Daily Archives

May 7, 2023

ହସ କମାଏ ହୃଦରୋଗ! ହସ ଦିବସରେ ଡାକ୍ତର ଦେଲେ ଫର୍ମୂଲା

କନକ ବ୍ୟୁରୋ: ଚାପଗ୍ରସ୍ତ ମଣିଷ ପାଖରେ ରହିଛି ହସର ଅଭାବ । ଆଉ ଏଥିପାଇଁ ମଣିଷ ଅନେକ ରୋଗର ଶିକାର ହେଉଛି ବୋଲି ବିଶେଷଜ୍ଞ କହିଛନ୍ତି । ଆଜି ହସ ଦିବସରେ ସାରା ଦେଶରେ ହସକୁୁ ନେଇ ସଚେତନ କରୁଛନ୍ତି ଅନେକ ଲୋକ । ବ୍ୟସ୍ତବହୁଳ ଜୀବନରେ ହସକୁ ଭୁୁଲିଯାଉଥିବା ମଣିଷ କିପରି ହସିପାରିବ ତାକୁ ନେଇ…

ଭତା ଓ ରାସନ ପାଇଁ ସଂଘର୍ଷ କରୁଛନ୍ତି ୯୦ ବର୍ଷିୟା ବୃଦ୍ଧା। ସାମ୍ନାକୁ ଆସିଲା ବ୍ୟବସ୍ଥାର ବିକଳ ଚିତ୍ର।

କନକ ବ୍ୟୁରୋ: କହିଲେ କୂଳକୁଟୁମ୍ବକୁ ଲାଜ । ନକହିଲେ, କୂଳ ଭାସିଯାଉଛି । ଯିଏ ବି ଏକଥା କହିଛନ୍ତି । ହୁଏତ ତାଙ୍କ ଆଖି ଆଗକୁ କିଛି ଦୃଶ୍ୟ ଆସିଥିବ, ଯେଉଁଥିପାଇଁ ଏଭଳି କିଛି କହିଥିଲେ । ଏହି ଚିତ୍ର କୌଣସି କୂଳ କିମ୍ବା କୁଟୁମ୍ବ ଭିତରେ ସୀମିତ ନୁହେଁ ବରଂ ସାମଗ୍ରିକ ଭାବେ ଓଡ଼ିଆ ଜାତି ପାଇଁ,…