Daily Archives

May 17, 2023

ସୁଗାରଫ୍ରିକୁ ଖାଦ୍ୟକୁ ନେଇ ସର୍ତକ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓ କହିଲା ସୁଗାରଫ୍ରି ଖାଉଥିଲେ…

କନକ ବ୍ୟୁରୋ : ଆପଣ ଓଜନ କମାଇବାକୁ ସୁଗାର ଫ୍ରି ସୁଇଟନର୍ସ ବ୍ୟବହାର କରୁଛନ୍ତି କି? ତେବେ ଏଥିପାଇଁ ସାବଧାନ ରହିବାକୁ ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚେତାବନୀ ଦେଇଛି । ଆଜିକାଲି ଲୋକମାନେ ସାଧାରଣତଃ ଓଜନ କମାଇବାକୁ କିମ୍ବା ଫିଟ୍ ରହିବାକୁ ମିଠା ଖାଦ୍ୟ ଖାଉ ନଥିବାବେଳେ ଅଧିକାଂଶ…

ପ୍ରେମବିବାହ ଉପରେ ସର୍ବୋଚ୍ଚ ନ୍ୟାୟଳୟଙ୍କ ବଡ ଟିପ୍ପଣୀ, କୋର୍ଟ କହିଲେ ପ୍ରେମ ବିବାହରେ ସବୁଠୁ ଅଧିକ ହେଉଛି ଛାଡପତ୍ର

କନକ ବ୍ୟୁରୋ : ପ୍ରେମ ବିବାହରେ ସବୁଠୁ ଅଧିକ ହେଉଛି ଛାଡପତ୍ର । ବୁଧବାର ଏକ ମାମଲାର ଶୁଣାଣୀ କରି ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି ପ୍ରେମ ବିବାହରେ ହେଉଛି ସବୁଠୁ ଅଧିକ ଛାଡପତ୍ର । ସୁପ୍ରିମକୋର୍ଟ ଜଷ୍ଟିସ ବିଆର ଗୋଗାଇ ଓ ସଂଜୟ କରୋଲଙକ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି ।…

ପୁଅ ଚୋରି କଲା, ବାପା ଫେରାଇଲେ ଟଙ୍କା: ଭୁବନେଶ୍ୱରରେ ଦୋକାନ ଦୋକାନ ବୁଲି ଚୋରି ଟଙ୍କା ଫେରାଉଛନ୍ତି ବୃଦ୍ଧ ବାପା

କନକ ବ୍ୟୁରୋ: ରାଜଧାନୀରେ ଦୋକାନରୁ ଦୋକାନ ବୁଲି ଚୋରି କରୁଥିଲା ନକଲି ଡାକ୍ତର ବିକାଶ । ରାଜକୀୟ ଥାଟବାଟରେ ପୁରା ସିନେମା ଷ୍ଟାଇଲରେ ଦୋକାନ ଭିତରେ ପଶୁଥିଲେ , ନିଜକୁ ଡାକ୍ତରର ପରିଚୟ ଦେଇ ଭଲ ଭଲ ଜିନିଷ ବାଛୁଥିଲେ । ଆଉ ସୁଯୋଗ ଦେଖି ଆଖିରେ ଆଙ୍ଗୁଠି ଗେଞ୍ଜି ଲକ୍ଷାଧିକ ଟଙ୍କାର ଆସବାବପତ୍ର…

ବିହାର ପରି ତାମିଲାନାଡୁରେ ମଦମୃତ୍ୟୁ ତାଣ୍ଡବ, ୩୬ ଘଣ୍ଟାରେ ବିଷାକ୍ତ ମଦ ପିଇ ୨୩ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ବିଷାକ୍ତ ମଦ ନେଉଛି ଜୀବନ । ତାମିଲନାଡ଼ୁରେ ବିଷାକ୍ତ ମଦ ପିଇ ୨୦ରୁ ଉଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି । ଅନେକ ଲୋକେ ଅସୁସ୍ଥ ହୋଇ ହସ୍ପିଟାଲରେ ଜୀବନ-ମରଣ ସହ ଲଢ଼େଇ କରୁଛନ୍ତି । ବିଶେଷ କରି ବିଷାକ୍ତ ମଦ ପିଇ ତାମିଲନାଡୁର ବିଲୁପୁରମରେ ୧୬ ଓ ଚେଙ୍ଗଲପଟୁ ଜିଲ୍ଲାର ୫ ଜଣଙ୍କ ମୃତ୍ୟୁ…

ବଲିଉଡ ପ୍ରେମରେ ପଡିଲେ ଆମେରିକା ରାଷ୍ଟ୍ରଦୂତ, କିଙ୍ଗ ଖାନ ଶାହାରୁଖଙ୍କୁ ମନ୍ନତରେ ଭେଟିଲେ ଏରିକ ଗାର୍ସିଟି

କନକ ବ୍ୟୁରୋ : ଏହା ମୋର ବଲିଉଡ଼ରେ ଡେବ୍ୟୁ କରିବାର ସମୟ କି? ବୋଲି ମଜାଳିଆ କ୍ୟାପ୍ସନ ଲେଖିଛନ୍ତି ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍ସିଟି । ତେବେ ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍ସିଟି ମଙ୍ଗଳବାର ଦିନ ବଲିଉଡ଼ର ବାଦଶାହା ଶାହାରୁଖ ଖାନଙ୍କୁ ଭେଟିଛନ୍ତି । ମୁମ୍ବାଇରେ ଥିବା ଶାହାରୁଖ…

ଛୋଟ ପିଲାଙ୍କୁ ବି ହେଉଛି ଉଚ୍ଚ ରକ୍ତଚାପ! ବଦଳୁଥିବା ଜୀବନଶୈଳୀ, ମୋଟାପଣ ପାଲଟିଛି ଚିନ୍ତାର କାରଣ

କନକ ବ୍ୟୁରୋ: ବିଶ୍ୱ ଉଚ୍ଚ ରକ୍ତଚାପ ଦିବସରେ ଚିନ୍ତା ବଢ଼ାଇଛି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଇଥିବା ଉଚ୍ଚ ରକ୍ତଚାପ ସମସ୍ୟା । ବିଶେଷଜ୍ଞଙ୍କ କହିବା ଅନୁସାରେ ସାରା ବିଶ୍ୱରେ ୩ପ୍ରତିଶତରୁ ୬ପ୍ରତିଶତ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରାକ୍ତଚାପ ସମସ୍ୟା ଦେଖାଦେଉଛି । ଆଉ ଏଥିପାଇଁ ବଦଳୁଥିବା…