କନକ ବ୍ୟୁରୋ : ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ ନିଖୋଜ । ବିଳମ୍ବିତ ରାତିରେ ଗାଧୋଇବା ସମୟରେ ବୁଡ଼ି ଯାଇଥିଲେ ୪ଜଣ । ଜଣେ ପହଁରି ପହଁରି କୂଳକୁ ଆସିଥିବା ବେଳେ ଅନ୍ୟ ୩ଜଣଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳୁନି । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ, ଅଗ୍ନିଶମ ଓ ପୋଲିସ୍ ସାମିଲ ଅଛନ୍ତି ।
ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ ନିଖୋଜ : ବିଳମ୍ବିତ ରାତିରେ ଗାଧୋଇବା ସମୟରେ ବୁଡ଼ି ଯାଇଥିଲେ ୪ଜଣ
/kanak/media/post_attachments/wp-content/uploads/2022/10/vlcsnap-2022-10-13-10h11m14s846.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)