Daily Archives

May 8, 2023

ବିଦେଶ ବଜାରରେ ରହିଛି ଭାରତ ଆମ୍ବର ଚାହିଦା: ଓଡିଶାର ଢେଙ୍କାନାଳ ପାଲଟିଛି ଆମ୍ବର ହବ୍

କନକ ବ୍ୟୁରୋ: ଆମ୍ବ ଖାଇବାକୁ କିଏ ବା ଭଲ ନପାଏ । କିଏ ଗଛ ଚଢି ଆମ୍ବ ତୋଳି ଖାଏ ତ ପୁଣି ହାତ ପାହାନ୍ତାରେ ବି ମିଳିଯାଏ ଆମ୍ବ । କାହାକୁ କଂଚା ଆମ୍ବ ଭଲ ଲାଗେ ତ ପୁଣି କାହାକୁ ଗଛ ପାଚିଲା ଆମ୍ବ । ତେବେ ଓଡିଶାର ବାଇଗଣ ପଲେଇ, ମଲ୍ଲିକା, ରତ୍ନା, ଚୌସା, ଆଖୁରସ , ନୀଲମ, ଦସେହରୀ ଓ…

ଫିଲ୍ମ ଦୁନିଆର ଗହନ କଥା: ଅଭିନେତ୍ରୀ କହିଲେ, ଫିଲ୍ମରେ ଚାନ୍ସ ଦେବାକୁ କହି, ରୋମାନ୍ସ କରିବାକୁ ଚାହୁଁଛନ୍ତି…

କନକ ବ୍ୟୁରୋ: ସାମ୍ନାକୁ ଆସିଲା ସିନେମାର ସାଂଘାତିକ ସତ । ସିନେମାରେ ଚାନ୍ସ ପାଇବାକୁ ହେଲେ ରୋମାନ୍ସ କରିବାକୁ ପଡ଼ିବ ବୋଲି ଡାଇରେକ୍ଟର କହୁଛନ୍ତି । ଏପରିକି ହିରୋଇନ୍ ହେବାକୁ ହେଲେ ‘ୱାନ୍ ନାଇଟ୍ ଷ୍ଟାଣ୍ଡ’ କରିବାକୁ ବି ପଡ଼ିପାରେ । ଜଣେ ଡାଇରେକ୍ଟରଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ…

ଘରେ ପଶି ଦୁବୃର୍ତ୍ତ ଝିଅକୁ ହତ୍ୟା କରିବା ପରେ ବାପାଙ୍କ ଚରମ ଚେତାବନୀ: କହିଲେ, ଏଫଆଇଆର ଦେବିନି, କାଟିବି ଅଭିଯୁକ୍ତର…

କନକ ବ୍ୟୁରୋ: ଖୁସି...ଏ ମା’ ଖୁସି । କୁଆଡେ ଗଲୁରେ ମା’ । ବାହୁନି ବାହୁନି ହୋଇ କାନ୍ଦୁଛନ୍ତି ସମ୍ପର୍କିୟ । ଯେଉଁ କୁନି ଝିଅର ମୁହଁ ଚାହଁ ଖସଖୁସିରେ ପରିବାର ପୁରି ଉଠୁଥିଲା ସେ, ଝିଅର ତଂଟି କାଟି ଅତି ନିର୍ମମ ଭାବରେ ହତ୍ୟା ହୋଇଯାଇଛି । ନାମ: ଖୁସି ସାହୁ ବୟସ: ୧୨ ବର୍ଷ ଶ୍ରେଣୀ:…

ଆଲୋଚନା ଚକ୍ରରେ ଅସନ୍ତୋଷ ଝାଡିଲେ କଂଗ୍ରେସ ନେତା। ନେତୃତ୍ୱକୁ ନେଇ ଉଠାଇଲେ ପ୍ରଶ୍ନ।

କନକ ବ୍ୟୁରୋ: ଦୀର୍ଘ ଦିନର ନିରବତା ପରେ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ମଞ୍ଚ ଉପରେ ନିଜର ଅସନ୍ତୋଷ ଝାଡିଛନ୍ତି । ବେଶ କିଛି ଦନ ହେବ କଂଗ୍ରେସ ଭବନ ଓ କଂଗ୍ରେସ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବା ପରେ, ଏବେ କିନ୍ତୁ ଆଲୋଚନା ଚକ୍ର ଆଳରେ, ପିସିସି ସଭାପତିଙ୍କ କାର୍ଯ୍ୟଦକ୍ଷତା…

କାଲି ଓଡିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକଙ୍କୁ ଭେଟିବେ ନୀତିଶ କୁମାର।

କନକ ବ୍ୟୁରୋ: ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ଓଡ଼ିଶା । ନୀତିଶ କୁମାର, ମୁଖ୍ୟମନ୍ତ୍ରୀ ବିହାର । ଭାରତୀୟ ରାଜନୀତିର ଏହି ଦୁଇ ପୁରୁଖା ରାଜନେତା ଭେଟଘାଟ କାର୍ଯ୍ୟକ୍ରମ ଉପରେ ରହିଛି ସାରା ଦେଶର ନଜର । କାରଣ, ଏହି ଦେଖା-ସାକ୍ଷତ ସେତେବେଳେ ହେବାକୁ ଯାଉଛି, ଯେତେବେଳେ ଜେଡିୟୁ ନେତା ନୀତିଶ…

ଝାରସୁଗୁଡା ଉପନିର୍ବାଚନର ଶେଷଦିନରେ ଜମିଲା ପ୍ରଚାର। ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ କଲେ ଷ୍ଟାର ପ୍ରଚାରକ

କନକ ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନ ପାଇଁ ସରିଛି ପ୍ରଚାର । ଆଉ ଶେଷଦିନରେ ଭୋଟରଙ୍କ ସମର୍ଥନ ପାଇଁ ସବୁ ପ୍ରକାର ଜୋର ଲଗାଇଦେଇଛନ୍ତି ବିଜେଡି, ବିଜେପି. କଂଗ୍ରେସ । ବିଜେଡିର ପ୍ରଚାର ମହିଳା ବ୍ରିଗେଡ ସମ୍ଭାଳିଥିବାବେଳେ ବିଜେପି ପାଇଁ ପ୍ରଚାର କରିଛନ୍ତି ଜୁଏଲ । ସେପଟେ ଝାରସୁଗୁଡାରେ ରୋଡ…