Daily Archives

May 5, 2023

ପୁଣି ଅଶାନ୍ତ କଶ୍ମୀର, ଆତଙ୍କବାଦୀ ଓ ସେନା ମୁହାଁମୁହିଁରେ ୫ଜଣ ଯବାନ ସହିଦ

କନକ ବ୍ୟୁରୋ : ଜମ୍ମୁକଶ୍ମୀରରୁ ଆସିଛି ବଡ ଖବର । ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ଘଟଣାରେ ୫ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି ।ରଜୌରୀ ଜିଲ୍ଲା କଣ୍ଡି ଅଂଚଳରେ କିଛି ଆତଙ୍କବାଦୀ ଲୁଚି ରହିିଥିବା ସୂଚନା ମିଳିବା ପରେ ସେନା ଓ ଜମ୍ମୁକଶ୍ମୀର ପୁଲିସ ମିଳିତ ସର୍ଚ୍ଚ…

୮୦ ବର୍ଷ ବୟସରେ ଭତ୍ତା ପାଇଁ ସଂଘର୍ଷ । ଭଙ୍ଗା ଗୋଡରେ ଚାଲିଲେ ୨ କିଲୋମିଟର ।

କନକ ବ୍ୟୁରୋ: ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ମୁଣ୍ଡରେ ପଗଡି ବାନ୍ଧି, ହାତରେ ଏକ ପଲିଥିନିରେ ପରିଚୟ ପତ୍ର ସହ ବ୍ୟାଙ୍କ ଖାତା ଧରି. ଚାଲି ଚାଲି ବ୍ୟାଙ୍କକୁ ବାହାରିଛନ୍ତି ବୃଦ୍ଧ । ୧୦ ପାହୁଣ୍ଡ ଚାଲିଲେ ଥକି ଯାଉଛନ୍ତି । କିଛି ସମୟ ଅଟକି ଯାଇ ବଳ ସଞ୍ଚୟ କରି ପୁଣି ଚାଲୁଛନ୍ତି ।…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ବିରୋଧରେ ଅଭିଯୋଗ । ଦୁର୍ନୀତି ଅଭିଯୋଗ ଆଣିଲେ ସୂଚନା ଅଧିକାର କର୍ମୀ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ବିରୋଧରେ ଅଭିଯୋଗ । ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଥିବା ବେଳେ ତାଙ୍କୁ କାହିଁକି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ନିଯୁକ୍ତି ଦିଆଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଓଡ଼ିଶା ସୂଚନା ଅଧିକାର କର୍ମୀ । ସୂଚନା ଅଧିକାର କର୍ମୀ…

ଝାରସୁଗୁଡା ଉପ-ନିର୍ବାଚନରେ ଅଘ୍ରିଆ ଭୋଟ୍ ଉପରେ ଆଖି । ୨୩% ଭୋଟ୍ ଉପରେ ବିଜେଡିର ନଜର !

କନକ ବ୍ୟୁରୋ: ୨୩ ପ୍ରତିଶତ ଅଘ୍ର୍ରିଆ ଭୋଟରଙ୍କ ଉପରେ ଆଖି । ଝାରସୁଗୁଡାରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଏହି ଅଘ୍ରିଆ ସମାଜରୁ ଆସିଛନ୍ତି । ତାଙ୍କ ସପକ୍ଷରେ ପୂରା ସମାଜର ଭୋଟ ଥିବା ଆଶଙ୍କା କରି ବଡ଼ ରଣନୀତି କରିଛି ବିଜେଡି । ଦାବିର କିଛି ଦିନ ଭିତରେ ପୂରଣ ପାଇଁ ଘୋଷଣା କରିଛନ୍ତି…

ମାଲକାନଗିରିରେ ପୁଷ୍ପା-୨ ଟିମ୍ । ଚାଲିଛି ସୁଟିଂ ସେଟ୍ ପାଇଁ ନିର୍ମାଣ ପ୍ରକ୍ରିୟା । ଜୁଲାଇରେ ଅଲ୍ଲୁ ଅର୍ଜୁନ…

କନକ ବ୍ୟୁରୋ: ଯେଉଁ ମାଲକାନଗିରି ଜିଲ୍ଲା ଦିନେ ମାଓବାଦୀଙ୍କ ପାଇଁ ବଦନାମ ଥିଲା ଆଜି ସେହି ଅପହଞ୍ଚ ଇଲାକା ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି । ୩୫୦ କୋଟିରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ପୁଷ୍ପା ଏବେ ମାଲକାନଗିରି ମୁହାଁ ହୋଇଛି । ବଣ ପାହାଡ ଘେରା ଜଙ୍ଗଲ ଭିତରେ ପୁଷ୍ପାର ପୁରା ଟିମ୍…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ ଘୋଷଣା, କରୋନା ଆଉ ବିଶ୍ୱ ମହାମାରୀ ନୁହେଁ ବୋଲି ଘୋଷଣା କଲା ସଂଗଠନ

କନକ ବ୍ୟୁରୋ : କରୋନା ମହାମାରୀକୁ ନେଇ ବିଶ୍ୱା ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ସଂଗଠନ ପକ୍ଷରୁ କୁହାଯାଇଛି ଯେ କରୋନା ଏବେ ବିଶ୍ୱ ମହାମାରୀ ନୁହେଁ । ହେଲେ ,ବେ ବି ସ୍ୱାସ୍ଥ୍ୟ ପ୍ରତି କରୋନାର ବିପଦ ରହିଛି । ଏହାସହ ଏବେ ବିଶ୍ୱ ପାଇଁ କରୋନା ଏକ ମହାମାନରୀ ନୁହେଁ…