source-http://indianexpress.com/
ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ବଲିଉଡର ଏହି ପ୍ରସିଦ୍ଧ ଅଭିନତ୍ରେୀ ଏକ ଫିଲ୍ମରେ ନଜର ଆସୁଛନ୍ତି । ମିଳିଥିବା ସୂଚନା ଅନୁସାରେ ରବୀନା ଟଣ୍ଡନଙ୍କ ଫିଲ୍ମ “ଦି ମଦର” ର ରିଲିଜ ସ୍ଥିର ହୋଇ ସାରିଛି ।
ଏହି ଫିଲ୍ମରେ ନିଜର କାମ କରିବାର ଅନୁଭୂତିକୁ ନେଇ ରବୀନା କହିଛନ୍ତି ଏ ଫିଲ୍ମର ସ୍କ୍ରିପ୍ଟ ମୋତେ ବହୁତ ଭଲ ଲାଗିଛି । ଏହି ଫିଲ୍ମଟି ୨୧ ଅପ୍ରେଲରେ ରିଲିଜ ହେବ ବୋଲି ସୂଚନା ମିଳିଛି ।
Follow Us