ବଲିଉଡ ଇଣ୍ଡଷ୍ଟ୍ରିର ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନଙ୍କ ଆଗାମୀ ଫିଲ୍ମ ‘ସିକ୍ରେଟ ସୁପରଷ୍ଟାର’ର ଫାଷ୍ଟ ଲୁକ ଜାରି ହୋଇଛି । ଏହି ଫିଲ୍ମରେ ଆମୀରଙ୍କ ଲୁକକୁ ନେଇ ଚର୍ଚ୍ଚା । ଫିଲ୍ମ ଡାଇରେକ୍ଟର ଅଦ୍ୱେତ ଚନ୍ଦନ ଫିଲ୍ମଟିର ଫାଷ୍ଟ ଲୁକଟିକୁ ଜାରି କରିଛନ୍ତି । ଏହି ଫିଲ୍ମରେ ଆମୀର ଡିଫରେଂଟ ଲୁକରେ ନଜର ଆସିଛନ୍ତି । ଫିଲ୍ମଟିର ସୁଟିଂ ଶେଷ ହୋଇଥିବାବେଳେ ଚଳିତ ବର୍ଷ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ସିକ୍ରେଟ ସୁପରଷ୍ଟାର’।
ମିଷ୍ଟର ପରଫେକ୍ଟନିଷ୍ଟଙ୍କ ‘ସିକ୍ରେଟ ସୁପରଷ୍ଟାର’ର ଫାଷ୍ଟ ଲୁକ
/kanak/media/post_attachments/wp-content/uploads/2016/09/Aamir-Khan-New-First-Look-Poster-Secret-Superstar.jpeg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)