ନୀତିଶ କୁମାରଙ୍କୁ ବିହାର ହାଇକୋର୍ଟଙ୍କ ଝଟକା । ଜାତିଭିତିକ ସର୍ଭେ ବନ୍ଦ ରଖିବାକୁ ଦେଲେ ନିର୍ଦ୍ଦେଶ ପଟନା ହାଇକୋର୍ଟ
କନକ ବ୍ୟୁରୋ : ନୀତିଶ କୁମାରଙ୍କୁ ହାଇକୋର୍ଟଙ୍କ ଝଟକା । ଜାତିଭିତିକ ସର୍ଭେ ବନ୍ଦ ରଖିବାକୁ ନିର୍ଦ୍ଦେଶ । ପ୍ରଥମ ରାଜ୍ୟ ଭାବେ ବିହାରେ ଜାତିଭିତିକ ଗଣନା କରିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଯାହା ଉପରେ ରୋକ ଲଗାଇଛନ୍ତି ପାଟଣା ହାଇକୋର୍ଟ । ମାମଲାର ଶୁଣାଣି ନ ହେବା ପର୍ଯ୍ୟନ୍ତ ଏହି…