କନକ ବ୍ୟୁରୋ : ବାଲିଅନ୍ତା ଅଲାରପୁର ଅଂଚଳରେ ଛାତ୍ର ବୁଡ଼ିଯାଇ ନିଖୋଜ ଘଟଣା । ଦୀର୍ଘ ୨୭ ଘଂଟା ପରେ ମିଳିଲା ଜୟଦେବ ପ୍ରସାଦଙ୍କ ମୃତଦେହ । ଛାତ୍ରଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ମଙ୍ଗଳବାର ଭୋଜି କରିବାକୁ ଯାଇ କହି ବାଲିଅନ୍ତା ଚାଲିଯାଇଥିଲେ ସାଂଗମାନେ । ସେଠାରେ ଥିବା କେନାଲରେ ଥିବା ଗାଧୋଇବାକୁ ଯାଇ ଭାସିଯାଇଥିଲେ ଜୟଦେବ ।