Daily Archives

May 25, 2023

ପୁଣି ଜବତ ହେଲା କଲରାପତରିଆ ବାଘଛାଲ । ରାୟଗଡ଼ାରେ ମାଡି ବସିଲା ଏସଟିଏଫ୍ । ୩ ବର୍ଷରେ ଜବତ ହେଲାଣି ୪୦ରୁ ଅଧିକ ବାଘ…

କନକ ବ୍ୟୁରୋ: ଜଙ୍ଗଲରେ କେତେ ସୁରକ୍ଷିତ ବାଘ, ଏହି ପ୍ରଶ୍ନ ପୁଣି ଥରେ ଉଠିଛି । ଯେତେବେଳେ ୩ ଟି ବାଘଛାଲ ଡିଲ୍ ବେଳେ ଜଣେ ବେପାରୀକୁ ଗିରଫ କରିଛି ଏସଟିଏଫ । ରାୟଗଡା-କୋରାପୁଟ ଜାତୀୟ ରାଜପଥ ନିକଟରେ ଡିଲ୍ ବେଳେ ବେପାରୀକୁ ଗିରଫ କରିବା ପରେ ୩ଟି ବାଘଛାଲ ଜବତ ହୋଇଛି । ତେବେ ପ୍ରଶ୍ନ ଉଠୁଛି…

କର୍ଣ୍ଣାଟକରେ କଂଗ୍ରେସର ୫ ପ୍ରତିଶ୍ରୁତି, ବର୍ଷକୁ ଖର୍ଚ୍ଚହେବ ୪୫ ହଜାର କୋଟି

କନକ ବ୍ୟୁରୋ: ନିକଟରେ ଶେଷ ହୋଇଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଆଉ ଏହାର ଫଳାଫଳ କଂଗ୍ରେସ ସପକ୍ଷରେ ଯାଇଛି । କଂଗ୍ରେସର ବହୁ କସରତ ପରେ ବାଜିମାତ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସିଦ୍ଦରମୈୟା । ଏହି ନିର୍ବାଚନୀ ନଦୀ ପାର କରିବା ପାଇଁ କଂଗ୍ରେସ ଯେଉଁ ପାଞ୍ଚପ୍ରତିଶ୍ରୁତି ଦେଇଥିଲା,…

ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି! ପ୍ରେମିକାକୁ ନୃଶଂସ ପ୍ରେମିକର ହତ୍ୟା, ୬ ଖଣ୍ଡ କରି ଫ୍ରିଜରେ ରଖିଲା…

କନକ ବ୍ୟୁରୋ: ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମନରୁ ଲିଭି ନଥିବା ବେଳେ ଠିକ୍ ସେହିଭଳି ଆଉ ଏକ ଘଟଣା ହାଇଦ୍ରାବାଦରୁ ଆସିଛି । ଜଣେ ବ୍ୟକ୍ତି ନିଜ ପ୍ରେମିକାକୁ ପ୍ରଥମେ ଛୁରୀରେ ହତ୍ୟା, ପରେ ପଥରକଟା ମେସିନରେ ଖଣ୍ଡଖଣ୍ଡ କରି ଫ୍ରିଜରେ ରଖିଥିଲେ । ଏପରି ଘଟଣା ପୁଣି ଥରେ…

ବିଦେଶରୁ ଫେରିଲେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ। ଅଷ୍ଟ୍ରେଲିଆର ଉଦାହରଣ ଦେଇ ଦେଖାଇଲେ ଆଇନା

କନକ ବ୍ୟୁରୋ: ସଂସଦ ଭବନ ଉଦଘାଟନୀକୁ ନେଇ ରାଜନୀତି ଜାରି ରହିଛି । ଆଉ ଏହାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ସାମ୍ନାକୁ ଆସିଛି । ତିନି ଦେଶର ଗସ୍ତ ଶେଷ କରି ଭାରତ ଫେରିବା ପରେ ବିମାନ ବନ୍ଦରରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ଅଷ୍ଟ୍ରେଲିଆରେ ସରକାରୀ…

ଅନୈତିକ ସମ୍ପର୍କ ସନ୍ଦେହରୁ ହତ୍ୟା । ୩ ବର୍ଷ ପରେ ଧରାପଡିଲେ ଅପରାଧୀ । ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା କେନ୍ଦ୍ରାପଡା…

କନକ ବ୍ୟୁରୋ: ଅନୈତିକ ସମ୍ପର୍କ ସନ୍ଦେହରୁ ହୋଇଥିବା ହତ୍ୟାର ପର୍ଦ୍ଦାଫାଶ କରିଛି କେନ୍ଦ୍ରାପଡା ମାର୍ଶାଘାଇ ପୋଲିସ । ୩ବର୍ଷ ପରେ ଧରାପଡିଛନ୍ତି ଅପରାଧୀ । ସାନ ଭାଇର ପତ୍ନୀଙ୍କ ସହ ବଡ଼ ଭାଇର ଅନୈତିକ ସର୍ମ୍ପକକୁ ନେଇ ସନ୍ଦେହ ପରେ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଶେଷରେ ବିବାଦର…

ନୂଆ ସଂସଦ ଭବନ ଉଦଘାଟନୀ ରାଜନୀତି, ଟାର୍ଗେଟରେ ମୋଦୀ!

କନକ ବ୍ୟୁରୋ: ନୂଆ ସଂସଦ ଭବନ ଯେତେ ବଡ଼ ଓ ଭବ୍ୟ । ଏହାର ଉଦଘାଟନକୁ ନେଇ ବିରୋଧ ଆହୁରି ବଡ଼ ହେବାରେ ଲାଗିଛି । ମାତ୍ର କିଛି ବିରୋଧୀ ଦଳଙ୍କ ବିରୋଧରୁ ଆରମ୍ଭ ହୋଇଥିବା ଏହ ପ୍ରସଙ୍ଗରେ ଏବେ ଏକାଠି ହୋଇଛନ୍ତି ୨୧ ଦଳ । ମେ’ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଭବ୍ୟ ସଂସଦ ଭବନକୁ…