ସମଲିଙ୍ଗୀ ଥିଲେ ନିର୍ଦ୍ଦୟ ଶାସକ ହିଟଲର ! ଝିଆରୀ ଠାରୁ ଆରମ୍ଭ କରି ଅଭିନେତ୍ରୀଙ୍କ ସହ ଥିଲା ଶାରୀରିକ ସମ୍ବନ୍ଧ

229

ବିଶ୍ୱର ସବୁଠାରୁ ନିର୍ଦ୍ଦୟ ତଥା ନିଷ୍ଠୁର ଶାସକ ଥିଲେ ହିଟଲର । ତାଙ୍କ ଶାସନ କାଳରେ ସେ ଏକଛତ୍ରବାଦ ଶାସନ ଚଳାଉଥିଲେ । ୧୮୮୯ ଏପ୍ରିଲ ୨୦ ଜନ୍ମ ନେଇଥିଲେ ଏହି କ୍ରୁର ଶାସକ । ବାହାର ଦୁନିଆ ପାଇଁ ହିଟଲର ଯେତିକି କ୍ରୁର ଥିଲା ବନ୍ଦ କବାଟ ପଛରେ ମଧ୍ୟ ତା’ର କ୍ରୁରତା କମ ନଥିଲା । ୟୁଏସ ଅଫିସ ଓ ଷ୍ଟ୍ରାଟେଜିକ ସର୍ଭିସର ଏକ ରିପୋର୍ଟ ଅନୁସାରେ ହିଟଲରର ଯୌନ ଜୀବନ ବହୁତ ଅଜବ ଥିଲା, ଏହାସହ ଜଣାପଡିଛି ଯୌନ ସମ୍ମନ୍ଧ ରଖିଲା ସମୟରେ ସେ କୌଣସି ଭିଲିଏନ ଠାରୁ କମ ନଥିଲା ।

ମିଡିଆର ସୂଚନା ଅନୁସାରେ ଇତିିହାସକାର ଓ ହିଟଲରଙ୍କର ଜୀବନୀ ଲେଖକ ଇନ କେରସା ଲେଖିଛନ୍ତି ହିଟଲର ବେଶ୍ୟାମାନଙ୍କ ସହ ଯୌନ ସମ୍ପର୍କ ରଖିବା ସହ ନିଜର ବୟଷର ବହୁତ ଛୋଟ ଝିଅଙ୍କ ସହ ଯୌନ ସମ୍ପର୍କ ରଖିବାକୁ ବହୁତ ପସନ୍ଦ କରୁଥିଲା ।  ହିଟଲର କାମନାର ଭୋକ ମେଣ୍ଟାଇବା ପାଇଁ ଅଭିନେତ୍ରୀମାନଙ୍କ ସହ ମଧ୍ୟ ସମ୍ପର୍କ ସ୍ଥାପନ କରୁଥିଲା । ଅନେକ ଖବରକାଗର ସୂଚନା ଅନୁସାରେ ଜର୍ମାନ ଅଭିନେତ୍ରୀ ରିନେଟ ମୁଲର ଖୁଲାସା କରିଥିଲେ କି ଯୌନ ସମ୍ବନ୍ଧ ସମୟରେ ହିଟଲର ଅଜବ ଅଜବ ହରକତ କରୁଥିଲା । ପରେ ୧୯୩୭ରେ ମୁଲରଙ୍କ ମୃତ୍ୟୁ ହୋଇ ଯାଇଥିଲା ।

ହିଟଲର ପୁରୁଷଙ୍କ ସହ ମଧ୍ୟ ଯୌନ ସମ୍ପର୍କ ରଖୁଥିଲା ବୋଲି ଖବର ଆସୁଥିଲା । ସେ ସମଲିଙ୍ଗୀ ଥିଲେ । ମିଡିଆ ରିପୋର୍ଟ ଅନୁସାରେ ଆଣ୍ଟି ଗେ ଆକ୍ଟଇଭିଷ୍ଟ ଦାବି କରିଥିଲେ ହିଟଲର ଓ ତାଙ୍କର ପୁରା ନାଜି ସେନା ସମଲିଙ୍ଗୀ ଥିଲେ । ଛୋଟ ଛୁଆଙ୍କ ସହ ମଧ୍ୟ ହିଟଲରର ଯୌନ ସମ୍ପର୍କ ଥିଲା ବୋଲି ଏକ ରୁଢିବାଦୀ କ୍ରାନ୍ତିକାରୀ ହର୍ମାନ ରସିଂ ୧୯୩୬ରେ ନାଜି ସେନା ଛାଡିବା ପରେ ପ୍ରକାଶ କରିଥଲେ । କେବଳ ଏତିକି ନୁହଁ ହିଟଲର ତାର ଝିଆରୀ ସହ ମଧ୍ୟ ଯୌନ ସମ୍ମନ୍ଧ ରଖୁଥିଲା । ଆଉ ଯେତେବେଳେ ଏହି କଥା ବାହରେ ପ୍ରଘଟ ହେବାର ଆଶଙ୍କା ଆସିଲା ସେବେ ସେ ତା’ର ଝିଆରୀକୁମାରି ଦେଇଥଇଲା ।

                                                            ସୌଜନ୍ୟ -ଆଜତକ