Daily Archives

May 19, 2023

ମାଟ୍ରିକ ପରୀକ୍ଷାରେ ନିଜ ସଫଳତାକୁ ଦେଖି ପାରିଲେନି ସ୍ୱାତୀ: ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଅନୁଗୁଳର ଛାତ୍ରୀ

କନକ ବ୍ୟୁରୋ: କେଇ ଘଂଟା ପୂର୍ବରୁ ଯେଉଁ ପୁଅ ଗାଁ ଦାଣ୍ଡରେ ଘୁରି ବୁଲୁଥିଲା । ମାଟ୍ରିକ୍ରେ ଫାଷ୍ଟ କ୍ଲାସ୍ ପାଇଛି କହି ଖୁସି ବାଂଟୁଥିଲା । ସେଇ କୁନି ପୁଅ, ଆଜି ସବୁଦିନ ପାଇଁ ଶୋଇଯାଇଛି । ପୁଅକୁ ଉଠାଇବା ପାଇଁ ମା’ ଉଦ୍ୟମ କରୁଛନ୍ତି, ଭାଇର ଅବସ୍ଥା ଦେଖି ବଡ଼ ଭାଇ ଆଖିରୁ ଲୁହ ଝରିଯାଉଛି ।…

କଳାହାଣ୍ଡି ଗସ୍ତରେ ଫାଇଭ୍-ଟି ସଚିବ ଭି.କେ.ପାଣ୍ଡିଆନ୍: ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କଲେ ଅନୁଧ୍ୟାନ, ଲୋକଙ୍କୁ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କଳାହାଣ୍ଡିରେ ପହଂଚିଛନ୍ତି ଫାଇଭ୍-ଟି ସଚିବ । ଜିଲ୍ଲାର ବିକାଶ ପାଇଁ ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ସିଧାସଳଖ ଲୋକଙ୍କ ସହ ଆଲୋଚନା କରିଛନ୍ତି ଭି.କେ ପାଣ୍ଡିଆନ୍ । ମିଶନ ଶକ୍ତି ମହିଳାଙ୍କ…

ଓପିଏସସିକୁ ହାଇକୋର୍ଟ ଝଟକା: ଏଏସଓ ମେରିଟ ଲିଷ୍ଟ ଖାରଜ

କନକ ବ୍ୟୁରୋ: ଏଏସଓ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବା ସହ ଓପିଏସସିର ମେରିଟ୍ ଲିଷ୍ଟକୁ ଖାରଜ କରି ଦେଇଛନ୍ତି । ରିଟ୍ ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି, ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ । ନିୟମ ଅନୁସାରେ ମେରିଟ୍…

ମୋଦୀଙ୍କୁ ନେଇ ନବୀନଙ୍କ ଆକଳନ! ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ପ୍ରଶ୍ନ

କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ । ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଦାବି ସହ ଏହାକୁ ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଦେଲେ । କେନ୍ଦ୍ର ସରକାର…

୨ ହଜାର ଟଙ୍କିଆ ନୋଟ ଫେରାଇ ନେବାକୁ ଆରବିଆଇର ନିଷ୍ପତ୍ତି: ଆଉ ଛପା ହେବନି ୨ ହଜାର ଟଙ୍କିଆ ନୋଟ

କନକ ବ୍ୟୁରୋ: ୨ ହଜାର ଟଙ୍କିଆ ନୋଟ ଫେରାଇ ନେବାକୁ ଆରବିଆଇର ନିଷ୍ପତ୍ତି । ଆଉ ଛପା ହେବନି ୨ ହଜାର ଟଙ୍କିଆ ନୋଟ । ଏବେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟ୍ ସଚଳ ରହିବ । ୩୦ ଡିସେମ୍ବର ସୁଦ୍ଧା ଅଚଳ ହେବ ୨ ହଜାର ଟଙ୍କିଆ ନୋଟ । ୨୦୧୬ ମସିହାରେ ହୋଇଥିବା ନୋଟ ବନ୍ଦୀ ସମୟରେ ରିଜର୍ଭ ବ୍ୟାଙ୍କ…

ଅଦରକାରୀ ପ୍ଲାଷ୍ଟିକରୁ ଦରକାରୀ ଘରସଜା ସାମଗ୍ରୀ: ସଜେଇ ହୋଇ ରହିଛି ଖୁବ୍ ସୁନ୍ଦର ସୁନ୍ଦର ଫୁଲଦାନୀ, ସୋ-ପିସ୍

କନକ ବ୍ୟୁରୋ: ଅଦରକାରୀ ପ୍ଲାଷ୍ଟିକ୍ରୁ ଦରକାରୀ ଘରସଜା ସାମଗ୍ରୀ । ଘରେ ସଜେଇ ହୋଇ ରହିଛି ଖୁବ୍ ସୁନ୍ଦର ସୁନ୍ଦର ଫୁଲଦାନୀ ଓ ସୋ-ପିସ୍ । ଆଉ ଏହାକୁ ତିଆରି କରିଛନ୍ତି ଜଣେ ଗୃହିଣୀ । ଘରେ ରୋଷେଇବାସ କରି ପରିବାର ଲୋକଙ୍କ କଥା ବୁଝିବା ସହ ନିଜର ଲୁକାୟିତ ପ୍ରତିଭାକୁ ସାମ୍ନାକୁ ଆଣିଛନ୍ତି…