ଆଜି ବି ସକାଳୁ ତାତିଲାଣି ରାଜଧାନୀ : ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ

161

କନକ ବ୍ୟୁରୋ : ଆଜି ବି ସକାଳୁ ତାତିଲାଣି ରାଜଧାନୀ । ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରରେ ୩୨ ଦଶମିକ ୨ ଡିଗ୍ରୀ ତାପମାତ୍ରା ରେକର୍ଡ । ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଅନୁଭୂତ ହୋଇପାରେ ପ୍ରଚଣ୍ଡ ତାତି । ତାତିରୁ ଆଶ୍ୱସ୍ତି ଆଣିପାରେ କାଳବୈଶାଖୀ ବର୍ଷା । ସକାଳ ୮ଟା ପରଠୁ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି । ଦିନ ୪ଟା ପୂର୍ବରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି । ଅତି ଜରୁରୀ କାମ ନଥିଲେ ଲୋକେ ବାହାରକୁ ବାହାରୁ ନାହାନ୍ତି ।