Daily Archives

May 18, 2023

ମହଙ୍ଗା ପଡିଲା ନ୍ୟାୟପାଳିକାକୁ ନେଇ ବିବାଦୀୟ ମନ୍ତବ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଆଇନ ମନ୍ତ୍ରୀ…

କନକ ବ୍ୟୁରୋ : ନ୍ୟାୟପାଳିିକାକୁ ନେଇ ବିବାଦୀୟ ମନ୍ତବ୍ୟ, ବିଚାରପତି ନିଯୁକ୍ତି ନେଇ ଥିବା କଲେଜିୟମ ବ୍ୟବସ୍ଥାକୁ ସମଲୋଚନା କରିବା ମହଙ୍ଗା ପଡିଛି । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କୁ ତାଙ୍କ ପଦବିରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ସଂସଦୀୟ ବ୍ୟାପର ମନ୍ତ୍ରୀ ଅର୍ଜୁନ ରାମ…

୫ଶହ ଟଙ୍କା ଭତ୍ତା ପାଇଁ ଚାଲିଲେ ୪ କିମି: ମିଳିଲାନି ଭତ୍ତା, ଖାଲି ହାତରେ ଡହ ଡହ ଖରାରେ ଘରକୁ ଫେରିଲେ ବୃଦ୍ଧ

କନକ ବ୍ୟୁରୋ: ଭତା, ହିତାଧିକାରୀଙ୍କ ହକ୍, ଦୟାନୁହେଁ । ମିଳୁଥିବା ପାଉଣା, ବ୍ୟବସ୍ଥାର ବଦାନ୍ୟତା ନୁହେଁ, ସେମାନଙ୍କର ପ୍ରାପ୍ୟ । କିନ୍ତୁ ହକକୁ ଯେତେବେଳେ ବ୍ୟବସ୍ଥା, ଦୟା ବୋଲି ଭାବିନିଏ ହୁଏତ ସେତେବେଳେ ପ୍ରାପ୍ୟ ପାଇଁ ବୟସ୍କ ମଣିଷକୁ ବାଟ ଚାଲିବାକୁ ପଡ଼େ । ୫ଶହ ଟଙ୍କା ପାଇଁ ୪…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ବିବାଦ ଭିତରେ ପଦାରେ ପଡିଲା କଂଗ୍ରେସର ଦୋଷ ଦୁର୍ବଳତା । ମଲ୍ଲିକାର୍ଜୁନ ନୁହେଁ ବରଂ…

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିବାର ୫ ଦିନ ପୁରିଯାଇଥିଲେ ବି ଏପର୍ଯ୍ୟନ୍ତ ସରକାର ଗଠନ କରିପାରିନାହିଁ । ବହୁ ବିଚାର ବିମର୍ଶ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଓ କର୍ଣ୍ଣାଟକ ପିସିସି ସଭାପତି ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ…

ରାଜଧାନୀରେ ଆତଙ୍କରାଜ: ଭରତପୁର ମାର୍କେଟ ଅଂଚଳରେ ଗୋଡ଼ାଇ ଗୋଡ଼ାଇ ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣିଲେ ଅପରାଧୀ 

କନକ ବ୍ୟୁରୋ: ରାଜଧାନୀରେ ବୁଲିଲା ଖଣ୍ଡା । ବୁଧବାର ରାତିରେ ଭରତପୁରର ନୂଆଗାଁ ଛକରେ ହାତରେ ମାରଣାସ୍ତ୍ର ଧରି ୫ରୁ ଅଧିକ ଯୁବକ ଅଧଘଂଟାରୁ ଅଧିକ ସମୟ ଧରି ଆତଙ୍କ ଖେଳାଇଲେ । କେହି କିଛି ବୁଝିବା ଆଗରୁ ଏ ଦୋକାନରୁ ସେ ଦୋକାନକୁ ପଶି ଖଣ୍ଡା, ଭୂଜାଲି ଓ ମାରଣାସ୍ତ୍ର ଧରି ଧମକଚମକ ଦେଲେ । କେବଳ…

କର୍ଣ୍ଣାଟକ ସସପେନ୍ସରୁ ହଟିଲା ପର୍ଦ୍ଦା । ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ସିଦ୍ଦରମୈୟା, ମେ ୨୦ରେ ବେଙ୍ଗାଲୁରରେ…

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମିଳିଛି ପୂର୍ଣ୍ଣ ବହୁମତ । ତଥାପି ୪ଦିନ ଧରି ଚର୍ଚ୍ଚା, ଆଲୋଚନା, ବିଚାରମବିର୍ମଶ, ମାନସମନ୍ଥନ ପରେ ଶେଷରେ ଛିଣ୍ଡିଛି କ୍ଷମତା କନ୍ଦଳ । କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତା ସ୍ପଷ୍ଟ ହୋଇସାରିଛି । ପ୍ରଦେଶ କଂଗ୍ରେସର…

ଓଡିଶାରେ ଗଡ଼ିବ ‘ବନ୍ଦେ ମେଟ୍ରୋ’: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା

କନକ ବ୍ୟୁରୋ: ରେଳ ଯାତ୍ରାରେ ଆଉଗୋଟିଏ ମାଇଲ ଖୁଂଟ ଅତିକ୍ରମ କରିଛି ଓଡିଶା । ରାଜ୍ୟକୁ ମିଳିଛି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ଉତ୍ସବରେ ଆଉଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳମନ୍ତ୍ରୀଙ୍କ ଘୋଷଣା…