ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇକୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏର ଜେରା । ଗ୍ୟାଙ୍ଗଷ୍ଟର ଦେଲା ଚାଂଚଲ୍ୟକର ବୟାନ
କନକ ବ୍ୟୁରୋ : ମୁହଁ ଖୋଲିଛି ଓ ଚାଂଚଲ୍ୟକର ତଥ୍ୟ ଦେଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ । ଏନଆଇଏ ଜେରା ସମୟରେ ଗ୍ୟାଙ୍ଗଷ୍ଟର ସେହି ସମସ୍ତଙ୍କ ନାଁ ପ୍ରକାଶ କରିଛି ଯେଉଁମାନଙ୍କୁ ସେ ହତ୍ୟା କରିବାକୁ ଚାହୁଁଛି । ଏହା ଭିତରେ ସବୁଠୁ ଆଗରେ ରହିଛି ଅଭିନେତା ସଲମାନ ଖାନ୍ । ୪ରୁ…