Daily Archives

May 10, 2023

ଇମ୍ରାନ ଖାନ୍ ଗିରଫ ପରେ ପାକିସ୍ତାନ ସମେତ ବିଭିନ୍ନ ଦେଶରେ ରାସ୍ତାକୁ ଓହ୍ଲାଇଲେ ଇମ୍ରାନଙ୍କ ସମର୍ଥନ, ପାକିସ୍ତାନ ସେନା…

କନକ ବ୍ୟୁରୋ : ୨୪ଘଂଟା ଭିତରେ ବଦଳିଛି ପାକିସ୍ତାନର ଚିତ୍ର । ଇମ୍ରାନଙ୍କୁ ତୁରନ୍ତ କରାଯାଉ ମୁକ୍ତ । ଏ ଦାବି ନେଇ ସବୁଠି ଶୁଭୁଛି ଇମ୍ରାନଙ୍କ ସମର୍ଥନରେ ନାରାବାଜୀ । ସମର୍ଥକ କରୁଛନ୍ତି ହୋହାଲ୍ଲା –ହଙ୍ଗମା । ସାରା ପାକିସ୍ତାନରେ ବଢୁଛି ବିରୋଧ ପ୍ରଦର୍ଶନ । କହିବାକୁ ଗଲେ ଅଭାବ ଭିତରେ ଗତି…

‘ଦ କଶ୍ମୀର ଫାଇଲ୍ସ’କୁ ନେଇ ମମତାଙ୍କ ଟିପ୍ପଣୀ । ବୟାନକୁ ନେଇ ତେଜିଲା ବିବାଦ, ମୁଖ୍ୟମନ୍ତ୍ରୀ ମମତାଙ୍କୁ ଫିଲ୍ମ…

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ମଧ୍ୟରେ ତିକ୍ତତା ସାମ୍ନାକୁ ଆସିଛି । ଯାହା କୈାଣସି ବ୍ୟକ୍ତିଗତ କାରଣକୁ ନେଇ ନୁହେଁ । ‘ଦ କଶ୍ମୀର ଫାଇଲ୍ସ’ଫିଲ୍ମକୁ ନେଇ ମମତା ବାନାର୍ଜୀଙ୍କ ଦେଇଥିବା ବୟାନକୁ ନେଇ ବିବାଦ…

ଓଡିଶାରେ ରଦ୍ଦ ହେଲା ୫୧ ହଜାର ୨୬୦ ନକଲି ସିମ୍ କାର୍ଡ। ଅପରାଧ ରୋକିବାକୁ ପଦକ୍ଷେପ ନେଲା ଦୂରସଞ୍ଚାର ବିଭାଗ।

କନକ ବ୍ୟୁରୋ: ବାସ କିଛି ସମୟର କଥା ବାର୍ତ୍ତା ଆଉ ଏତିକି ହେଲା ପରେ, ମାତ୍ର କେଇ ମିନିଟରେ, ଆପଣଙ୍କ ଆକାଉଣ୍ଟ ଖାଲି ହୋଇସାରିଥିବ । କଲ ଆସିଥିବା ନମ୍ବରକୁ ଆପଣ ଯେତେ କଲ ବ୍ୟାକ୍ କଲେ ବି ଆଉ ସେ ନମ୍ବର ଲାଗିବନି । ସାଇବର ଠକଙ୍କ ଜାଲରେ ଫସିଥିବା ସମସ୍ତଙ୍କର ସମାନ କାହାଣୀ । ସାଇବର ଅପରାଧି…

ବିବାଦ ଭିତରେ ବଢୁଛି ଦ କେରଳ ଷ୍ଟୋରୀର ଚାହିଦା । ବକ୍ସ ଅଫିସରେ କରୁଛି କମାଲ, ସେପଟେ ଦର୍ଶକଙ୍କୁ ମାଗଣାରେ ଚା’ କଫି…

କନକ ବ୍ୟୁରୋ : ଦ କେରଳ ଷ୍ଟୋରୀ । ବେଶ କିଛି ଦିନ ହେବ ଏହି ଫିଲ୍ମକୁ ନେଇ ଚାଲିଛି ଚର୍ଚ୍ଚା । କେଉଁଠି ସମର୍ଥନ ତ ପୁଣି କେଉଁଠି ଜୋରଦାର ବିକ୍ଷୋଭ । ଏହା ଭିତରେ ଗୁଜରାଟ ସୁରଟର ଜଣେ ଚା’ ଦୋକାନୀ ଦର୍ଶକଙ୍କୁ ଦେଉଛନ୍ତି ମାଗଣା କଫି ଓ ଚା’ । ସେପଟେ ବିଜେପି ଶାସିତ ରାଜ୍ୟରେ ଫିଲ୍ମ ଉପରେ…

ଭୁବନେଶ୍ୱରର କପିଳେଶ୍ୱର ମନ୍ଦିର ଉନ୍ନତି ପ୍ରସଙ୍ଗ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ…

କନକ ବ୍ୟୁରୋ: ଭୁବନେଶ୍ୱରର କପିଳେଶ୍ୱର ମନ୍ଦିରର ଉନ୍ନତିକରଣକୁ ନେଇ କିଏ ନେବ ଶ୍ରେୟ? ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି । କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଦାୟିତ୍ୱ ଏଏସଆଇକୁ ଦିଆଯିବା ନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିବା ପରେ ଟ୍ୱିଟ୍…

ନୀତିଶଙ୍କ ପରେ ଓଡ଼ିଶା ଆସିପାରନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ । ମୁଖ୍ୟମନ୍ତ୍ରୀଙ୍କ ସହ କରିପାରନ୍ତି…

କନକ ବ୍ୟୁରୋ: ମମତା ବାନାର୍ଜୀ, ନୀତିଶ କୁମାର ଓ ଷ୍ଟାଲିନ, ବିରୋଧୀ ମଞ୍ଚର ୩ ବରିଷ୍ଠ ନେତା । ଆଉ ଏହି ୩ ଜଣ ନେତା ଜାତୀୟ ରାଜନୀତିରେ ବିରୋଧୀ ଏକତାର ବଡ ନେତା । ୨୦୨୪ ନିର୍ବାଚନ ପାଖେଇ ଆସୁଥିବାରୁ ମୋଦୀଙ୍କୁ ଟକ୍କର ଦେବା ପାଇଁ ମହାମେଣ୍ଟର ମହା ଅଭିଯାନ ଆରମ୍ଭ ହୋଇଛି । ଏହି ମେଣ୍ଟରେ…