ବଲିଉଡ ଅଭିନେତା ଆଲୋକନାଥ ନିଜ ପୁଅ ଶିବାଙ୍ଗଙ୍କୁ ନେଇ ଚିନ୍ତିତ । ଏବେ ଏମିତି ଏକ କାରନାମା ଅଭିନେତା ଆଲୋକନାଥଙ୍କ ପୁଅ କରିଛନ୍ତି । ମଧ୍ୟରାତ୍ରରେ ସାଙ୍ଗମାନଙ୍କ ସହ ମଦ ପିିଇ ପାର୍ଟିରୁ ଫେରୁଥିବାବେଳେ ପୁଲିସ ହାତରେ ଧରାପଡିଥିଲେ। ଏଥିପାଇଁ ପୁଲିସ ତାଙ୍କୁ ୨୬୦୦ ଟଙ୍କା ଜୋରିମନା ଲାଗୁ କରିବା ସହ ତାଙ୍କ କାରକୁ ଜବତ କରିଥିଲା ।
କିନ୍ତୁ ଏପରି ଏକ ଘଟଣାକୁ ନାପସନ୍ଦ କରଛନ୍ତି ଆଲୋକନାଥ । ଅଭିନେତା ଆଲୋକନାଥଙ୍କ କହିବା ଅନୁସାରେ ତାଙ୍କ ପୁଅ ପାଇଁ ସଂସ୍କାର ଜରୁରୀ ଏବଂ ଏପରି ଭୁଲକୁ ତାଙ୍କ ପୁଅ ନିଶ୍ଚିତ ସୁଧାରିବେ ବୋଲି ସେ ବିଶ୍ୱାସ କରୁଛନ୍ତି । ଆଉ ମଧ୍ୟ କହିଛନ୍ତି ତାଙ୍କ ପୁଅ ଭାଗ୍ୟଶାଳୀ ଯେ ପୁଲିସ ତାଙ୍କୁ କେବଳ ଚେତାବନି ଦେଇ ଛାଡିଦେଇଛନ୍ତି , ଏହାର ଅଥ୍ୟ ନୁହଁ ସେ ଏପରି ଭୁଲର ପୁନରାବୃତି କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/alo.png)