୨ ଦିନିଆ ନବରଙ୍ଗପୁର ଗସ୍ତରେ ଫାଇଭ ଟି ସଚିବ। ମନ୍ଦିରରେ ମହାଦେବଙ୍କୁ ଜଳାଭିଷେକ ସହ ବିଭିନ୍ନ ବିଦ୍ୟାଳୟ କଲେ ପରିଦର୍ଶନ
କନକ ବ୍ୟୁରୋ: ଦୁଇ ଦିନିଆ ନବରଙ୍ଗପୁରଗସ୍ତରେ ଯାଇଛନ୍ତି ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍ । ଦ୍ୱିତୀୟ ଦିନରେ ପ୍ରଥମେ ସେ ସଦର ବ୍ଲକ ଅନ୍ତଗର୍ତ ମାଣ୍ଡା ଡଙ୍ଗରି ସ୍ଥିତ ଶୈବ ପୀଠକୁ ଯାଇ ଠାକୁରଙ୍କ ଦର୍ଶନ କରଥିଲେ । ଏଥିସହ ମନ୍ଦିର ଉନ୍ନତି ପାଇଁ ପ୍ରତିଶୃତି ଦେଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାପରେ ପାପଡାହାଣ୍ଡି ବ୍ଲକ ଜଟାବାଲ ହାଇସ୍କୁଲ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ପାଠ ବିଷୟରେ ପଚାରି ବୁଝିଥିଲେ । ବିଦ୍ୟାଳୟ ପରିଦର୍ଶନ କରିବା ସହ ଏହାର ଭିର୍ତିଭୁମି ବିକାଶ ନେଇ ପ୍ରତିଶୃତି ଦେଇଥିଲେ ।