯାଉଛି ।
ରିଲିଜ ହୋଇଛି ଦବଙ୍ଗ ଗର୍ଲ ସୋନାକ୍ଷୀଙ୍କ ଆକ୍ସନ ମୁଭି "ଅକିରା'
/kanak/media/post_attachments/wp-content/uploads/2016/09/akira-sonakshi-759.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)