source: economictimes.indiatimes.com
ପୁଣି ଜମିବ ଗୀତ ‘ଉର୍ବଶୀ ଉର୍ବଶୀ’ ମ୍ୟାଜିକ । ୯୦ ଦଶକର ଏହି ଚର୍ଚ୍ଚିତ ଗୀତର ରିମିକ୍ସ ଏକ ନୂଆ ଢଙ୍ଗ ଓ ନୂଆ ସ୍ୱାଦ ସହ ଶୁଣିବାକୁ ମିଳିବ । ତେବେ ଏହା କୌଣସି ସିନେମା ପାଇଁ କି ନୁହେଁ ଏମଟିଭି ମ୍ୟୁଜିକ ଶୋ’ରେ ଏହି ଗୀତକୁ ଗାଇବେ ଏ.ଆର ରେହମାନ ।
ଶୋ’ର ଆରମ୍ଭ ତାରିଖରେ ରେହମାନ ଏହି ଗୀତ ପରିବେଶଷ କରିବେ ବୋଲି ସୂଚନା ମିଳିଛି । ଏହି ସମ୍ବନ୍ଧରେ ଟୁଇଟ କରିଛନ୍ତି ସଂଗୀତ ଜଗତର ବାଦଶାହା ଏ.ଆର ରେହମାନ ।
Follow Us