ଭରା ନଈରେ ପ୍ଲାଷ୍ଟିକ ଡ୍ରମ ପାଲଟିଛି ଭରସା: ମୋହନା ଖସଡା ଗାଁରେ ନା ଅଛି ରାସ୍ତା ନା ପୋଲ 

ଭରା ନଈରେ ପ୍ଲାଷ୍ଟିକ ଡ୍ରମ ପାଲଟିଛି ଭରସା: ମୋହନା ଖସଡା ଗାଁରେ ନା ଅଛି ରାସ୍ତା ନା ପୋଲ 

କନକ ବ୍ୟୁରୋ: ଗାଁକୁ ଗମନା ଗମନ ସମସ୍ୟା । ଯିବାଆସିବା କରିବାକୁ ସମସ୍ୟା ଭୋଗୁଛନ୍ତି ଲୋକେ । ବର୍ଷା ଦିନରେ ତ ଅବସ୍ଥା ବେହାଲ ହୋଇପଡ଼ିଛି । ଏନେଇ ବହୁବାର ଅଭିଯୋଗ କରାଯାଇଥଲେ ବି କୌଣସି ସମାଧାନ ହୋଇପାରୁନି । ଲୋକେ ବାଧ୍ୟ ହୋଇ ଭରା ନଈରେ ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି । ଗଜପତି ମୋହନା ଖସଡା ଗାଁର ଥିବା ଭରା ନଈରେ ପ୍ଲାଷ୍ଟିକ ଡ୍ରମ ଯୋଡି ନଦୀ ପାର ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଦିନେ କି ଦୁଇ ଦିନର ନୁହେଁ ଜୀବନକୁ ପାଣି ଛଡାଇ ନଦୀ ପାର ହେଉଛନ୍ତି ଗାଁର ଲୋକେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe