Daily Archives

May 27, 2023

ଭୁବନେଶ୍ୱରରେ ବାୱରିଆ ଗ୍ୟାଙ୍ଗର ଆତଙ୍କ। ଝାରପଡା ଜେଲରେ ଟିଆଇ ପରେଡରେ ଲୁଟେରାଙ୍କୁ ଚିହ୍ନଟ କଲେ ମହିଳା

କନକ ବ୍ୟୁରୋ: ଝାରପଡା ଜେଲରେ ଟି.ଆଇ.ପରେଡ ।  ଜେଲ ଭିତରେ ଆରମ୍ଭ ହେଉଛି ଅଭିଯୁକ୍ତର ଚିହ୍ନଟ  ପ୍ରକ୍ରିୟା । ରାଜ୍ୟରେ ୨୮ଟି ଅପରାଧ କରି ପୁଲିସର ନିଦ ହଜାଇଦେଇଥିବା ବାୱରିଆ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ କୁମାରକୁ ଚିହ୍ନଟ କରିବା ପାଇଁ ଜେଲରେ ବ୍ୟବସ୍ଥା କରାଯାଇଛି । ଗ୍ୟାଙ୍ଗ…

ମହଙ୍ଗା ହେଉଛି ଅଦା, ମାସକରେ ପ୍ରାୟ ୨ ଗୁଣା ବୃଦ୍ଧି। ଗ୍ରାହକଙ୍କୁ ବାଧୁଛି ରସୁଣ ଦର

କନକ ବ୍ୟୁରୋ: ଭୁବନେଶ୍ୱରର ଦେବେନ୍ଦ୍ର ବଳ । ଓଦା-ରସୁଣ ବିନା ରୋଷେଇଘରେ ତରକାରୀ ହୁଏନି । ଦିନେ ଅଧକିଲୋ ରସୁଣ ଓ ଓଦା ନେଉଥିଲେ । କିନ୍ତୁ ଦରବୃଦ୍ଧି ଯୋଗୁଁ ଅଢେଶ ଗ୍ରାମ ନେଇ ଘରକୁ ଯାଇଛନ୍ତି । ଆପଣ ତରକାରୀରେ ଅଧିକ ମସଲା ପକାଉଛନ୍ତି କି । ଯଦି ଏଭଳି ଅଭ୍ୟାସ ଅଛି , ତେବେ ଆପଣଙ୍କ ମାସିକ…

ରୁପା ଛାଉଣୀ ହେବ ସିଂହଦ୍ୱାର, ଲାଗିବ ୧ କ୍ୱିଂଟାଲ ୫୪ କିଲୋ ରୁପା। ମରାମତି ହେବ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ

କନକ ବ୍ୟୁରୋ: ରୁପା ଛାଉଣୀ ହେବ ସିଂହଦ୍ୱାର । ଲାଗିବ ୧ କ୍ୱିଣ୍ଟାଲ ୫୪ କିଲୋ ରୁପା । ଶ୍ରୀମନ୍ଦିର ପ୍ରଶାସନ, ଏଏସଆଇ ଓ କୋର କମିଟି ବୈଠକରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କହିଛନ୍ତି, ରଥଯାତ୍ରା ସମୟରେ…

କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଉତ୍କର୍ଷ-୨୦୨୩, ଶିକ୍ଷାକୁ ନେଇ ଚାଲିଲା ମାନସମନ୍ଥନ 

କନକ ବ୍ୟୁରୋ: ଶିକ୍ଷା ଆଗକୁ ବଢିବାକୁ ବାଟ ଦେଖାଏ, ବର୍ତମାନର ନିଅଁ ଉପରେ ଭବିଷ୍ୟତ ନିର୍ମାଣ କରେ। ଉତ୍କର୍ଷ ୨୦୨୩ କାର୍ଯ୍ୟକ୍ରମରେ ଆଜି ଦିନ ତମାମ ଶିକ୍ଷାକୁ ନେଇ ଚାଲିଥିଲା ମାନସମନ୍ଥନ । ଏଥିରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ…

ପିଲାଙ୍କ ପଛରେ ଗୋଡ଼ାଇବ ଚାକିରି। ଓଡ଼ିଶା ଏଜୁକେସନ କନକ୍ଲେଭରେ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ଦମ୍ଭୋକ୍ତି

କନକ ବ୍ୟୁରୋ: ଓଡି଼ଶା ପିଲାଙ୍କ ପଛରେ ଗୋଡ଼ାଇବ ଚାକିରି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀଙ୍କ ଦମ୍ଭୋକ୍ତି । ବିଷୟ ଥିଲା ବୈଷୟିକ ଶିକ୍ଷା: ଓଡି଼ଆ ପିଲାଙ୍କ ସ୍ଥାନ କେଉଁଠି । ମତ ରଖିଛନ୍ତି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । କନକ…

ଦିଲ୍ଳୀରେ ନୀତି ଆୟୋଗ ବୈଠକ, ଯୋଗ ଦେଲେନି ନବୀନ 

କନକ ବ୍ୟୁରୋ: ଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ବୈଠକରେ ସାମିଲ ହୋଇନି ଓଡିଶା  । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ନେଇ ହେଉଥିବା ଏହି ବୈଠକରେ ନବୀନ ସାମିଲ ହୋଇନଥିବାରୁ ତାକୁ ନେଇ ରାଜନୈତିକ…