କୋରାପୁଟରେ ଅଭାବନୀୟ ଘଟଣା: ପାଣି ଖାଲରେ ବୁଡି ୪ ଜଣଙ୍କ ମୃତ୍ୟୁ

163

କନକ ବ୍ୟୁରୋ: କୋରାପୁଟରେ ବଡ ଅଘଟଣ । ସଦରଥାନା ମାଝିଗୁଡା ନିକଟରେ ପାଣି ଭର୍ତି ଖାଲରେ ବୁଡି ୩ ନାବାଳିକା ଓ ଜଣେ ନାବଳକର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଘଟଣାସ୍ଥଳରେ ପହଁଚିଛି ଅଗ୍ନିଶମ ବିଭାଗ । କୋରାପୁଟ ସଦର ଥାନା ପୋଲିସ ସହ ମିଶି ଉଦ୍ଧାର କାମ କରୁଛି ।